CHARIDHAM
Browsing Category

ଦେଶ

(Video): ତୁମେ ପାକିସ୍ତାନୀ…ଦିଲ୍ଲୀ Uber ଡ୍ରାଇଭର ରାତି ଅଧରେ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇଦେଲା, ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ Uber ଡ୍ରାଇଭର ରାତିରେ ଏହାର ଯାତ୍ରୀଙ୍କୁ ମଝି ରାସ୍ତାରେ ଓହ୍ଲାଇ ଦେଇଥିଲେ । ଗାଡ଼ିରେ ଥିବା ଜଣେ ମହିଳା ଓ ପୁରୁଷଙ୍କ ସହ ଯୁକ୍ତିତର୍କ ପରେ Uber ଡ୍ରାଇଭର ଏଭଳି କରିଥିବା ଜଣାପଡ଼ିଛି ।…

ମନ୍ନତା ରଚିଲେ ଇତିହାସ, ଆକ୍ୱାଟିକରେ ଓଡିଶାକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ, ଝୁମିଲା ଓଡିଶା

ଓଡିଶା ଭାସ୍କର: ଶୀର୍ଷ ଓଡିଶା ସ୍ୱିମର ମନ୍ନତା ମିଶ୍ର କଳିଙ୍ଗ ଷ୍ଟାଡିୟମସ୍ଥିତ ଆକ୍ୱାଟିକ ସେଣ୍ଟରରେ ଆୟୋଜିତ ହୋଇଥିବା ଜାତୀୟ ଆକ୍ୱାଟିକ ଚାମ୍ପିୟନସିପରେ ଇତିହାସ ରଚିଛନ୍ତି । ୫୯ ତମ ରାଷ୍ଟ୍ରୀୟ ଜୁନିଅର ଆକ୍ୱାଟିକ…

ବାବା ସିଦ୍ଧେଶ୍ୱର ନାଥ ମନ୍ଦିରରେ ଦଳାଚକଟା, ୩ ମହିଳା ସମେତ ୭ ଶ୍ରଦ୍ଧାଳୁ ମୃତ

ପାଟନା: ଶ୍ରାବଣ ସୋମବାର ଦିନ ବଡ଼ ଅଘଟଣ । ବିହାର ଜହାନାବାଦ ସ୍ଥିତ ବାବା ସିଦ୍ଧେଶ୍ୱର ମନ୍ଦିରରେ ଦଳାଚକଟା ଯୋଗୁଁ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣାରେ ପ୍ରାୟ ୩୫ ଶ୍ରଦ୍ଧାଳୁ…

୯୦ ବର୍ଷ ପରେ ଦୁର୍ଲ୍ଲଭ ଯୋଗ, ଶ୍ରାବଣର ଅନ୍ତିମ ସୋମବାର ହେବ ସ୍ୱତନ୍ତ୍ର, ବହୁରାଶିରେ ବର୍ଷିବ ଭୋଲେନାଥଙ୍କ କୃପା

ଓଡିଶା ଭାସ୍କର: ହିନ୍ଦୁଧର୍ମର ପବିତ୍ର ମାସ ଶ୍ରାବଣ ୨୨ ଜୁଲାଇରୁ ଆରମ୍ଭ ହୋଇ ୧୯ ଅଗଷ୍ଟରେ ଶେଷ ହେବାକୁ ଯାଉଛି । ଏହାପରେ ଭାଦ୍ରପଦ ମାସର ଆରମ୍ଭ ହେବ । ଶ୍ରାବଣ ହେଉଛି ଭୋଲେନାଥଙ୍କ ପ୍ରିୟ ମାସ । ଏହି ମାସରେ…

(Video) Airtel ଆଣିଲା ଶସ୍ତା ରିଚାର୍ଜ ପ୍ଲାନ: ଅଳ୍ପ ଟଙ୍କାରେ ମିଳିବ ଅନଲିମିଟେଡ କଲିଙ୍ଗ ଓ ଡାଟା

