
Browsing Category
ଦେଶ
Video; ମୋମୋସ୍ ତିଆରି ପାଇଁ ପାଦରେ ଚକଟା ହେଉଛି ମଇଦା, ଦେଖନ୍ତୁ କିପରି ଲୋକଙ୍କ ବିଶ୍ୱାସ ସହ ଖେଳୁଛନ୍ତି ଦୋକାନୀ
ଜବଲପୁର: ବର୍ତ୍ତମାନର ଯୁବପିଢ଼ିଙ୍କ ମଧ୍ୟରେ ଏକ ଲୋକପ୍ରିୟ ଖାଦ୍ୟ ପାଲଟିଛି ମୋମୋସ୍। ରାସ୍ତା କଡ଼ରେ ଥିବା ଠେଲା ଗାଡ଼ିରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ଼। ଯଦି ଅପଣ କିମ୍ୱା ଆପଣଙ୍କର କେହି ପ୍ରିୟ ଜନ ମୋମୋ ଖାଇବାକୁ…
ଭାରତର ଧ୍ୱଜାବାହକ ହେବେ ହରବିନ୍ଦର-ପ୍ରୀତି: ପାରା ଅଲିମ୍ପିକ୍ସ ସମାପନ ସମାରୋହରେ ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସ-୨୦୨୪ ରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଭାରତ । ବର୍ତ୍ତମାନ ସୁଦ୍ଧା ଦେଶର ଷ୍ଟାର ଆଥଲେଟ୍ ମୋଟ ୨୬ଟି ପଦକ ହାସଲ କରିଛନ୍ତି । ତେବେ ଏହି ମେଗା ଇଭେଣ୍ଟର ସମାପନ ସମାରୋହ ପାଖେଇ ଆସୁଛି ।…
ହାଥରସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମ୍ୟାକ୍ସ ଓ ବସ୍ ମୁହାଁମୁହିଁ ଧକ୍କା, ୧୨ ମୃତ, ୧୫ରୁ ଅଧିକ ଆହତ
ହାଥରସ୍: ଉତ୍ତରପ୍ରଦେଶର ହାଥରସରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଏବଂ ମ୍ୟାକ୍ସ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଏହି ଭୟାନକ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ସଂଖ୍ୟା…
ପିଲାଙ୍କୁ ଦେଉଛନ୍ତି କି Non-Veg Tiffin? ସ୍କୁଲରୁ ନାମ କାଟି ଦେଉଛନ୍ତି ‘ସାର୍’! ଜାଣନ୍ତୁ ପୂରା ମାମଲା
ନୂଆଦିଲ୍ଲୀ: ପୂର୍ବ ସମୟରେ ନନ୍-ଭେଜ୍ ଖାଦ୍ୟକୁ ନେଇ ଅନେକ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଭେଦଭାବ ରହିଥିଲା । କିନ୍ତୁ ଜେନ୍ ଏକ୍ସରେ ଏହାକୁ ନେଇ କୌଣସି ନିଷିଦ୍ଧାଦେଶ ରହିନାହିଁ । ଯେ କେହି ନିଜ ଇଚ୍ଛା ମୁତାବକ…
B.Ed. ଡିଗ୍ରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ପାଇଁ ଯୋଗ୍ୟତା ନୁହେଁ: ପୁଣି ଦୋହରାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ବିଚାରରେ, ଭାରତର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସ୍ନାତକୋତ୍ତର ଶିକ୍ଷା (B.Ed.) ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ବୈଧ ଯୋଗ୍ୟତା ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ…
ଧୁମ ଷ୍ଟାଇଲରେ ଚୋରି କଲା ୧୫ କୋଟି ଟଙ୍କାର ସୁନା; ହେଲେ କାହିଁକି ବେହୋସ ହେଲା ଚୋର?
ଭୋପାଳ: ବଲିଉଡ୍ ଫିଲ୍ମ 'ଧୁମ୍-୨'ରେ ହ୍ରିତିକ ରୋଶନଙ୍କ ଚରିତ୍ରରୁ ପ୍ରେରିତ ହୋଇ ଭୋପାଳର ଜଣେ ବ୍ୟକ୍ତି ଏକ ମ୍ୟୁଜିୟମରୁ ୧୫ କୋଟି ଟଙ୍କାର ସୁନା ଚୋରି କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କ ନିକଟରେ…
ଟିବି ରୋଗୀଙ୍କ ପାଇଁ ଆଶ୍ବସ୍ତିକର ଖବର! ନୂଆ ଚିକିତ୍ସାକୁ ମଞ୍ଜୁର କଲେ ସରକାର, ମାତ୍ର ୬ ମାସ ମଧ୍ୟରେ ମିଳିବ ମୁକ୍ତି
ନୂଆଦିଲ୍ଲୀ: ଦେଶରେ ଡ୍ରଗ୍ ପ୍ରତିରୋଧକ ଟିବି ପାଇଁ ଅଧିକ ପ୍ରଭାବଶାଳୀ ଏବଂ ଶୀଘ୍ର ଚିକିତ୍ସା ବିକଳ୍ପ ଭାବରେ ବିପିଏଏଲଏମ୍ ରେଜିମେନ୍ ପ୍ରବର୍ତ୍ତନକୁ କେନ୍ଦ୍ର ଅନୁମୋଦନ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ହାତ ଧରିବା ପରେ ବିଜେପି ଉପରେ ବର୍ଷିଲେ କୁସ୍ତି ଯୋଦ୍ଧା
ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । ଟିକେଟ ବଣ୍ଟନକୁ ନେଇ ବିଜେପି ଛାଡୁଛନ୍ତି ନେତା । ଆଉ ଠିକ ଏହି ସମୟରେ ମାହୋଲକୁ ଆହୁରି ଉଷ୍ଣ କରିଦେଇଛନ୍ତି ରେସଲର ଭିନେଶ ଫୋଗଡ ଓ ବଜରଙ୍ଗ…
ବହୁ ପ୍ରତୀକ୍ଷିତ ଫିଲ୍ମ୍ Emergencyର ରିଲିଜ୍ ସ୍ଥଗିତ, ଖୁବଶୀଘ୍ର ନୂଆ ତାରିଖ ଘୋଷଣା ହେବା ନେଇ କହିଲେ କଙ୍ଗନା
ମୁମ୍ୱାଇ: ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି)ର ଅନୁମତି ନ ମିଳିବାରୁ କଙ୍ଗନା ରଣାୱତଙ୍କ ଫିଲ୍ମ ଇମର୍ଜେନ୍ସିର ରିଲିଜ୍ କୁ ସ୍ଥଗିତ ରଖାଯାଇଛି। କଙ୍ଗନା ନିଜ ଏକ୍ସ ଆକାଉଣ୍ଟରେ ଏହି ସୂଚନା…
Video; ଦିନ ୨ଟାରେ ସର୍ବସାଧାରଣରେ ମହିଳାଙ୍କୁ ଦୁଷ୍କର୍ମ, ଦେଖନ୍ତୁ କିପରି ସାହାଯ୍ୟ ବଦଳରେ ଭିଡିଓ କରି ଭାଇରାଲ କଲେ ଲୋକ
ଉଜ୍ଜୈନ: ମଧ୍ୟପ୍ରଦେଶର ଧର୍ମନଗରୀ ଉଜ୍ଜୈନରେ ଦୃଦୟବିଦାରକ ଘଟଣା । ସର୍ବସାଧାରଣରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ଜଣେ ବ୍ୟକ୍ତି ଫୁଟପାଥ୍ ରେ ମହିଳାଙ୍କୁ ଦୁଷ୍କର୍ମ କରୁଥିଲେ ଏବଂ ଅନ୍ୟ ଜଣକ ଏହାର ଭିଡିଓ…