CHARIDHAM
Browsing Category

ଦେଶ

ସାହାରା ନିବେଶକଙ୍କ ପାଇଁ ଖୁସି ଖବର, ଟଙ୍କା ଫେରାଇବା ପାଇଁ ଏହି କାମ କାରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାହାରାର ଲକ୍ଷ ଲକ୍ଷ ଛୋଟ ନିବେଶକଙ୍କ ପାଇଁ ଖୁସି ଖବର। ଆଗାମୀ ଦିନରେ ସେମାନଙ୍କ ଟଙ୍କା ମିଳିବ ବୋଲି ଆଶା କରାଯାଉଛି। ସୁପ୍ରିମକୋର୍ଟ ଆଜି କହିଛନ୍ତି ଯେ, ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ସେବି-ସାହାରା…

ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟକୁ ନେଇ ମୁହଁ ଖୋଲିଲେ ନେତା

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟକୁ ନେଇ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ନେତାମାନେ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି । ହରିୟାଣା କଂଗ୍ରେସ…

(Video) ସ୍ତମ୍ଭକୁ ଧରି ଫଟାଫଟ ଉପରକୁ ଚଢିଗଲା ଶିଶୁ, ଭିଡିଓ ଦେଖି ଲୋକେ କହିଲେ Spidermanର ପୁଅ

ନୂଆଦିଲ୍ଲୀ: ଅନେକ ଶିଶୁ ଏତେ ଚଳଚଞ୍ଚଳ ହୋଇଥାଆନ୍ତି ଯେ, ସେମାନେ ଗୋଟିଏ ମିନିଟ ପାଇଁ ବି ଚୁପ ହୋଇ ବସିପାରନ୍ତିନି। ଏପରି ଏକ ଶିଶୁର ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି। ଯେଉଁଥିରେ ଶିଶୁଟି ଏକ…

ସନ୍ଦୀପ ଘୋଷଙ୍କୁ ନେଇ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗର କଡ଼ା ଆକ୍ସନ, କରିଦେଲେ ନିଲମ୍ବନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ସନ୍ଦୀପ ଘୋଷଙ୍କୁ ନେଇ କଡ଼ା ଆକ୍ସନ ନେଇଛନ୍ତି। ସନ୍ଦୀପଙ୍କୁ ପଶ୍ଚିମବଙ୍ଗ ମେଡିକାଲ କାଉନସିଲରୁ ନିଲମ୍ବିତ କରାଯାଇଛି। ସିବିଆଇର କ୍ରାଇମବ୍ରାଞ୍ଚ ଆର.ଜି କର ହସ୍ପିଟାଲରେ…

କୋଲକତା ଦୁଷ୍କର୍ମ-ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା, ସୁପ୍ରିମକୋର୍ଟରେ ପହଞ୍ଚିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ମାମଲାକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ କୋର୍ଟରେ ଏକ ନୂଆ ପିଟିସନ ଦାଖଲ କରିଛନ୍ତି।…

ନିଜକୁ ଗୁଳି କଲେ ‘Atlas Cycle’ ର ପୂର୍ବ ଅଧ୍ୟକ୍ଷ: ଘଟଣାସ୍ଥଳରୁ ମିଳିଲା ସୁଇସାଇଡ ନୋଟ୍

ନୂଆଦିଲ୍ଲୀ: ଭାରତରେ ବହୁ ଲୋକପ୍ରିୟ ଆଟଲାସ୍ ସାଇକେଲ କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ଆଜି ଆତ୍ମହତ୍ୟା କରିଛନ୍ତି । ରାଜଧାନୀ ଦିଲ୍ଲୀର ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ସଲିଲ କପୁର । ଦିଲ୍ଲୀର ଏପିଜେ ଅବଦୁଲ କଲାମ…

Spam Calls ଏବଂ ମେସେଜ କରୁଥିବା ଲୋକଙ୍କୁ ତ୍ରାହି ନାହିଁ, TRAI ବ୍ଲକ କଲା ୨.୭୫ ଲକ୍ଷ ମୋବାଇଲ ନମ୍ବର

ନୂଆଦିଲ୍ଲୀ: TRAI ରଙ୍ଗ୍ ନମ୍ବର ଏବଂ ମେସେଜ ପଠାଉଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ୨.୭୫ ଲକ୍ଷ ମୋବାଇଲ ନମ୍ବରକୁ ବ୍ଲକ କରିଛି। ଦୂରସଂଚାର ନିୟାମକ ଗତ କିଛି ମାସରୁ ଏକ୍ସେସ ସର୍ଭିସ…

ଛତିଶଗଡ଼ରେ ସଫଳ ହେଲା ମାଓ ବିରୋଧୀ ଅପରେସନ; ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ

ରାୟପୁର: ଛତିଶଗଡ଼ର ଦାନ୍ତେଓ୍ଵାଡ଼ା ଓ ବିଜାପୁର ଜିଲ୍ଲାରେ ଆଜି ସକାଳେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୯ ଜଣ ମାଓବାଦୀ ନିହତ ହୋଇଛନ୍ତି। ସିଆରପିଏଫର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩ ତାରିଖ…

କାନ୍ଦି କାନ୍ଦି ଘରେ ପହଞ୍ଚିଲା ୪ ବର୍ଷର ଶିଶୁକନ୍ୟା; ମା’ ଆଗରେ କହିଲା ପୂରା କାହାଣୀ, ‘ସ୍କୁଲରେ ୩ ଜଣ ପିଲା…

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉଧମ ସିଂହ ନଗରରୁ ଆସିଲା ସାଙ୍ଘାତିକ ଖବର। ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ। ଉଧମ ସିଂହ ନଗର ଜିଲ୍ଲାରେ ଜଣେ ୪ ବର୍ଷର ନାବାଳିକାକୁ ତାଙ୍କ ସ୍କୁଲରେ ପଢୁଥିବା ୩ ଜଣ ନାବାଳକ…

ବେଦାନ୍ତ ନିବେଶକଙ୍କର ଲାଗିଲା ଲଟେରୀ, ସେୟାରହୋଲ୍ଡର୍ସଙ୍କୁ ୮ ହଜାର କୋଟି ବଣ୍ଟନ କରିବ କମ୍ପାନୀ

ନୂଆଦିଲ୍ଲୀ: ବେଦାନ୍ତର ସେୟାରହୋଲ୍ଡର୍ସଙ୍କୁ ଚଳିତ ଆର୍ଥିକ ବର୍ଷରେ ଜବରଦସ୍ତ ଲାଭ ମିଳୁଛି। ସେୟାର ମୂଲ୍ୟ ଚମତ୍କାର ବୃଦ୍ଧି ମଧ୍ୟରେ ସେମାନେ କ୍ରମାଗତ ଡିଭିଡେଣ୍ଡ ପେମେଣ୍ଟ ପାଇଛନ୍ତି। ନିବେଶକଙ୍କୁ ଚଳିତ ବର୍ଷ ଦୁଇଥର…