Browsing Category
ଦେଶ
(Video) ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ଅଫିସରେ ପଶିଲା ଚୋର: ଭଙ୍ଗାରୁଜା କରି ନେଇଗଲା ଫିଲ୍ମର ନେଗେଟିଭ୍
ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ଅଫିସରେ ଚୋର ପଶି ଭଙ୍ଗାରୁଜା କରିବା ସହିତ କିଛି ଜରୁରୀ ସାମଗ୍ରୀ ଚୋରି କରି ନେଇଛି । ମୁମ୍ବାଇ ସ୍ଥିତ ଅନୁପମଙ୍କ ଅଫିସରୁ ଚୋର ଫିଲ୍ମର ନେଗେଟିଭ୍…
ଲୋକସଭା କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହେଲେ ଭର୍ତ୍ତୃହରି ମହତାବ; ନିଯୁକ୍ତି ଦେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି । କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଲୋକସଭାକୁ ଲଗାତାର ସାତ ଥର …
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ବଡ଼ ଆଶ୍ୱସ୍ତି: ମଦ ଘୋଟାଲା ମାମଲାରେ କୋର୍ଟରୁ ମିଳିଲା ଜାମିନ୍
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଏକ ବଡ଼ ଆଶ୍ୱସ୍ତି । କୋର୍ଟ କେଜ୍ରିୱାଲଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ମଦ ଘୋଟାଲା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କୁ…
‘ହଜ୍’ ସମୟରେ ଚାଲିଗଲା ୧,୦୦୦ ଲୋକଙ୍କ ଜୀବନ; ସାଉଦିରେ ଦିଆଯିବ କବର୍
ନୂଆଦିଲ୍ଲୀ: ଅନେକ ଦେଶ ହଜ୍ ଯାତ୍ରା ସମୟରେ ନିଜ ନାଗରିକଙ୍କ ମୃତ୍ୟୁ କୁ ନିଶ୍ଚିତ କରିଛନ୍ତି । ପ୍ରତିବର୍ଷ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ମୁସଲମାନ ତୀର୍ଥଯାତ୍ରୀ ହଜ୍ ଯାତ୍ରା ପାଇଁ ସାଉଦି ଆରବରେ ଏକାଠି ହୁଅନ୍ତି ।…
ବଡ଼ ଘୋଷଣା କଲେ ମୋଦୀ ସରକାର: ଆଗାମୀ ୯ ମାସ ପର୍ଯ୍ୟନ୍ତ ୩୦୦ ଟଙ୍କା ଶସ୍ତାରେ ମିଳିବ LPG ସିଲିଣ୍ଡର
ନୂଆଦିଲ୍ଲୀ: କେନ୍ଦ୍ରରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନେକ ଉପହାର ଦେବାକୁ ଯାଉଛନ୍ତି । ଦେଶବାସୀଙ୍କୁ ବିଭିନ୍ନ ଯୋଜନାର ଫାଇଦା ମିଳିବା…
BIG BREAKING; ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ୱାନ୍ ଡେ ମ୍ୟାଚ୍
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ୱାନ୍ ଡେ ମ୍ୟାଚ୍ । ଭାରତ-ଇଂଲଣ୍ଡ ଭିତରେ ଦିନିକିଆ ମ୍ୟାଚ୍ ବାରବାଟୀରେ ଖେଳାଯିବ। ତେବେ ଏହି ଡେ ନାଇଟ୍ ୱାନ୍ ଡେ ମ୍ୟାଚ୍ ଆସନ୍ତା ବର୍ଷ ୨୦୨୫…
ବିଷାକ୍ତ-ନକଲି ମଦ କବଳରେ ଭାରତ; ମରୁଛନ୍ତି ହଜାର ହଜାର ଲୋକ
ନୂଆଦିଲ୍ଲୀ: ବିଷାକ୍ତ-ନକଲି (ବେଆଇନ) ମଦ ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ବିଷାକ୍ତ-ନକଲି ମଦ ପିଇବା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହ କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ…
ଆଳୁ ଚିପ୍ସ୍ ପ୍ୟାକେଟରେ ମଲା ବେଙ୍ଗ, ପ୍ରସ୍ତୁତକାରୀ ସଂସ୍ଥାର ସ୍ୱଚ୍ଛତା ଉପରେ ପ୍ରଶ୍ନ
ଗାନ୍ଧୀନଗର: ଆଳୁ ଚିପ୍ସ ପ୍ୟାକେଟରେ ବାହାରୁଛି ମଲା ବେଙ୍ଗ । ଏହି ଘଟଣାଟି ଗୁଜୁରାଟର ଜାମନଗର ସହରର ପୁଷ୍କରଧାମ ଅଞ୍ଚଳର ବୋଲି ଜଣାପଡିଛି । ସେହି ଅଞ୍ଚଳର ଜଣେ ବ୍ୟକ୍ତି ଆଳୁ ଚିପ୍ସ ପ୍ୟାକେଟ କିଣିଥିଲେ । ଏହି…
ଆସିଲା ଟ୍ରେଲର, ଦିଲ ଦୋହଲାଇବ ‘ଶର୍ମା ଜୀ କି ବେଟି’
ଓଡିଶା ଭାସ୍କର: ଭାରତର ସବୁଠାରୁ ଲୋକପ୍ରିୟ ଓଟିଟି ପ୍ଲାଟ ଫର୍ମ ପ୍ରାଇମ୍ ଭିଡିଓରେ ରିଲିଜ ହୋଇଛି ସ୍ଲାଇସ୍ ଅଫ୍ ଲାଇଫ କମେଡି ଫିଲ୍ମ ‘ଶର୍ମା ଜୀ କି ବେଟି’ର ଜବରଦସ୍ତ ଟ୍ରେଲରା ତାହିରା କଶ୍ୟପ ଖୁରାନା ଏଥିରେ…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଉଁ ସୁରକ୍ଷା ମିଳିଥାଏ ? ଏହା ଅନ୍ୟ ଭିଆଇପି ସିକ୍ୟୁରିଟି ଠାରୁ କିପରି ଭିନ୍ନ
ନଆଦିଲ୍ଲୀ: ଭାରତରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ତଥା ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସମେତ ଅନେକ ଅଭିନେତା ଏବଂ ଶିଳ୍ପପତିଙ୍କୁ ବିଭିନ୍ନ କ୍ୟାଟେଗୋରୀରେ ସୁରକ୍ଷା…