Browsing Category

ଦେଶ

‘ନା ମଦ, ନା ମାଂସ..’, ଜାଣନ୍ତୁ ଅନନ୍ତ-ରାଧିକାଙ୍କ ବିବାହକୁ ନେଇ କଣ କହିଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ବିବାହ ସମାରୋହରେ ସାମିଲ ହେବାକୁ ନେଇ ଜୋଶୀମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କହିଛନ୍ତି ଯେ,…

‘ସରଦାର-୨’ ଫିଲ୍ମ ଶୁଟି ବେଳେ ବଡ଼ ଅଘଟଣ: ୨୦ ଫୁଟ ତଳକୁ ଖସି ବରିଷ୍ଠ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ବଡ଼ ଦୁଃଖଦ ଖବର । ଫିଲ୍ମ ‘ସରଦାର-୨’ ଶୁଟିଂ ସମୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ବରିଷ୍ଠ ଷ୍ଟଣ୍ଟମ୍ୟାନ ଏଝୁମଲାଇ ଷ୍ଟଣ୍ଟ ସମୟରେ ୨୦ ଫୁଟ ତଳକୁ ଖସି ପଡ଼ିଥିଳେ । ଫଳରେ…

କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି: କନ୍ନଡ଼ ଭାଷୀ ଲୋକଙ୍କୁ ଗ୍ରୁପ-C ଓ ଗ୍ରୁପ-D ପଦରେ ମିଳିବ ୧୦୦ ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ନିଯୁକ୍ତିକୁ ଏକ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଘରୋଇ କ୍ଷେତ୍ରରେ ଗ୍ରୁପ-ସି ଓ ଗ୍ରୁପ-ଡି ପଦ ପାଇଁ କନ୍ନଡ଼ ଭାଷୀ ଲୋକଙ୍କୁ ଶତ ପ୍ରତିଶତ ସଂରକ୍ଷଣ ମିଳିବ । ଏନେଇ ଗତ ୧୫ ତାରିଖ…

ଗର୍ଭବତୀ ଅଛନ୍ତି, ଉପନିଷଦ ପଢୁଛନ୍ତି ଅଲି ଫଜଲଙ୍କ ସ୍ତ୍ରୀ, ଋଚା ଚଡ୍‌ଢା ବେବି ବମ୍ପଙ୍କ ସହ ସେୟାର କଲେ ପ୍ରାଇଭେଟ ଫଟୋ

ନୂଆଦିଲ୍ଲୀ: ‘ହୀରାମଣ୍ଡି’ ଏକ୍ଟ୍ରେସ ଋଚା ଚଡ୍‌ଢା ଖୁବଶ୍ରୀଘ୍ର ଗୁଡ ନ୍ୟୁଜ ଦେବାକୁ ଯାଉଛନ୍ତି । ସେ ଗର୍ଭବତୀର ଶେଷ ମାସରେ ଏବେ ଅଛନ୍ତି । ନିଜ ଛୁଆକୁ ନେଇ ସେ ଚାତକ ଭଳି ଚାହିଁ ରହିଛନ୍ତି । ତାହାସହ ଋଚାଙ୍କ ସ୍ୱାମୀ…

ଯଦି ଦଳାଚକଟା ହୋଇ ଥାଆନ୍ତା! ମୁମ୍ବାଇରେ ଏୟାର ଇଣ୍ଡିଆ ଚାକିରୀ ପାଇଁ ୨୫୦୦୦ ଲୋକଙ୍କ ଭିଡ……

ମୁମ୍ବାଇ: ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସର ୱାକ ଇନ ଇଣ୍ଟରବ୍ୟୁ ପାଇଁ ଗତକାଲି ପ୍ରାୟ ୨୫ ହଜାରରୁ ଅଧିକ ଆଶାୟୀ ମୁମ୍ବାଇର କଳିନାରେ ପହଞ୍ଚିଥିଲେ । କମ୍ପାନୀ ବିଭିନ୍ନ ମରାମତି ଓ ରକ୍ଷଣବେକ୍ଷଣ ପାଇଁ ୨୨୧୬ ଟି…

