Browsing Category

ଦେଶ

ଉତ୍ତରକାଶୀରେ ଫସିଲା ୨୨ ଜଣିଆ ଟ୍ରାକର୍ସ ଟିମ୍: ୯ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଉତ୍ତରକାଶୀରେ ପୁଣି ଏକ ବଡ଼ ଅଘଟଣ ଘଟିଯାଇଛି । ୨୨ ଜଣିଆ ଟ୍ରାକର୍ସଙ୍କର ଏକ ଟିମ୍ ଏଠାରେ ପସି ରହିଥିବା ଜାଣିବାକୁ ମିଳିଛି । ଏମାନଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି…

୪ ଦଶନ୍ଧି ପରେ ଆହ୍ଲାବାଦରେ ବିଜୟୀ ହେଲା କଂଗ୍ରେସ, ୨ ପ୍ରମୁଖ ରାଜନେତା ପୁଅଙ୍କ ମଧ୍ୟରେ ଚାଲିଥିଲା ଲଢେଇ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଆସିବା ପରେ କଂଗ୍ରେସ ମଧ୍ୟ ପୂର୍ବ ନିର୍ବାଚନ ତୁଳନାରେ ଭଲ ବିଜୟ ହାସଲ କରିଛି । ତେବେ ଦୀର୍ଘ ୪୦ ବର୍ଷ ପରେ କଂଗ୍ରେସ ଉତ୍ତରପ୍ରଦେଶର ଆହ୍ଲାବାଦ ଆସନରେ ଜିତିଛି । ଏଠାରେ…

ଅଯୋଧ୍ୟା ହାରିଲା ରାମ ଜିତିଗଲେ, ବିଜୟ ପରେ ଏପରି କହିଲେ ଅରୁଣ ଗୋଭିଲ୍‌

ନୂଆଦିଲ୍ଲୀ:ରାମାନନ୍ଦ ସାଗରଙ୍କ ପ୍ରସିଦ୍ଧ ଧାରାବାହିକ ‘ରାମାୟଣ’ରେ ରାମ ଭୂମିକା ନିଭାଇ ଅରୁଣ ଗୋଭିଲ ଘରେ ଘରେ ପରିଚୟ ଲାଭ କରିଛନ୍ତି । ଅଭିନୟରେ ଦକ୍ଷତା ଦେଖାଇବା ପରେ ସେ ରାଜନୀତିରେ ପାଦ ଥାପିଛନ୍ତି । ଅରୁଣ ଗୋଭିଲ…

୮ ଜୁନରେ ତୃତୀୟ ଥର ପାଇଁ ଶପଥ ନେବେ ପିଏମ ମୋଦୀ! ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଜି ବିଜେପି ନେତୃତ୍ୱଧୀନ ଏନଡିଏ ମେଣ୍ଟର ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିପାରନ୍ତି । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗଠନର…

ଶେଷ ସମୟରେ ମିଳିଲା ଟିକେଟ୍‌, ପ୍ରଚାର ପାଇଁ ଥିଲା କମ୍ ସମୟ ତଥାପି ୪୮ଟି ଭୋଟରେ ଜିତିଲେ ଏହି ପ୍ରାର୍ଥୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଯାଇଛି । ଏନେଇ ଉଭୟ ସାଧାରଣ ଜନତା ଏବଂ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ନେତା ଓ ମନ୍ତ୍ରୀଙ୍କ ମଧ୍ୟରେ ଉତ୍ସାହ ତ’ କେଉଁଠି ନିରାଶା ଦେଖିବାକୁ ମିଳିଛି ।…

(Video) NDAକୁ ଝଟକା ଦେଇ I.N.D.I.Aରେ ସାମିଲ ହେବେ କି ଚନ୍ଦ୍ରବାବୁ ନାଇଡୁ? ସ୍ପଷ୍ଟ ହେଲା ଦ୍ୱନ୍ଦ

ନୂଆଦିଲ୍ଲୀ: ବିଜେପି ୨୦୧୪ ପରେ ପ୍ରଥମ ଥର ପାଇଁ ବହୁମତରେ ବିଜୟ ହାସଲ କରିଛି । ଏଥିରେ ବିରୋଧୀ ମେଣ୍ଟ ଇଣ୍ଡିଆର ଟାର୍ଗେଟ ବିଜେପି ନେତୃତ୍ୱର ଏନଡିଏରେ ସାମିଲ ଥିବା ତେଲୁଗୁ ଦେଶମ ପାର୍ଟୀର ଚିଫ ଏନ ଚନ୍ଦ୍ରବାବୁ…

(Video) Eye 7 ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ୧୬ ଫାୟାର ବ୍ରିଗେଡ୍ ଗାଡି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲାଜପତ ନଗରରେ ଥିବା ଶିଶୁଙ୍କ ହସ୍ପିଟାଲରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଆଇ ୭ ହସ୍ପିଟାଲରେ ଅଚାନକ ନିଆଁ ଲାଗିଯାଇଥିଲା । ଏହାପରେ ଦିଲ୍ଲୀ ଫାୟାର…

ଜେଲ୍‌ରୁ ଜିତି ସାଂସଦ ହେଲେ ଏହି ବିଚ୍ଛିନ୍ନତାବାଦୀ , ଏବେ କିପରି ଯିବେ ସଂସଦ ଓ କିପରି ନେବେ ଶପଥ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲାଗି ସମସ୍ତ ୫୪୩ ଆସନର ପରିଣାମ ସାମ୍ନାକୁ ଆସିସାରିଛି । କିନ୍ତୁ ଏହାରି ମଧ୍ୟରୁ ୨ ଗୋଟି ସିଟ୍‌ର ପରିଣାମ ସମସ୍ତଙ୍କୁ ଚକିତ କରିଛି । ଦୁଇ କଟ୍ଟରପନ୍ଥୀ ଜେଲ୍‌ରୁ ହିଁ ନିର୍ଦ୍ଦଳୀୟ…

ବିଶ୍ୱ ପରିବେଶ ଦିବସରେ ପ୍ରଧାନମନ୍ତ୍ରୀ ଲଞ୍ଚ୍ କଲେ ‘ଏକ୍ ପେଡ଼୍ ମାଁ କେ ନାମ’ ଅଭିଯାନ, ଏହି ପାର୍କରେ ଚାରା ରୋପଣ କରି କଲେ ଶୁଭାରମ୍ଭ

ନୂଆଦିଲ୍ଲୀ: ଆଜି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନର ନାଁ ହେଉଛି ‘ଏକ୍ ପେଡ଼୍ ମାଁ କେ ନାମ’ । ବୁଦ୍ଧ ଜୟନ୍ତୀ…

ସ୍ପେକ୍ଟ୍ରମ ନିଲାମ ତାରିଖ ବୃଦ୍ଧି କରିଲା ଟେଲିକମ୍ ବିଭାଗ, ଜୁନ୍ ୨୫ରେ ପରବର୍ତ୍ତୀ ଅକ୍ସନ

ନୂଆଦିଲ୍ଲୀ: ଦୂରସଂଚାର ବିଭାଗ ସ୍ପେକ୍ଟ୍ରମ ନିଲାମ ତାରିଖରେ ବୃଦ୍ଧି କରିଛି । ଏନେଇ ମଙ୍ଗଳବାର ବିଭାଗର ଅଫିସିଆଲ ୱେବସାଇଟରେ ସୂଚନା ଦିଆଯାଇଛି । ବିଡ୍ ପାଇଁ ଆବେଦନ ନିମନ୍ତ୍ରଣ କରୁଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ…