Browsing Category

ଦେଶ

ବିଳମ୍ବିତ ରାତିରେ ଜଗି ରହିଥିଲା ଯମ: ଗୋଟିଏ ବାଇକରେ ଯାଉଥିଲେ ୬ ଜଣ, ଶିଶୁକୁ ଛାଡ଼ି ଅନ୍ୟ ସମସ୍ତେ ଆରପାରିରେ

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସିବ ତାହା କେହି ବି କହି ପାରିବେ ନାହିଁ । ବିଶେଷ କରି ଆଜିକାଲି ସଡ଼କ ଦୁର୍ଘଟଣାରେ ଅକାଳରେ ଅନେକଙ୍କର ଜୀବନ ଚାଲିଯିବା ସହିତ ଅନେକ ପରିବାର ମଧ୍ୟ ସର୍ବସ୍ୱାନ୍ତ…

ବାଗେଶ୍ୱର ବାବାଙ୍କ ଭାରତ ସରକାରଙ୍କୁ ଅପିଲ: ବାଂଲାଦେଶ ଅସୁରକ୍ଷିତ ହିନ୍ଦୁଙ୍କୁ ଭାରତରେ ଆଶ୍ରୟ ଦିଆଯାଉ

ନୂଆଦିଲ୍ଲୀ: ବାଗେଶ୍ବର ଧାମ ସରକାର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ବାଂଲାଦେଶ ଏବଂ ସେଠାରେ ଥିବା ହିନ୍ଦୁଙ୍କ ପରିସ୍ଥିତି ସମ୍ପର୍କରେ ଭାରତ ସରକାରଙ୍କୁ ଏକ ବଡ଼ ଅପିଲ କରିଛନ୍ତି । ବାଂଲାଦେଶରେ ଚାଲିଥିବା…

ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରୟାସ ଉପରେ କ’ଣ କହିଲେ ଦୁଇଟି ପଦକ ଜିତିଥିବା ମନୁ ଭାକର?

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ସୁଟିଂ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ସୁଟର ମନୁ ଭାକର କହିଛନ୍ତି ଯେ ସେ ଏହି କ୍ରୀଡ଼ାକୁ ଭାରତରେ ଆୟୋଜନ କରିବାକୁ ଚାହୁଁଛନ୍ତି । ପ୍ୟାରିସରେ ସାମ୍ବାଦିକମାନଙ୍କ ସହ…

ପଲିଥିନ୍ ପାଇଁ ହତ୍ୟାକାଣ୍ଡ; ପଲିଥିନ୍ ନ ଦେବାରୁ ଦୋକାନୀଙ୍କୁ ହତ୍ୟାକଲେ ୪ ଦୁର୍ବୃତ୍ତ

ଲକ୍ଷ୍ନୌ: ପଲିଥିନ୍ ନ ଦେବାରୁ ଦୋକାନୀଙ୍କୁ ହତ୍ୟାକଲେ ୪ ଦୁର୍ବୃତ୍ତ । ଉତ୍ତର ପ୍ରଦେଶର ମେରଠରେ ଜଣେ ଦୋକାନୀଙ୍କୁ ହତ୍ୟା କରିଛନ୍ତି ୪ ଜଣ ଦୁର୍ବୃତ୍ତ । ଅଭିଯୁକ୍ତମାନେ ଦୋକାନୀଙ୍କ ଠାରୁ ପଲିଥିନ୍ ମାଗିଥିଲେ । ସେ…

ଏଣିକି ‘ଆଖୁରସ’ରେ ଚାଲିବ କାର୍! ଦରକାର ନାହିଁ ପେଟ୍ରୋଲ-ଡିଜେଲ: ଟାଟା ତିଆରି କରୁଛି ନୂଆ ପ୍ଲାନ

ନୂଆଦିଲ୍ଲୀ: କାର ଏବଂ ବାଇକ ଚାଳକ ମାନଙ୍କ ମୁଣ୍ଡରୁ ଖୁବଶୀଘ୍ର ହଟିବ ପେଟ୍ରୋଲ-ଡିଜେଲ ଚିନ୍ତା । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏ ନେଇ ବଡ଼ ଘୋଷଣା କରିଛନ୍ତି । ୧୦୦ ପ୍ରତିଶତ ଇଥାନଲରେ ଚାଲୁଥିବା କାର ଏବଂ…

