Browsing Category

ଦେଶ

ପ୍ରବଳ ବର୍ଷା କାରଣରୁ ବଡ଼ ଅଘଟଣ: ଅଚାନକ ଭୁଶୁଡ଼ିଲା ୨୪ଟି ପରିବାର ରହୁଥିବା ଏକ ୩ ମହଲା ବିଲଡିଂ

ନୂଆଦିଲ୍ଲୀ: ପ୍ରବଳ ବର୍ଷା କାରଣରୁ ଘଟିଯାଇଛି ଏକ ବଡ଼ଧରଣର ଅଘଟଣ । ମହାରାଷ୍ଟ୍ରର ମୁମ୍ବାଇରେ ଏକ ୩ ମହଲା ବିଲଡିଂ ଭୁଶୁଡ଼ି ପଡ଼ିଛି । ଉକ୍ତ ବିଲଡିଂରେ ୨୪ଟି ପରିବାର ରହୁଥିବା ବେଳେ ସେମାନଙ୍କ ଜୀବନକୁ ନେଇ ଏବେ ଆଶଙ୍କା…

(Video) ମଟନ୍ ବଦଳରେ ଟ୍ରେନରେ ୪୫୦୦ କେଜି କୁକୁର ମାଂସ ସପ୍ଲାଏ ହେଉଥିଲା କି? ରେଲୱେ ଷ୍ଟେସନରେ ଆରମ୍ଭ ହେଲା ହଙ୍ଗାମା

ନୂଆଦିଲ୍ଲୀ: କର୍ଣ୍ଣାଟକର ଯଶବନ୍ତପୁର ରେଲୱେ ଷ୍ଟେସନରେ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ହଙ୍ଗାମା କରିଛନ୍ତି । ଟ୍ରେନରେ ରାଜସ୍ଥାନରୁ ବେଙ୍ଗାଲୁରୁକୁ ମଟନ୍ ବଦଳରେ ୪୫୦୦ କେଜି କୁକୁର ମାଂସ ସପ୍ଲାଏ ହେଉଥିବା ନେଇ ସଂଗଠନ…

ଜାମ୍ମୁ-କାଶ୍ମୀରରେ ଗୁଳିକାଣ୍ଡ: ୩ ଯବାନ ଆହତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର କୁପୱାଡା ଜିଲ୍ଲା ଏକ ଅଞ୍ଚଳରେ ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଆତଙ୍କବାଦୀଙ୍କ ସହ ଗୁଳିବିନିୟ ହେବା ଦ୍ୱାରା ୩ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ସେହି…

ମହାରାଷ୍ଟ୍ର କୋହ୍ଲାପୁରରେ ବନ୍ୟା; ବିପଦ ସଙ୍କେତ ଉପରେ ପଞ୍ଚଗଙ୍ଗା ନଦୀ, ୫,୮୦୦ରୁ ଅଧିକ ସ୍ଥାନାନ୍ତର

ମୁମ୍ୱାଇ: ପଶ୍ଚିମ ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ପଞ୍ଚଗଙ୍ଗା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ପରେ ୫୮୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରାଜାରାମ ୱିରଠାରେ ପଞ୍ଚଗଙ୍ଗା ନଦୀର ଜଳସ୍ତର…

ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି-୨୦; ମ୍ୟାଚ୍ ପୂର୍ବରୁ ଆହତ ହେଲେ ମହମ୍ମଦ ସିରାଜ

ମୁମ୍ୱାଇ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆଜି ଅର୍ଥାତ୍ ଜୁଲାଇ ୨୭, ଶନିବାରଠାରୁ ଆରମ୍ଭ ହେବ। ଶ୍ରୀଲଙ୍କା ଗସ୍ତରେ ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବାକୁ ଟିମ୍ ଇଣ୍ଡିଆ ଉପସ୍ଥିତ…

ଶସ୍ତା ହେଲା ଆଇଫୋନ, ୩ରୁ ୪ ପ୍ରତିଶତ ମୂଲ୍ୟ ହ୍ରାସ କରିବାକୁ ଘୋଷଣା କଲା କମ୍ପାନୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୩ ଜୁଲାଇରେ ଜାରି କରିଥିବା ବଜେଟରେ ମୋବାଇଲ ଫୋନ ଏବଂ ଚାର୍ଜର ଶସ୍ତା କରିବାକୁ ଘୋଷଣା କରିଛନ୍ତି । ଗ୍ରାହକଙ୍କୁ ଏହାର ଫାଇଦା ପ୍ରଥମଥର ପାଇଁ ଆପଲ କମ୍ପାନୀ ଦେବାକୁ…

Viksit Bharat@2047: ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ବୈଠକ, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଉପରେ ମନ୍ଥନ

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୭, ୨୦୨୪ ରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଅଧ୍ୟକ୍ଷତା କରିବେ । ଚଳିତ ବର୍ଷର…

NEET-UGର ଫାଇନାଲ ମେରିଟ ଲିଷ୍ଟ ଜାରି, ୬୧ ପରିବର୍ତ୍ତେ ୧୭ ଟପର

ନୂଆଦିଲ୍ଲୀ: ନୀଟ-ୟୁଜି ୨୦୨୪ର ଫାଇନାଲ ମେରିଟ ଲିଷ୍ଟ ଜାରି ହୋଇସାରିଛି । ନୂଆ ତାଲିକାରେ ବର୍ତ୍ତମାନ ୧୭ଜଣ ଟପର, ଏହା ପୂର୍ବରୁ ୬୧ ଜଣ ଟପର ଥିଲେ । ଏହି ୧୭ଜଣ ପରୀକ୍ଷାର୍ଥୀଙ୍କର ଶତପ୍ରତିଶତ ନମ୍ବର ଆସିଛି, ଅର୍ଥାତ…

ଆଳୁ ପାଇଁ ମମତାଙ୍କୁ ନବୀନଙ୍କ ଚିଠି ଲେଖିବା ପ୍ରସଙ୍ଗ: କଡ଼ା ସମାଲୋଚନା କଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଆଳୁ ଅଭାବ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ଆଳୁ ଯୋଗାଣ ସ୍ୱାଭାବିକ କରିବା ପାଇଁ ମମତାଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ । ଏନେଇ ମୁଁ…

ଦେଶର କୃଷକମାନଙ୍କ ମାସିକ ଆୟ ଏତିକି ଟଙ୍କା, କୃଷିମନ୍ତ୍ରୀ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ: କୃଷକମାନଙ୍କୁ ସାହାଯ୍ୟ କରିବା ଲାଗି ସରକାର ବିଭିନ୍ନ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ହେଲେ ଆପଣ ଜାଣିଛନ୍ତି କି ଦେଶରେ କୃଷକ ପରିବାରର ହାରାହାରି ଆୟ କେତେ? ଯାହାର ଉତ୍ତର କୃଷି ମନ୍ତ୍ରୀ…