CHARIDHAM
Browsing Category

ଦେଶ

ଅଳ୍ପକେ ବର୍ତ୍ତିଗଲେ ମୁଖ୍ୟମନ୍ତ୍ରୀ: ମାତ୍ର ଇଞ୍ଚେ ଦୂରରେ ଭୟଙ୍କର ବେଗରେ ଚାଲିଗଲା ଟ୍ରେନ୍

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ଜୋର । ମାତ୍ର ପାଦକରେ କାଳ ମୁହଁରୁ ବର୍ତ୍ତିଗଲେ ଚନ୍ଦ୍ରବାବୁ । ନହେଲେ ତ ଏବେ ସାରା ଦେଶ ଚନ୍ଦ୍ରବାବୁଙ୍କ ପାଇଁ ହୁଏତ ଶୋକ ପାଲୁଥାନ୍ତା । ଆମେ ଏମିତି ମନଗଢା କଥା…

Theatre Commander… ସାବଧାନ୍ ପାକିସ୍ତାନ-ଚୀନ! ଶକ୍ତି ଏକତ୍ର କରିଛି ଭାରତ, ଏଣିକି ଶତ୍ରୁକୁ ମିଳିବ ଉଚିତ୍ ଜବାବ

ନୂଆଦିଲ୍ଲୀ: ଭାରତରେ ଶାନ୍ତି ବଜାୟ ରଖିବାକୁ ହେଲେ ଦେଶର ଯବାନଙ୍କ ଯୁଦ୍ଧ ପାଇଁ ସଜାଗ ରହିବାକୁ ହେବ । ଭାରତର ତ୍ରିଶକ୍ତିକୁ ଏଥିପାଇଁ ଆହ୍ୱାନ ଦେଇଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂହ । ସ୍ଥଳସେନା, ବାୟୁସେନା ଏବଂ…

ଭାରତର ଏହି ଗାଁରେ ଆଜି ବି ଚାଲିଛି ମହାଭାରତ ପ୍ରଥା: ଜଣେ ଯୁବତୀଙ୍କ ବିବାହ କରୁଛନ୍ତି ସମସ୍ତ ଭାଇ, ଏହିପରି ଫିକ୍ସ ହୁଏ ସ୍ୱାମୀଙ୍କ ସମୟ

ଭାରତ ବିଭିନ୍ନ ସଂସ୍କୃତି ଏବଂ ସଭ୍ୟତା ପାଇଁ ଜଣାଶୁଣା । ଭାରତର ପ୍ରତ୍ୟେକ ରାଜ୍ୟର ନିଜସ୍ୱ ସ୍ୱତନ୍ତ୍ର ରୀତିନୀତି ଅଛି, ଯେଉଁଥିରେ ଜନ୍ମରୁ ବିବାହ ପର୍ଯ୍ୟନ୍ତ ରୀତିନୀତି ମଧ୍ୟ ଅଲଗା ଅଲଗା ରହିଛି । ଆପଣ…

କଂଗ୍ରେସରେ ଯୋଗ ଦେବା ପୂର୍ବରୁ ରେଲୱେ ଚାକିରିରୁ ଇସ୍ତଫା ଦେଲେ ଭିନେଶ ଫୋଗାଟ, ଜାଣନ୍ତୁ କଣ କହିଲେ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ର ବିଗୁଲ ବାଜିସାରିଛି। ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରଚାର ଆରମ୍ଭ କରିସାରିଛନ୍ତି। ଏହାରି ମଧ୍ୟରେ କଂଗ୍ରେସ ପାର୍ଟୀରେ ଶୁକ୍ରବାର ଦିନ ରେସଲର ଭିନେଶ ଫୋଗାଟ ଏବଂ…

୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ରଚିଲେ ଇତିହାସ, ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ୩୩ ବର୍ଷର ପୁରୁଣା ରେକର୍ଡ

ନୂଆଦିଲ୍ଲୀ: ସେପ୍ଟେମ୍ବର ୫ ତାରିଖରୁ ଦୁଲୀପ ଟ୍ରଫି ଆରମ୍ଭ ହୋଇଛି, ଯେଉଁଥିରେ ୪ଟି ଟିମ ଭାଗ ନେଇଛନ୍ତି। ଦୁଲୀପ ଟ୍ରଫିର ପ୍ରଥମ ମ୍ୟାଚରେ ଇଣ୍ଡିଆ-ଏ ଏବଂ ଇଣ୍ଡିଆ-ବି ମଧ୍ୟରେ ମୁକାବିଲା ହୋଇଥିଲା। ତେବେ ଏହି ମ୍ୟାଚର…

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ନିଶାସକ୍ତ କରି ଦୁଷ୍କର୍ମ ଅଭିଯୋଗ, ଭିଡିଓ ଭାଇରାଲ

ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଜଣେ ମହିଳାଙ୍କୁ ଜୋର ଜବରଦସ୍ତି ମଦ ପିଆଇ ନିଶାସକ୍ତ କରିବା ପରେ ତାଙ୍କ ସହ ଦୁଷ୍କର୍ମ ପରି ଅଭିଯୋଗ ହୋଇଛି । ବୁଧବାର ଉଜ୍ଜୟିନୀର ନାକା ଅଞ୍ଚଳର ଜଣେ ମହିଳାଙ୍କୁ ଅଭିଯୁକ୍ତ…

(Video) ଗିଳିଥିବା ୩ଟି ସାପଙ୍କୁ ବାନ୍ତି କଲା କିଙ୍ଗ କୋବ୍ରା, ଭିଡିଓ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କେତେକ ଜୀବଯନ୍ତୁ ଗୃହପାଳିତ ହୋଇଥିବା ବେଳେ ଅନ୍ୟ କେତକ ଜୀବଯନ୍ତୁଙ୍କୁ ସାମ୍ନାରେ ଦେଖିବା ମାତ୍ରେ ଭୟ ଲାଗିଥାଏ। ବାଘ,ଭାଲୁ ଏବଂ ସିଂହ ବ୍ୟତୀତ ସାପ ମଧ୍ୟ ଏହି ବର୍ଗରେ ଅନ୍ତର୍ଭୁକ୍ତ। ସାପ ବଡ ହେଉ କି…

ଶବସତ୍କାର ପାଇଁ ଯାଉଥିଲେ ପୁରା ପରିବାର, ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ, ୩ ଆହତ

ନୂଆଦିଲ୍ଲୀ:ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି। ଏକ ପବ୍ଲିକ ସ୍କୁଲ ପାଖେ ଦୁଇ କାର ଏବଂ ଏକ ଇ-ରିକ୍ସା ମଧ୍ୟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ଘଟଣାର…

କୋଲକାତା ଦୁଷ୍କର୍ମ- ହତ୍ୟା ଘଟଣା, ଡିଏନଏ ରିପୋର୍ଟ ଖୋଲୁଛି ସବୁ ରହସ୍ୟ

ନୂଆଦିଲ୍ଲୀ: କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଡୁନି ପୂର୍ଣ୍ଣଛେଦ । ଯେତିକି ଦିନ ଗଡୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ସିବିଆଇର ଯାଞ୍ଚ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି । କାରଣ…