Browsing Category

ଦେଶ

ପିଲା ଉପରେ ଜେଜେ-ଜେଜେମା’ଙ୍କର ଅଧିକାର ପିତାମାତାଙ୍କଠାରୁ କମ୍ ନୁହେଁ, ମା’ ପ୍ରତିଦିନ ଭିଡିଓ କଲରେ ପିଲାଙ୍କ ସହ କରାଇବେ କଥା : ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ନିଜର ଏକ ଆଦେଶରେ କହିଛନ୍ତି ଯେ, ପିତାମାତା କିମ୍ବା ଅନ୍ୟ ସମ୍ପର୍କୀୟଙ୍କ ପରି ନାତି କିମ୍ବା ନାତୁଣୀଙ୍କ ଉପରେ ଜେଜେବାପାଙ୍କର ସମାନ ଅଧିକାର ରହିଛି । ଭିଡିଓ କଲରେ ଜଣେ ମହିଳା ତାଙ୍କ…

(Video) ଉତ୍ତରାଖଣ୍ଡରେ ବାଦଲ ଫାଟିବାରୁ ୨ ମୃତ: ଚାରଧାମକୁ ଯାଇଥିବା ୨୦୦ ଯାତ୍ରୀ ଫସିଲେ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ତେହେରୀସ୍ଥିତ ଭିଲଙ୍ଗାନା ବ୍ଲକର ନୌତାଡ଼ ତୋକରେ ବାଦଲ ଫାଟିବାରୁ ପ୍ରବଳ କ୍ଷୟକ୍ଷତି ହୋଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ବୃଜେଶ ଭଟ୍ଟ କହିଛନ୍ତି ଯେ ନୌତାଡ଼ ତୋକରେ ଏକ ହୋଟେଲ…

ବ୍ଲଡ କ୍ୟାନ୍ସରରେ ପୁର୍ବତନ କ୍ରିକେଟର ଅଂଶୁମାନ ଗାୟକୱାଡଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଲହରୀ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାୟକୱାଡଙ୍କର ୭୧ ବର୍ଷ ବୟସରେ ବ୍ଲଡ କ୍ୟାନ୍ସର ରୋଗ ସହ ଦୀର୍ଘ ଯୁଦ୍ଧ ପରେ ଦେହାନ୍ତ ହୋଇଛି । ୧୨ ବର୍ଷ ବ୍ୟାପୀ କ୍ୟାରିୟରରେ ଗାୟକୱାଡ ୪୦ ଟି ଟେଷ୍ଟ ଏବଂ ୧୫ ଟି…

ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି; ତଥାପି ରାଜେନ୍ଦ୍ର ନଗରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଜାରି

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ସେଥିମଧ୍ୟରୁ ପୁରୁଣା ରାଜେନ୍ଦ୍ର ନଗର ମଧ୍ୟ ରହିଛି, ଯେଉଁଠାରେ ଗତ ସପ୍ତାହରେ ବର୍ଷା ପରେ…

ପାକିସ୍ତାନରେ ସିଆ-ସୁନି ଗୋଷ୍ଠୀ ବିବାଦ: ଥନୁନି ହିଂସା ଏବେ ସୁଦ୍ଧା ୪୮ ମୃତ ହୋଇଥିଲାବେଳେ ୨୦୦ ଅଧିକ ଆହତ

ନୂଆଦିଲ୍ଲୀ: ପାକିସ୍ତାନର ଉତ୍ତର-ପଶ୍ଚିମ ଆଦିବାସୀ ଜିଲ୍ଲାରେ ଅଶାନ୍ତି ଦେଖାଦେଇଛି। ଭୂମି ବିବାଦକୁ ନେଇ ସୁନି ଓ ସିଆ ଜନଜାତିଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷର ହୋଇଛି । ଏବେ ସୁଦ୍ଧା ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ଚାଷୀଙ୍କ ପାଇଁ ଖୁସି ଖବର; ଫସଲ ବୀମା ଯୋଜନାରେ ବଢିଲା ସମୟସୀମା, କରି ନିଅନ୍ତୁ ପଞ୍ଜୀକରଣ

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭ ହେବା ପୂର୍ବରୁ ଚାଷୀମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ସମୟ ବୃଦ୍ଧି କରିଛନ୍ତି ସରକାର । ଜୁଲାଇ ୩୦ ପର୍ଯ୍ୟନ୍ତ ଏହି ପଞ୍ଜୀକରଣ…

ସମୁଦ୍ର କୂଳରେ ଆଉ ମିଳିବନି ମଦ, ଲାଗିବ ପ୍ରତିବନ୍ଧକ? ସଂସଦରେ ଉଠିଲା ପ୍ରସଙ୍ଗ

ନୂଆଦିଲ୍ଲୀ: ସମୁଦ୍ର କୂଳରେ ବୁଲିବାକୁ ଅଧିକାଂଶ ଲୋକଙ୍କୁ ବେଶ୍ ଭଲ ଲାଗେ । ବିଶେଷ କରି ଗୋଆ Beachର ରୋମାଞ୍ଚକର ଦୃଶ୍ୟ ଏବଂ ଏଠାରେ ସମୟ କାଟିବା ଏକ ନିଆରା ଅନୁଭୂତି ଦେଇଥାଏ । ତେବେ ଗୋଆ ବିଚ୍ ବିଷୟରେ ଆଲୋଚନା ହେବା…

ଶ୍ରାବଣ ମାସରେ ଏହିସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ: ନଚେତ୍ ରୋଷ କରନ୍ତି ଭୋଳାନାଥ

ନୂଆଦିଲ୍ଲୀ: ଭଗବାନ ଶିବଙ୍କ ପ୍ରିୟ ମାସ ଶ୍ରାବଣ ୨୦୨୨ ଜୁଲାଇ ୧୪ରୁ ଆରମ୍ଭ ହୋଇଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ମାସରେ ଶିବଙ୍କ ପୂଜା କରିବା ଦ୍ୱାରା ଦୁଇଗୁଣ ଫଳ ମିଳିଥାଏ । ଚଳିତବର୍ଷ ଶ୍ରାବଣ ମାସ ୧୪ ଜୁଲାଇରୁ…

AIIMSରେ ରୋଗୀଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା: ବସ୍ ଷ୍ଟାଣ୍ଡ, ମେଟ୍ରୋରୁ ସିଧା ହସ୍ପିଟାଲକୁ E-Bus ସେବା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏମ୍ସ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ବଡ଼ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଖୁବଶୀଘ୍ର ରୋଗୀମାନେ ଏମ୍ସକୁ ଯାତାୟତ ସୁବିଧାରେ ସୁଧାର ଆସିବ । ଏଣିକି…

ବର୍ଷା ଯୋଗୁଁ ବିଧାନସଭାରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି; ଅନ୍ୟ ଗେଟ୍ ଦେଇ ଗଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବୁଧବାର ବର୍ଷା ଦାଉରୁ ଟିକିଏ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ବିଧାନସଭାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ…