Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

ତାଇୱାନ ଉପରେ ଚୀନ ଆକ୍ରମଣ କଲେ ଭୟଙ୍କର ହେବ ପରିଣତି, ମଇଦାନକୁ ଓହ୍ଲାଇବେ ଦୁଇ ମହାଶକ୍ତି ଆମେରିକା ଓ ଜାପାନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱବାସୀଙ୍କ ଆଗରେ ଏବେ କେବଳ ଗୋଟିଏ ସମସ୍ୟା ଆସି ଉଭା ହୋଇଛି, ତାହା ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଏହି ଦୁଇ ଦେଶର ପରିସ୍ଥିତି ପରମାଣୁ ବୋମା ପର୍ଯ୍ୟନ୍ତ ଚାଲିଗଲାଣି । ତେବେ ଏହା ମଧ୍ୟରେ ଆଉ…

ରୁଷର ଅହରହ ଆକ୍ରମଣ: ଆର୍ଟିଲେରୀ ଆଟାକ୍ ରେ ୭୦ ୟୁକ୍ରେନ ଯବାନ ମୃତ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଅହରହ ଆକ୍ରମଣ ଜାରି ରଖିଛି । ଯାହାଫଳରେ ଏଯାବତ୍ ୩୫୦ରୁ ଅଧିକ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନର ଖବର ଅନୁସାରେ, ଖାରକିଭ୍ ଓ କିଭ୍ ମଧ୍ୟରେ ଥିବା ଏକ ସହର…

ପୁଣି ବଢ଼ିବ ବିଶ୍ୱରେ ସଙ୍କଟ: ରୁଷିଆ-ୟୁକ୍ରେନ ଆଲୋଚନାରୁ ବାହାରି ପାରିଲାନି ସମାଧାନର ସୂତ୍ର

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଦୁଇଦେଶ ବୁଝାମଣା କରିବାକୁ ସହମତି ପ୍ରକାଶ କରିଥିଲେ । ତେବେ ଦୁଇ ଦେଶ ମଧ୍ୟରେ ଦୀର୍ଘ ସାଢ଼େ ତିନି ଘଣ୍ଟାର ଆଲୋଚନା ପରେ ସମାଧାନର କୌଣସି ପନ୍ଥା…

ଯୁଦ୍ଧ ହେବ ଜାଣିଥିଲା ୟୁକ୍ରେନ! ଭାଇରାଲ ହେଉଛି ୟୁକ୍ରେନ ସେନାର ବିଜ୍ଞାପନ ଭିଡିଓ…

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖାଯାଇଛି କିପରି ୟୁକ୍ରେନର ନାଗରିକମାନେ ସେନାବାହିନୀରେ ଯୋଗ ଦେଇଛନ୍ତି  । ବିଭିନ୍ନ ପ୍ରକାର ବୃତ୍ତିରେ ରହିଥିବା ୟୁକ୍ରେନୀୟମାନେ…

ରୁଷ ବିରୋଧରେ ଏକାଠି ହେଲେ ୨୧ ଦେଶ, ୟୁକ୍ରେନକୁ ପଠାଇଲେ ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ସମଗ୍ର ଦୁନିଆକୁ ଦୁଇ ଭାଗରେ ବିଭକ୍ତ କରିଛି। ଗୋଟିଏ ପଟେ ଭାରତ ପରି ଦେଶ ନିରବ ରହିବାକୁ ଉଦ୍ୟମ କରୁଥିବା ବେଳେ ଚୀନ ଏବଂ ପାକିସ୍ତାନ ଏଥିରୁ ଦୂରେଇ ରହିଛନ୍ତି। ଅନ୍ୟପଟେ…

ସୈନ୍ୟ ଫେରାଉ ରୁଷ: ଆଲୋଚନାରେ ଋଷକୁ ଏମିତି ପ୍ରସ୍ତାବ ଦେଲା ୟୁକ୍ରେନ

ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବ କି ନାହିଁ ଏହାକୁ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରିନାହିଁ । ବେଲାରୁସରେ ଋଷ-ୟୁକ୍ରେନ ମଧ୍ୟରେ ହେଉଥିବା ଐତିହାସିକ ଆଲୋଚନା ଶେଷ ହୋଇଛି । ପ୍ରାୟ ସାଢ଼େ ୩ ଘଣ୍ଟା ଧରି…

ଆରମ୍ଭ ହେଲା ଶାନ୍ତି ଆଲୋଚନା: ଉଭୟ ପକ୍ଷଙ୍କୁ ସ୍ୱାଗତ କଲେ ବେଲାଋଷ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଳୀ: ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଛି । ଯୁଦ୍ଧର ପଞ୍ଚମ ଦିନରେ ଶାନ୍ତି ପ୍ରସ୍ତାବ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ଏହାକୁ ସ୍ୱୀକାର କରିଥିଲେ ହେଁ ବେଲାଋଷରେ ନୁହେଁ…

ଯୁଦ୍ଧର ପଞ୍ଚମ ଦିନରେ ତେୱର ଦେଖାଇଲା ୟୁକ୍ରେନ: ରୁଷ ସୈନ୍ୟବାହିନୀକୁ ଦେଖାଇଲା ମୃତ୍ୟୁର ଭୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରି ଚାଲିଛି ପୁତିନ ସେନା । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅକ୍ତିଆରକୁ ନେଉଛି ରୁଷ । ସେପେଟେ ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ହାର ମାନିବାକୁ ନାରାଜ । ବରଂ ଏବେ…

ରୁଷ ୟୁକ୍ରେନ ଯୁଦ୍ଧ: ୟୁରୋପ ଯିବେ ୪ କେନ୍ଦ୍ରମନ୍ତ୍ରୀ; ଅର୍ଥମନ୍ତ୍ରୀ କହିଲେ ବାଣିଜ୍ୟ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଲଗାତାର ପଞ୍ଚମ ଦିନରେ ପହଞ୍ଚିଛି ଯୁଦ୍ଧ । ଯାହାକୁ ନେଇ ଚିନ୍ତାରେ ବିଶ୍ୱର ଅନେକ ଦେଶ । ଭାରତ ମଧ୍ୟ ଯୁଦ୍ଧକୁ ନେଇ…

ୟୁକ୍ରେନ ଦ୍ୱାରା ନିର୍ମିତ ବିଶ୍ୱର ବୃହତ୍ତମ ବିମାନକୁ ଧ୍ୱଂସ କଲା ଋଷ ସେନା

କିଭ୍: ୟୁକ୍ରେନ ବିଶ୍ୱର ଏହି ବୃହତ୍ତମ ବିମାନଟିକୁ ଋଷ ସେନା ନଷ୍ଟ କରିଦେଇଥିବା ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି । ଋଷ ସେନାଙ୍କ ବୋମା ବର୍ଷଣ ଯୋଗୁଁ କିଭ୍‌ ବାହାରେ ଥିବା…