Browsing Category

ଦେଶ

“ଯଦି ଉଚ୍ଚ ଜାତି ପେପର ସେଟ୍ କରିଲେ ଦଳିତ ଫେଲ୍ ହେଉଛନ୍ତି, ତେବେ ଦଳିତ ପେପର ସେଟ୍ କରନ୍ତୁ ସେମାନେ ପରୀକ୍ଷା ଦିଅନ୍ତୁ”

ନୂଆଦିଲ୍ଲୀ: ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି, ଯେଉଁଥିରେ ସେ ଏକ ଉପମା ମାଧ୍ୟମରେ ଯୋଗ୍ୟତା, ସଂରକ୍ଷଣ ଏବଂ ସକାରାତ୍ମକ କାର୍ଯ୍ୟର ଜଟିଳ ଗତିଶୀଳତାକୁ…

ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କର ବିଭିନ୍ନ ସ୍ଥାନରେ ଇଡିର ଚଢ଼ାଉ; ୩୫.୨୩ କୋଟି ଟଙ୍କା ଜବତ

ରାଞ୍ଚି: ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଲମଗିର ଆଲାମଙ୍କ ସଚିବ ସଞ୍ଜୀବ କୁମାର ଲାଲ ଏବଂ ତାଙ୍କ ସହ ଜଡ଼ିତ ଲୋକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରି ମୋଟ ୩୫.୨୩ କୋଟି ଟଙ୍କା…

ଓଡ଼ିଶାରେ ପ୍ରଚାର ମଙ୍ଗ ଧରିବେ ହେମା ମାଳିନୀ! ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ‘ଡ୍ରିମ ଗାର୍ଲ’ଙ୍କ ନାଁ

ନୂଆଦିଲ୍ଲୀ: ଓଡ଼ିଶାରେ ରାଜନୀତି ମାହୋଲ ଏବେ ଖୁବ ସରଗରମ ହୋଇଛି । ଗାଁରୁ ସହର ନିର୍ବାଚନ ଲଢେଇରେ ଏବେ ବ୍ୟସ୍ତ ହୋଇ ପଡ଼ିଛନ୍ତି । ତେବେ ଏହା ଭିତରେ ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ବଲିଉଡର…

ତୃତୀୟ ପର୍ଯ୍ୟାୟ ମତଦାନ; ‘ମୁସଲମାନ ସମ୍ପ୍ରଦାୟ ଲୋକଙ୍କୁ ଭୋଟ୍ ଦେବାକୁ ଅନୁମତି ଦେଲାନି ପୋଲିସ’

ଲକ୍ଷ୍ନୌ: ମଙ୍ଗଳବାର ପଶ୍ଚିମ ଉତ୍ତର ପ୍ରଦେଶର ସମ୍ଭାଲରେ ମତଦାନ ବେଳେ ଅନେକ ମୁସଲମାନ ଅଧ୍ୟୁଷିତ ଅଞ୍ଚଳର ଲୋକମାନେ ଭୋଟ୍ ଦେଇ ପାରୁ ନଥିବା ଅଭିଯୋଗ କରିଥିଲେ। ସମାଜବାଦୀ ପାର୍ଟି ଏହାର ସୋସିଆଲ ମିଡିଆ ସାଇଟ୍ ଏକ୍ସରେ…

ବିଜେପିରେ ସାମିଲ ହେଲେ ଶେଖର ସୁମନ: କହିଲେ-‘ମୁଁ ସାଧାରଣ ଲୋକ, ହିରାମଣ୍ଡିର ନବାବ ନୁହେଁ…’

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।  ଦୀର୍ଘ ସମୟ ଧରି ଲାଇମଲାଇଟ୍ ଠାରୁ ଦୂରରେ ରହିବା ପରେ ଶେଖର ସୁମନ ହଠାତ୍ ସଞ୍ଜୟ ଲୀଲା ଭନସାଲୀଙ୍କ ୱେବସିରିଜ୍…

Xiaomi, Redmi ଏବଂ Pocoରେ ଆସୁଛି ଭୟଙ୍କର ଭାଇରସ, ହ୍ୟାକର୍ସ ଚୋରାଇପାରନ୍ତି ପର୍ସନାଲ ଡାଟା

ନୂଆଦିଲ୍ଲୀ: Xiaomi, Redmi ଏବଂ Pocoର ଅନେକ ସ୍ମାର୍ଟଫୋନରେ ଭାଇରସ ମିଳିଥିବା ଖବର ସାମ୍ନାକୁ ଆସିଛି । ସାଇବର ସିକ୍ୟୁରିଟୀ ଫର୍ମ ସାଓମୀର ଏହି ସ୍ମାର୍ଟଫୋନରେ ୨୦ ପ୍ରକାର ଭୟଙ୍କର ଲୁପ ଖୋଜି ବାହାର କରିଛନ୍ତି ।…

(Video) ଗୌତମ ଅଦାନୀ ଅହମଦାବାଦରେ ଦେଲେ ଭୋଟ, ଜାଣନ୍ତୁ ମତଦାନ ପରେ କଣ କହିଲେ

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଚେୟାରମ୍ୟାନ ଏବଂ କୋଟି କୋଟି ଟଙ୍କାର ବ୍ୟବସାୟୀ ଗୌତମ ଅଦାନୀ ଆଜି ଭାରତରେ ଚାଲୁଥିବା ଲୋକସଭା ନିର୍ବାଚନରେ ଭୋଟ ଦେଇଛନ୍ତି । ସେ ଗୁଜୁରାଟ ଅହମଦାବାଦର ନିଜ ଅଞ୍ଚଳରେ ପୋଲିଙ୍ଗ ବୁଥ ଯାଇ…

୧୦୦ କୋଟିରୁ କିପରି ହୋଇଗଲା ୧୧୦୦ କୋଟି, ଇଡିକୁ ପ୍ରଶ୍ନ ପଚାରିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଇଡିକୁ ଅନେକ ପ୍ରଶ୍ନ ପଚାରିଛନ୍ତି । କୋର୍ଟ ପଚାରିଛନ୍ତି…

ପୁଣି ମନୀଷ ସିସୋଦିଆଙ୍କୁ ଲାଗିଲା ଝଟକା: ମେ’ ୧୫ ତାରିଖ ଯାଏଁ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟୀର ନେତା ମନୀଷ ସିସୋଦିଆଙ୍କୁ ଝଟକା ଲାଗିଛି । ମାମଲା ସହ ଜଡିତ ସିବିଆଇର ମାମଲାରେ ରାଉଜ ଏଭେନ୍ୟୁ କୋର୍ଟ ସିସୋଦିଆଙ୍କ…

ଅଜବ ଘଟଣା! ଛାତ୍ରଙ୍କୁ ଗଣିତରେ ୨୦୦ରୁ ମିଳିଲା ୨୧୨ ନମ୍ବର, ଅନ୍ୟ ଏକ ବିଷୟରେ ୨୦୦ରୁ ମିଳିଲା ୨୧୧ ନମ୍ବର

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏକ ଅଜବ ମାମଲା । ସାଧାରଣ ଭାବେ କୌଣସି ପରୀକ୍ଷାରେ ଟପ୍ପର ହେଉଥିବା ଛାତ୍ରଛାତ୍ରୀମାନେ ମୋଟ ମାର୍କରୁ ସର୍ବାଧିକ ୯୯ ପ୍ରତିଶତ ପର୍ଯ୍ୟନ୍ତ ମାର୍କ ବା ତା’ଠାରୁ କିଛି ଅଧିକ ମାର୍କ…