Browsing Category
ୟୁକ୍ରେନ-ରୁଷିଆ ଯୁଦ୍ଧ
ପୁଟିନଙ୍କୁ ଆମେରିକାର ଚେତାବନୀ, ରାସାୟନିକ ଅସ୍ତ୍ର ବ୍ୟବହାର କଲେ ପରିଣାମ ଭୟଙ୍କର ହେବ
ୱାଶିଂଟନ : ଦୀର୍ଘ ୧୮ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ୟୁକ୍ରେନ ଉପରେ ଋଷ ଲଗାଦାର ଆକ୍ରମଣ ଜାରି ରଖିଛି । ଶନିବାର ଋଷସେନା ୟୁକ୍ରେନର ବିଭିନ୍ନ ସ୍ଥାନରେ ବୋମାମାଡ ଜାରି ରଖିଥିବା ବେଳେ…
ଋଷ-ୟୁକ୍ରେନ ଯୁଦ୍ଧ: ଜେରୁଜେଲମରେ ଭେଟିବାକୁ ପୁଟିନଙ୍କୁ ଜେଲେନସ୍କିଙ୍କ ପ୍ରସ୍ତାବ
ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଭେଟିବାକୁ ପ୍ରସ୍ତାବ ଦେଲେ ୟୁକ୍ରେନ ରାଷ୍ଟ୍ରପତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କୀ ଜେରୁଜେଲମଠାରେ ଭେଟିବାକୁ ପୁଟିନଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହା ସହ ସେ ଇସ୍ରାଏଲ…
ବାୟୋ ୱିପନ ପାଇଁ ୟୁକ୍ରେନକୁ ପଇସା ଦେଉଛି ଆମେରିକା: ବିସ୍ଫୋରକ ଅଭିଯୋଗ ଆଣିଲା ଋଷ
ନୂଆଦିଲ୍ଳୀ: ଋଷ ଏବଂ ୟୁକେନ ମଧ୍ୟରେ ଯୁଦ୍ଧ ମଧ୍ୟରେ ଉଭୟ ରାଷ୍ଟ୍ର ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି । ଉଭୟ ରାଷ୍ଟ୍ର ପରସ୍ପରର ସୈନ୍ୟଙ୍କୁ ମାରିଥିବା ନେଇ ଦାବି କରୁଥିବା ବେଳେ ଏହାରି ମଧ୍ୟରେ ଏକ…
ରୁଷ ସୀମାକୁ ୧୨ ହଜାର ସୈନିକ ପଠାଇଲା ଆମେରିକା, କଣ ହେବ ତୃତୀୟ ବିଶ୍ଵ ଯୁଦ୍ଧ ?
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। କିଭ୍ ଦଖଲ ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି ରୁଷ ସେନା। ଯୁଦ୍ଧ ୧୫ ଦିନ ବିତିବା ପରେ ଏବେ ଆମେରିକା ସକ୍ରିୟ ହୋଇ ଉଠିଛି। ରୁଷ ସୀମାକୁ ନିଜର ୧୨ ହଜାର ସୈନିକ…
ୟୁକ୍ରେନ ବିପକ୍ଷ ଯୁଦ୍ଧରେ ହାରିବା ମହଙ୍ଗା ପଡ଼ିଲା, ୮ ଜଣ ଜେନେରାଲଙ୍କୁ ଦଣ୍ଡିତ କଲେ ପୁଟିନ: ରିପୋର୍ଟ
ନୂଆଦିଲ୍ଲୀ: ଆଜି ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ଯୁଦ୍ଧ ବନ୍ଦ ପାଇଁ ଦୁଇ ଦେଶ ମଧ୍ୟରେ ଏକାଧିକ ବାର ଆଲୋଚନା ହୋଇଥିଲେ ଏଯାବତ ସେନେଇ ସେନେଇ କୌଣସି ସୁଫଳ ମିଳିପାରି ନାହିଁ । ତେବେ…
