Browsing Category

ଦେଶ

ଗୌତମ ଅଦାନୀ ନିଜ ନାତୁଣୀକୁ ଧରି କହିଲେ- ଏହି ଆଖିର ଜ୍ୟୋତି ସାମ୍ନାରେ ଧନ ସଂପତ୍ତି କିଛି ନୁହେଁ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ଲୋକଙ୍କ ତାଲିକାରେ ସାମିଲ ଭାରତର କୋଟିପତି ଏବଂ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀଙ୍କ କ୍ୟାଣ୍ଡିଡ ମୋମେଣ୍ଟ ସାମ୍ନାକୁ ଆସିଛି । ଗୌତମ ଅଦାନୀ ଆଜି ଏକ୍ସର ଏକ ପୋଷ୍ଟ…

ଛତିଶଗଡରେ ନକ୍ସଲଙ୍କ ପାଇଁ ବଡ ଅପରେସନ୍: ଏପର୍ଯ୍ୟନ୍ତ ୯ ନିହତ, ଏନକାଉଣ୍ଟର ଜାରି

ନୂଆଦିଲ୍ଲୀ: ଛତିଶଗଡର ବିଜାପୁରରେ ସୁରକ୍ଷା ବାହିନୀଙ୍କ ଦ୍ୱାରା କରାଯାଇଥିବା ଏନକାଉଣ୍ଟରରେ ୯ ନକ୍ସଲଙ୍କ ମୃତ୍ୟୁ ଘଟିଛି ଏବଂ ଏବେବି ଏନକାଉଣ୍ଟର ଜାରି ରହିଛି । ମଧ୍ୟପ୍ରଦେଶର ବାଲାଘଟରେ ମଧ୍ୟ ଦୁଇ ନାମୀ ନକ୍ସଲଙ୍କୁ…

କଂଗ୍ରେସରେ ଯୋଗ ଦେଲେ ଅଜୟ ନିଶାଦ, ବିଜେପି ବିରୋଧରେ କରିଛନ୍ତି ଗୁରୁତର ଅଭିଯୋଗ

ପାଟନା: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଦଳବଦଳ ପ୍ରକ୍ରିୟା ମଧ୍ୟରେ ବିହାରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟର ମୁଜାଫରପୁର ଲୋକସଭା…

ଭିସ୍ତାରା ଏୟାରଲାଇନ୍ସର ୧୦୦ ରୁ ଅଧିକ ବିମାନ ବାତିଲ , କେନ୍ଦ୍ର ସରକାର ମାଗିଲେ ଜବାବ

ନୂଆଦିଲ୍ଲୀ : ଗତ ସପ୍ତାହରେ ଟାଟା ଗ୍ରୁପ୍ର ଭିସ୍ତାରାର ଅନେକ ବିମାନ ବାତିଲ କରାଯାଇଥିଲା । ଅନେକ ବିମାନ ବିଳମ୍ବରେ ଉଡାଣ ଭରିଥିଲା । ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା ।…

ଆପ୍ ସଂସ୍ଥାପକ ଦିନେଶ ବାଘେଲାଙ୍କ ନିଧନ, ଆଜି ଗୋଆରେ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍) ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସୋମବାର ପାନାଜୀ ସ୍ଥିତ ବାସଭବନରେ ଆପ୍ ସଂସ୍ଥାପକ ଦିନେଶ ବାଘେଲାଙ୍କ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ଅସୁସ୍ଥ ଥିଲେ ।…

ଆତିଶୀଙ୍କ ବଡ ଖୁଲାସା: କହିଲେ- ମୋତେ ବିଜେପିରେ ମିଶିବା ପାଇଁ ଅଫର ଦିଆଗଲା, ସାମିଲ ନ ହେବାରୁ..

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ବରିଷ୍ଠ ନେତା ଆତିଶୀ ଆଜି ପ୍ରେସ କନଫରେନ୍ସ କରି ବିଜେପି ଉପରେ ଅଭିଯୋଗ ଆଣିଛନ୍ତି । ଆତିଶୀ କହିଛନ୍ତି ଯେ, ମୋ ସଂସ୍ପର୍ଶରେ ଥିବା ଲୋକଙ୍କ ଦ୍ୱାରା ମୋତେ କୁହାଗଲା କି ବିଜେପିରେ…

Infosysକୁ ବଡ଼ ଝଟକା, IT ବିଭାଗ ଜାରି କଲା ଏତିକି ଟଙ୍କାର ଡିମାଣ୍ଡ ନୋଟିସ୍‌

ନୂଆଦିଲ୍ଲୀ: ବିଶିଷ୍ଟ ସଫ୍ଟୱେର ସେବା ପ୍ରଦାନକାରୀ କମ୍ପାନୀ ଇନଫୋସିସ୍‌(Infosys)କୁ ଲାଗିଛି ବଡ଼ ଝଟକା । ଆସେସମେଣ୍ଟ ବର୍ଷ ୨୦୨୦-୨୧ ପାଇଁ ଆୟକର ବିଭାଗ କମ୍ପାନୀ ପାଇଁ tax demand ନୋଟିସ ଜାରି କରିଛି । ଏହି…

ଯବାନଙ୍କ ଗୁଳିରେ ୪ ମାଓବାଦୀ ମୃତ, ପୋଲିସକୁ ମିଳିଲା ବଡ଼ ସଫଳତା

ଭୁବନେଶ୍ୱର: ଛତିଶଗଡ଼ ପୋଲିସକୁ ବଡ଼ ସଫଳତା ମିଳିଛି । ଯବାନଙ୍କ ଗୁଳିରେ ୪ ଜଣ ମାଓବାଦୀ ନିହତ ହେବା ଖବର ସାମ୍ନାକୁ ଆସିଛି । ଏନକାଉଣ୍ଟରରେ ବହୁ ମାଓବାଦୀ ଆହତ ମଧ୍ୟ ହୋଇଛନ୍ତି ବୋଲି ସୂଚନା ମିଳିଛି । ଘଟଣାସ୍ଥଳରୁ…

EPFO ବଦଳାଇଲା PF ସହ ଜଡିତ ନିୟମ, ଏଣିକି କର୍ମଚାରୀଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ: ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଛି। ଏହା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ନୂତନ ନିୟମ କାର୍ଯ୍ୟକାରୀ ହୁଏ। ଏପରି ଏକ ନିୟମ ଅଛି ଯାହା PF ଆକାଉଣ୍ଟ ସହିତ ଜଡିତ ଏବଂ ଏପ୍ରିଲ ୧ ରେ, କର୍ମଚାରୀଙ୍କ ପ୍ରୋଭିଡେଣ୍ଟ…

ସ୍ୱାମୀଙ୍କୁ ବିନା କାରଣରେ ବୈବାହିକ ସୁଖରୁ ବଞ୍ଚିତ ରଖିବା ଓ ନପୁଂସକ କହିବା କ୍ରୁରତା: ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଜଣେ ପୁରୁଷଙ୍କ ଛାଡପତ୍ର ଆବେଦନକୁ ଅନୁମତି ଦେଇଥିବାବେଳେ କହିଛନ୍ତି ଯେ ବିନା କାରଣରେ ପତ୍ନୀ ସ୍ୱାମୀଙ୍କୁ ବୈବାହିକ ସୁଖରୁ ବଞ୍ଚିତ କରିବା ଅତ୍ୟନ୍ତ କ୍ରୁରତା । ଏକ ଦଶନ୍ଧି ଧରି…