ଆଉ ପାଦେ ଦୂରରେ ପଦକ; ପ୍ୟାରିସ୍ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କଲେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତୀୟ ଆଥଲେଟିକ୍ସ ପାଇଁ ଅନେକ ରେକର୍ଡ ସୃଷ୍ଟି କରିଥିବା ନୀରଜ ଚୋପ୍ରା ଦ୍ୱିତୀୟ ଅଲିମ୍ପିକ୍ସରେ ନିଜ ଜାଭେଲିନ ଜରିଆରେ ପୁଣି ଥରେ ଇତିହାସ ରଚିବାକୁ ଯାଉଛନ୍ତି । ହରିୟାଣାର ଏହି ୨୬ ବର୍ଷୀୟ ଖେଳାଳି…

ବ୍ରିଟେନ୍ ଯାତ୍ରା କରୁଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ହାଇ କମିସନ୍ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ବ୍ରିଟେନ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ଭାରତୀୟ ହାଇ କମିଶନ ଏକ ଆଡଭାଇଜରୀ ଜାରି କରିଛନ୍ତି । ଲଣ୍ଡନରେ ଥିବା ଭାରତୀୟ ହାଇକମିସନ ଏକ ବିବୃତି ଜାରି କରି କହିଛନ୍ତି । ବ୍ରିଟେନର କେତେକ…

ଏ ଦୃଶ୍ୟ ଦେଖିଲେ ହସ ମାଡ଼ୁଛି! ପାଖରେ ନଦୀ ନାହିଁ କି ସଡ଼କ ନାହିଁ, ଚାରିପଟେ ଖାଲି କ୍ଷେତମୟ, ତଥାପି ଜମି ମଝିରେ ନିର୍ମାଣ ହୋଇଛି ୩ କୋଟିର ଏକ…

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ଘଟଣା ଘଟିଥାଏ ଯାହାକୁ ଦେଖିଲେ ଆପଣ ହସିବେ କି ଆଶ୍ଚର୍ଯ୍ୟ ହେବେ ଭାବି ପାରିବେ ନାହିଁ । ତେବେ ଏହା ମଧ୍ୟରେ ବିହାରର ଅରରିୟା ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ…

ଆଖି ପିଛୁଳାକେ କାଙ୍ଗାଳ କରିପାରେ Income Tax Dueର ଏହି ମେସେଜ୍, ପୋଲିସ ଦେଲା ଚେତାବନୀ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସାଇବର ଠକମାନେ ଇନକମ୍ ଟ୍ୟାକ୍ସ ଡ୍ୟୁ’ର ମେସେଜ୍ ପଠାଇ ଲୋକଙ୍କୁ ଠକିବା କରିବା ଆରମ୍ଭ କରି ଦେଇଛନ୍ତି । ଲୋକମାନେ ଭାବନ୍ତି ଯେ ଏହି ମେସେଜ୍ ଆୟକର ବିଭାଗରୁ ଆସୁଛି, କିନ୍ତୁ ତାହା…

ଚମତ୍କାର! ଏକସଙ୍ଗେ ୪ ସନ୍ତାନଙ୍କୁ ଜନ୍ମଦେଲେ ୨୧ ବର୍ଷୀୟା ମହିଳା, ପରିବାରକୁ ଫେରିଲା ଡବଲ୍ ଖୁସି

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ମହିଳାମାନେ ଜଣେ ସନ୍ତାନକୁ ଜନ୍ମ ଦେଇଥାନ୍ତି । ଯଦି କେହି ଯମଜ ସନ୍ତାନଙ୍କୁ ଜନ୍ମ ଦିଅନ୍ତି ବା ତା’ଠାରୁ ଅଧିକ ସନ୍ତାନଙ୍କୁ ଜନ୍ମ ଦିଅନ୍ତି ତେବେ ତାହାକୁ ସେ ଚାରିଆଡ଼େ ଚର୍ଚ୍ଚା…