ଓଡ଼ିଶା ଭାସ୍କର: ଘରୋଇ ଟେଲିକମ୍ କମ୍ପାନୀ ନିଜ ନିଜର ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ ପରସ୍ପର ମଧ୍ୟରେ ଟକ୍କର ଦେଉଥିବା ଦେଖାଯାଉଛି । ଜିଓ, ଏୟାରଟେଲ ଇତ୍ୟାଦି କିଛି ଦିନ ତଳେ ୟୁଜରମାନଙ୍କ ପାଇଁ ବେଶ୍ ପସନ୍ଦ…

ବିଦ୍ୟୁତ ବିଭାଗର ଅବହେଳା ପାଇଁ ଚାଲିଗଲା ଶିଶୁର ଜୀବନ, କ୍ରିକେଟ ଖେଳିବା ବେଳେ କରେଣ୍ଟ ଲାଗି ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ରଣହୋଲା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ବାଳକର ବିଦ୍ୟୁତ ପୋଲ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। କ୍ରିକେଟ୍ ଖେଳିବାବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ରବିବାର ଦିନ ପୋଲିସ ସୂଚନା ଦେଇଛି। ଡେପୁଟି…

(Video) ନିବେଶକଙ୍କ ଟଙ୍କା ବୁଡିଗଲେ, କିଏ ରହିବ ଦାୟୀ? ଅମ୍ପାୟାରଙ୍କ ଉଦାହରଣ ଦେଇ ରାହୁଲ ଗାନ୍ଧୀ ପଚାରିଲେ ପ୍ରଶ୍ନ

ନୂଆଦିଲ୍ଲୀ: ଆମେରିକୀୟ ଅନୁସନ୍ଧାନକାରୀ କମ୍ପାନୀ ହିଣ୍ଡନବର୍ଗ ରିସର୍ଚ୍ଚ ଏକ ନୂଆ ରିପୋର୍ଟରେ ସିଧାସଳଖ ଦାବି କରିଛି ଯେ, ବଜାର ନିୟାମକ ସେବି ଚେୟାରମ୍ୟାନ ମାଧବୀ ପୁରୀ ବୁଚ ଆଦାନୀ ଗ୍ରୁପ ସହ ମିଶିଥିବା ଦାବି…

(video): ଟିମ ଇଣ୍ଡିଆର ପୂର୍ବତନ କୋଚ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଖେଳିଲେ କ୍ରିକେଟ, ଦି ୱାଲଙ୍କ ଗଜବ ଅନ୍ଦାଜ, ଦେଖନ୍ତୁ ଭିଡିଓ…

ଓଡିଶା ଭାସ୍କର: ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଦଳ ନିକଟରେ ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ଜିତି ଇତିହାସ ରଚିଛି । ରାହୁଲ ମଧ୍ୟ ଭାରତୀୟ କ୍ରିକେଟ ଦଳର ଆଉ କୋଚ ନାହାନ୍ତି । ତାଙ୍କ ନାମ ଆଗରେ ପୂର୍ବତନ ମଧ୍ୟ…

କୋଲକାତା ଡାକ୍ତର ଦୁଷ୍କର୍ମ ଘଟଣା: Elective Service ପାଇଁ ଦେଶବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ, ରାସ୍ତାକୁ ଓହ୍ଲାଇଲେ Resident Doctors

ପଶ୍ଚିମବଙ୍ଗ: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଏବେ ସାରା ଦେଶରେ ଆନ୍ଦୋଳନର ରୂପ ନେଇଛି । ଏ ନେଇ ଫେଡେରେସନ୍ ଅଫ୍ ରେଜିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍(FORDA) ଦେଶବ୍ୟାପୀ ଆନ୍ଦୋଳନ କରିବା…

ବିବାହ ଭୋଜି ଖାଇବାକୁ ଗଲା ବେଳେ ନଦୀରେ ଭାସିଗଲା କାର, ଗୋଟିଏ ପରିବାରର ୯ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଞ୍ଜାବରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନଦୀର ବନ୍ୟା ସ୍ରୋତରେ ଏକ କାର ଭାସିଯାଇଛି। ତେବେ ଏହି ଭାସିଯାଇଥିବା କାରରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ଆଉ ଦୁଇଜଣ ନିଖୋଜ ଅଛନ୍ତି। ପୋଲିସ…