Browsing Category
ୟୁକ୍ରେନ-ରୁଷିଆ ଯୁଦ୍ଧ
ଆଜି ପୁଣି ୫ଟି ସହରରେ ଯୁଦ୍ଧ ବିରତି ଘୋଷଣା, ଜାଣନ୍ତୁ କେଉଁ କେଉଟି ବନ୍ଦ ରହିବ ଆଟାକ୍
ନୂଆଦିଲ୍ଲୀ: ଆଜି ପୁଣିଥରେ ୫ଟି ସହରରେ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ । ଗତକାଲି ୩ଟି ସହରରେ ଯେୁଦ୍ଧ ବିରତି ଘୋଷଣା କରିବା ପରେ ଆଜି ୫ଟି ସହର ଉପରେ ରୁଷ ପକ୍ଷରୁ ଆକ୍ରମଣ ବନ୍ଦ ରହିବ । ୟୁକ୍ରେନର ଖାରକିଭ୍, ସୁମି,…
ଯୁଦ୍ଧରେ ରୁଷିଆର ମେଜର ଜେନେରାଲ ମୃତ, ଦାବି କଲା ୟୁକ୍ରେନ୍
ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି । ଇତିମଧ୍ୟରେ ଦୁଇ ଦେଶର ଅନେକ ଧନଜୀବନ ନଷ୍ଟ ହୋଇଛି । ତେବେ ଏହି ଯୁଦ୍ଧରେ ରୁଷିଆର ମେଜର ଜେନେରାଲ ଭିଟାଲି ଗେରାସିମୋଭ…
ୟୁକ୍ରେନ-ଋଷ ଯୁଦ୍ଧ ବିବାଦ : ପୁତିନ୍ଙ୍କ ଠାରୁ ସବୁ ପଦବୀ ହଟାଇ ନେଲା ଆଇଜେଏଫ
ବୁଦାପେଷ୍ଟ(ହଙ୍ଗେରୀ): ୟୁକ୍ରେନ ଉପରେ ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁତିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ଘୋର ବିରୋଧ ଓ ନିନ୍ଦା କରିଛି ଅନ୍ତର୍ଜାତୀୟ ଜାଡୋ ଫେଡେରେସନ( ଆଇଜେଏଫ) । ରାଷ୍ଟ୍ରପତି ପୁତିନଙ୍କର ଏତାଦୃଶ…
ଜାଗୁଆର କୁମାରଙ୍କ ଅଜବ ଜିଦ୍ଦି: ବାଘକୁ ନନେଲେ ଭାରତ ଫେରିବିନି (Video)
ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସିରହିଛନ୍ତି ଅନେକ ଭାରତୀୟ । ସମସ୍ତେ ସେଠୁ ସୁରକ୍ଷିତ ଭାବରେ ଫେରିବା ପାଇଁ ଚାହୁଁଛନ୍ତି । ହେଲେ ଜଣେ ଭାରତୀୟ ଡାକ୍ତର ସେଠାରେ ଟିକିଏ ଅଜବ ପରିସ୍ଥିତିର ସାମ୍ନା କରୁଛନ୍ତି ।…
ଚୀନର ସତର୍କବାଣୀ: ୟୁକ୍ରେନ ପରେ ଏହି ଦେଶଗୁଡିକ ଉପରେ ଆକ୍ରମଣ କରିବା ପାଇଁ ଲିଷ୍ଟ କରୁଛି ଋଷ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏଣ୍ଟ୍ରି ମାରିଛି ଚୀନ । ଋଷକୁ ନେଇ ଏକ ବିରାଟ ବନ୍ତବ୍ୟ ଦେଇଛି ଚୀନର ଗଣମାଧ୍ୟମ ସଂସ୍ଥା । ନିଜ ଶତ୍ରୁ ରାଷ୍ଟ୍ରମାନଙ୍କ ଲିଷ୍ଟ ତିଆରି କରୁଥିବା କହି ଋଷ ଉପରେ ଅଭିଯୋଗ ଆଣିଛି…