ଆଗଷ୍ଟ ୧୫ ପାଇଁ ଷଡ଼ଯନ୍ତ୍ର ଯୋଜନା କରୁଛି ଖାଲିସ୍ତାନୀ ସଂଗଠନ ! ଆଲର୍ଟ ମୋଡରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଖାଲିସ୍ତାନୀ ସଂଗଠନ ପକ୍ଷରୁ ବଡ଼ ଷଡ଼ଯନ୍ତ୍ର କରାଯାଉଥିବା ନେଇ ଆଲର୍ଟ ଜାରି କରାଯାଇଛି । ଅଗଷ୍ଟ ୧୫ରେ ଦିଲ୍ଲୀ ସ୍ଥିତ ବିଭିନ୍ନ ସ୍ଥାନରେ ଖାଲିସ୍ତାନୀ ନାରାବାଜୀ କରିବା…

ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ଏଣିକି EVM ଡାଟା ଓ VVPAT ପର୍ଚିକୁ ମ୍ୟାଚ କରିପାରିବେ ପରାଜିତ ପ୍ରାର୍ଥୀ

ନୂଆଦିଲ୍ଲୀ: ଭୋଟିଂ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ଏହା ମଧ୍ୟରେ ଲୋକତାନ୍ତ୍ରିକ ପ୍ରକ୍ରିୟାରେ ପାରଦର୍ଶିତା ଆଣିବା…

ଜାରି ହେଲା ନିର୍ଦ୍ଦେଶନାମା: ହଟିଲା ‘ସାର-ମାଡାମ୍’ ସମ୍ବୋଧନ, ଏଣିକି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ‘ଗୁରୁଜୀ-ଦିଦି’ କହିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ସାଧାରଣ ଭାବେ ସ୍କୁଲମାନଙ୍କରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ‘ସାର୍-ମାଡାମ୍’ ନାମରେ ଛାତ୍ରଛାତ୍ରୀମାନେ ସମ୍ବୋଧନ କରିଥାନ୍ତି । ତେବେ ଏଣିକି ସାର-ମାଡାମ୍ ବଦଳରେ ଛାତ୍ରଛାତ୍ରୀମାନେ ‘ଗୁରୁଜୀ-ଦିଦି’ ବା…

(video): କ୍ଷୀରରେ ସ୍ନାନ କରୁଥିଲେ , ଗୋଲାପ ପାଖୁଡାରେ ଶୋଉଥିଲେ ଏ ଅଭିନେତା, ପଢନ୍ତୁ ତାଙ୍କର ସିନେମାରୁ ରାଜନୈତିକ ଯାତ୍ରା

ଓଡିଶା ଭାସ୍କର: ନିଜ ଦମରେ ସିନେମା ଜଗତରେ ସେ ନା କରିଛନ୍ତି । ସିନେମାରୁ ଏବେ ସେ ରାଜନେତା ସାଜିଛନ୍ତି । ରିଲ ଲାଇଫ ହିରୋ ଏବେ ରିୟଲ ଲାଇଫରେ ମଧ୍ୟ ଜଣେ ଷ୍ଟାର ଭାବରେ ସମସ୍ତଙ୍କ ପ୍ରିୟ ଅଭିନେତା ସେ । ଏମିତି ଜଣେ…

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି: ଜୁଲାଇ ୨୨ରୁ ୨୮ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ପାଳନ ହେବ ‘ଶିକ୍ଷା ସପ୍ତାହ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ‘ଶିକ୍ଷା ସପ୍ତାହ’ ପାଳନ କରାଯିବ । ଜାତୀୟ ଶିକ୍ଷା ନୀତି (ଏନଇପି)- ୨୦୨୩ର ଚତୁର୍ଥ ବାର୍ଷିକ ଉତ୍ସବ ଅବସରରେ ଏହା ପାଳନ…