ଯୁଦ୍ଧ ଭିତରେ ଫସି ରହିଥିଲେ ୬ ସିଂହ: ପୋଲାଣ୍ଡରେ ପହଞ୍ଚାଇଲେ ଉଦ୍ଧାରକାରୀ ଦଳ
ନୂଆଦିଲ୍ଳୀ: ୟୁକ୍ରେନ ବିପକ୍ଷରେ ଋଷ ଲଗାତାର ୧୬ ଦିନ ହେଲା ଯୁଦ୍ଧ ଲାଗି ରହିଛି । ଏହି ମହାଯୁଦ୍ଧରେ ଏବେ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇଥିବା ବେଳେ ୨୦ ଲକ୍ଷରୁ ଅଦିକ ପଳାୟନ କରିସାରିଲେଣି । କିନ୍ତୁ…
ନିୟମ କୋହଳ କଲା ଫେସବୁକ୍, ଦେଇହେବ ରୁଷ ବିରୋଧରେ ହିଂସାତ୍ମକ ମନ୍ତବ୍ୟ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ନିୟମ କୋହଳ କଲା ଫେସବୁକ୍ । ଯୁଦ୍ଧକାଳୀନ ପରିସ୍ଥିତି ଯୋଗୁଁ ଅସ୍ଥାୟୀ ଭାବେ ନିୟମ କୋହଳ କଲା ସୋସିଆଲ୍ ମିଡିଆ ଫେସବୁକ୍ । ଫେସବୁକ୍ ରେ ଏଣିକି ରୁଷ ଆକ୍ରମଣକାରୀଙ୍କ…
ରୁଷର ବୋମାମାଡ଼ରେ ୟୁକ୍ରେନର ୨୮୦ ଶିକ୍ଷାନୁଷ୍ଠାନ ଧ୍ୱଂସ
କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷୀୟ ସୈନ୍ୟ ଦ୍ୱାରା ୟୁକ୍ରେନର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଛି । ରୁଷ ସୈନ୍ୟଙ୍କ ବୋମାମାଡ଼ରେ ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଥିବା ଜଣାପଡିଛି । ଦେଶର…
ରୁଷ-ୟୁକ୍ରେନ ଯୁଦ୍ଧରେ ବିଗୁଡୁଛି ସ୍ଥିତି: ଜୈବିକ ଅସ୍ତ୍ର ପ୍ରୟୋଗ କରିବ ମସ୍କୋ ! ସତର୍କ କରାଇଲା ଆମୋରିକା
କିଭ୍: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ରୁଷ-ୟୁକ୍ରେନ ଯୁଦ୍ଧ ସ୍ଥିତି । ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣ ଥମିବାର ନାଁ ନେଉନାହିଁ । ତେଣେ ବିଜୟ ହାସଲ ପାଇଁ ରୁଷ ୟୁକ୍ରେନରେ ଜୈବିକ ଅସ୍ତ୍ର ପ୍ରୟୋଗ କରିାରେ ବୋଲି…
ସାଧା ପୋଷାକରେ ପୁତିନ ସେନା: ଯୁଦ୍ଧ ବେଳରେ ବେଶ ବଦଳାଇ କିଭରେ ପଶୁଛନ୍ତି ଋଷର ଯବାନ
ନୂଆଦିଲ୍ଳୀ: ଦୁଇ ସପ୍ତାହରୁ ଘମାଘୋଟ ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ । କିଛି ସମୟ ମଧ୍ୟରେ ଦେଶର ରାଜଧାନୀ କିଭ ଉପରେ ଏକ ଭୟଙ୍କର ଆକ୍ରମଣର ପୂର୍ବାନୁମାନ କରିଛନ୍ତି ପଶ୍ଚିମୀ ଅଧିକାରୀ । କାରଣ ଏହି ସହରକୁ ଟାର୍ଗେଟ କରିଛି…