ୟୁକ୍ରେନ ଯୁଦ୍ଧ ଭୂମି ରହିଲା ସାକ୍ଷୀ… ବିବାହ କଲେ ଦୁଇ ସୈନିକ, ଦେଖନ୍ତୁ ଭାଇରାଲ ଭିଡିଓ…
ଋଷ ୟୁକ୍ରେନର ଘମାଘୋଟ ଯୁଦ୍ଧ ଆଜି ୧୨ ଦିନରେ ପହଞ୍ଚିଛି । ଋଷ ସୈନିକଙ୍କୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ୍ ସୈନିକ । ହାରମାନିବାକୁ ପ୍ରସ୍ତୁତ ନାହାଁନ୍ତି ୟୁକ୍ରେନ ସୈନିକ । ଏହାରି ମଧ୍ୟରେ ସୋମବାର ଯୁଦ୍ଧ ଭୂମିରୁ…
ଯୁଦ୍ଧ ମଝିରେ ଏମିତି ନିଷ୍ପତ୍ତି ନେଲେ ପୁତିନ: ଋଷର ମେନେ ପଡିଲା ସାଧାରଣ ଜନତାଙ୍କ ସୁରକ୍ଷା କଥା
ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ଆଜି ୧୨ ଦିନରେ ପହଞ୍ଚିଛି । କିନ୍ତୁ ବନ୍ଦ ହେଉନି ରକ୍ତର ହୋଲି । ପ୍ରତି ମୁହୂର୍ତ୍ତରେ ପ୍ରାଣ ହରାଉଛନ୍ତି ଉଭୟ ଦେଶର ଅନେକ ନାଗରିକ । ତେଣୁ ଋଷକୁ ବିଭିନ୍ନ ଦେଶ ତରଫରୁ ଯୁଦ୍ଧ…
ପୁଟିନଙ୍କ ସହ କଥା ହେଲେ ମୋଦୀ: ଜେଲେନସ୍କୀଙ୍କ ସହ ସିଧା କଥା ହେବାକୁ ଦେଲେ ପରାମର୍ଶ
ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ସଙ୍କଟକୁ ନେଇ ଋଷ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନ ସଙ୍କଟକୁ ନେଇ ଉଭୟ…
୧୧ ହଜାର ରୁଷୀୟ ସୈନ୍ୟ ନିପାତ- ୟୁକ୍ରେନ୍
ନୂଆଦିଲ୍ଲୀ: ଯୁଦ୍ଧରେ ରୁଷିଆର ବଡ଼ କ୍ଷତି ଘଟାଇଥିବା ଦାବି କଲା ୟୁକ୍ରେନ । ୧୧ ହଜାର ରୁଷୀୟ ସୈନ୍ୟଭ୍କୁ ମାରିଥିବା ଆଜି ଦାବି କରିଛି ୟୁକ୍ରେନ୍ । ତେବେ ୧୧ ହଜାର ଯବାନଙ୍କ ସହିତ ୨୯୦ ଟ୍ୟାଙ୍କ୍ ମଧ୍ୟ ଉଡାଇଥିବା ଦାବି…
ଜୀବନ ବଞ୍ଚାଇବାକୁ ଅନ୍ତିମ ପ୍ରୟାସ: ୱାର ଜୋନ ଖାରକିଭ ରେଲୱେ ଷ୍ଟେସନରେ ପାଦ ରଖିବାକୁ ଜାଗା ନାହିଁ
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧର ଭୟଙ୍କର ପରିଣତି କେତେ ଯେ ଭୟଙ୍କର ହୋଇଥିବ ତାହା ଆପଣମାନେ ଏହି ଫଟୋଟିରୁ ଜାଣି ପାରୁଥିବେ । ୱାର ଜୋନରେ ପ୍ରାଣ ବିକଳରେ ଦୌଡ଼ୁଛନ୍ତି ଲୋକମାନେ । ୪.୪ କୋଟି ଜନସଂଖ୍ୟା ବିଶିଷ୍ଟ…