Browsing Category
ୟୁକ୍ରେନ-ରୁଷିଆ ଯୁଦ୍ଧ
ସରକାର ନିଜ କାମ କରୁଛନ୍ତି, ଯୁଦ୍ଧ ରୋକିବାକୁ ଆମେ ପୁଟିନଙ୍କୁ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧର ଗୁରୁବାର ହେଉଛି ଅଷ୍ଟମ ଦିନ। ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଭାରତୀୟ ଛାତ୍ରଙ୍କ ଉଦ୍ଧାର ପାଇଁ ଭାରତ ପକ୍ଷରୁ ଚାଲିଛି ଅପରେସନ ଗଙ୍ଗା। ୟୁକ୍ରେନରେ ଫସିଥିବା ଭାରତୀୟ…
୬ ଘଣ୍ଟା ଯୁଦ୍ଧ ରୋକିବ ରୁଷ, ଖାରକିଭ୍ ରୁ ଭାରତୀୟ ବାହାରିବେ ସୁରକ୍ଷିତ; ମୋଦୀଙ୍କ ଅନୁରୋଧରେ ରାଜିହେଲେ ପୁଟିନ୍
ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଅଷ୍ଟମ ଦିନ । ଏହା ଭିତରେ ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ନେବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ଭାରତ ସରକାର ।…
ଉତ୍କଟ ହେବ ଶରଣାର୍ଥୀ ସମସ୍ୟା: ସପ୍ତାହରେ ଦେଶ ଛାଡିଲେଣି ୧୦ ଲକ୍ଷ ୟୁକ୍ରେନ ବାସୀ
ନୂଆଦିଲ୍ଳୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଧୀରେ ଧୀରେ ଭୟାନକ ହେବାରେ ଲାଗିଛି । ତେବେ ଯୁଦ୍ଧର ଭୟାବହତାକୁ ଦେଖି ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୟୁକ୍ରେନ ନାଗରିକ ଦେଶ ଛାଡ଼ିଥିବା ଜଣାଯାଇଛି । ଜାତିସଂଘ ରିପୋର୍ଟ…
ୟୁକ୍ରେନ ସଙ୍କଟ: ୪ଟି ବିମାନରେ ଫେରିଲେ ୭୯୮ ଭାରତୀୟ
ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବା ବେଳେ ଭାରତୀୟଙ୍କୁ ଫେରାଇ ଆଣିବାକୁ ‘ଅପରେସନ୍ ଗଙ୍ଗା’କୁ ଜୋର ଦିଆଯାଇଛି । ଏହାରି ମଧ୍ୟରେ ବାୟୁ ସେନାର ୪ଟି ବିମାନରେ ସ୍ୱଦେଶ ଫେରିଛନ୍ତି ୭୯୮ ଭାରତୀୟ…
କିଭରେ ଭୟଙ୍କର ଆକ୍ରମଣ: ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ୩ଟି ସ୍କୁଲରେ ବିସ୍ଫୋରଣ
କିଭ: ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ କିଭର ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହା ସହ ମେଟ୍ରୋ ଷ୍ଟେସନ ନିକଟରେ ମଧ୍ୟ ବିସ୍ଫୋରଣ ହୋଇଛି…
୧୦ ଲକ୍ଷରେ ପହଞ୍ଚିଲା ୟୁକ୍ରେନ ଶରଣାର୍ଥୀଙ୍କ ସଂଖ୍ୟା, ସପ୍ତାହକ ମଧ୍ୟରେ ଦେଶ ଖାଲି କରିସାରିଲେଣି ନାଗରିକ
ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଘନଘନ ବୈଠକ ଓ ଆଲୋଚନା-ପର୍ଯ୍ୟାଲୋଚନା ପରେ ବି ରୁଷ ସେନା ଆକ୍ରମଣ ଜାରି ରଖିଛନ୍ତି । ୟୁକ୍ରେନର ସ୍ଥିତି ବର୍ତ୍ତମାନ ଶୋଚନୀୟ ହେବାରେ ଲାଗିଛି ।…
ଯୁଦ୍ଧର ଅଷ୍ଟମ ଦିନ: ଗୁଳିମାଡ଼ ଜାରି, ମଲେଣି ୪୯୮ ରୁଷ ଯବାନ; ମାନିଲେ ପୁଟିନ ସରକାର
ନୂଆଦିଲ୍ଲୀ: ଆଜି ହେଉଛି ଯୁଦ୍ଧର ଅଷ୍ଟମ ଦିନ । ଆଜି ମଧ୍ୟ ଗୁଳିମାଡ଼ ଜାରି ରହିଛି । ରୁଷ ଏବେସୁଦ୍ଧା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ମିଳିତ ଜାତିସଂଘର ମହାସଭାରେ ୟୁକ୍ରେନରୁ ରୁଷ ସେନା ପ୍ରତ୍ୟାହାର ପ୍ରସ୍ତାବ…
ୟୁକ୍ରେନର ମୁଖ୍ୟ ରେଳ ଷ୍ଟେସନ୍ ଛିନଛତ୍ର କଲା ରୁଷ
ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଉପରେ ଯୁଦ୍ଧ ଜାରି ରହିଥିବା ବେଳେ ସେଠାକାର ପରିସ୍ଥିତି ବର୍ତ୍ତମାନ ଶୋଚନୀୟ ରହିଛି । ରୁଷ ଲଗାଗତ ଆକ୍ରମଣ ଜାରି ରଖିଛି । ଏହା ଭିତରେ ୟୁକ୍ରେନର ଅନେକ ଘର, ସରକାରୀ ଭବନ, ପ୍ରଶାସନିକ ଭବନ…
ପୁଣି ପୁତିନ-ମୋଦି ଆଲୋଚନା: ଯୁଦ୍ଧ ଭିତରେ ଦ୍ୱିତୀୟ ଥର କଥା ହେଲେ ଦୁଇ ରାଷ୍ଟ୍ରମୁଖ୍ୟ, କାହା ଉପରେ ଥିଲା ଗୁରୁତ୍ୱ?
ନୂଆଦିଲ୍ଲୀ: ୟୁକ୍ରେନ ଋଷ ଯୁଦ୍ଧ ଭିତରେ ଦ୍ୱିତୀୟ ଥର ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୟୁକ୍ରେନରେ ପସି ରହିଥିବା ଭାରତୀୟ ଚାତ୍ରଛାତ୍ରୀମାନଭ୍କ ସୁରକ୍ଷାକୁ…
ଋଷ-ୟୁକ୍ରେନ ଯୁଦ୍ଧ: ଜୀବନ ବଞ୍ଚାଇବାକୁ ହାତରେ ତିରଙ୍ଗା ଧରିଲେ ପାକିସ୍ତାନୀ ଏବଂ ତୁର୍କୀ ଛାତ୍ର
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଭାରତ ସହ ଅନେକ ଦେଶର ନାଗରିକମାନେ ସେଠାରେ ଫସିରହିଛନ୍ତି । ଭାରତ ସରକାର ନିଜର ନାଗରିକଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ତେବେ ଏହି…