CHARIDHAM
Browsing Category

ଦେଶ

ଭୂମି ଭିତରେ ଅଛି ଶବର ଏ ସହର, ଖନନରୁ ମିଳିଲା ପୁରାତନ ଯୁଗର….

ଓଡିଶା ଭାସ୍କର: ବିଶ୍ୱ ଏବେ ଯେମିତି ଦେଖାଯାଉଛି, ଜରୁରୀ ନୁହେଁ ଯେ ପୁରାତନ କାଳରେ ମଧ୍ୟ ଏଭଳି ଥିବ । ଖନନ ସମୟରେ ପୁରାତତ୍ତ୍ୱବିତଙ୍କୁ ଏମିତି ଅନେକ ଜିନିଷ ମିଳେ ଯାହା ମଣିଷକୁ ଆଶ୍ଚର୍ଯ୍ୟଚକିତ କରିଥାଏ । ଯେଉଁ…

ଝିଅ ହେବ ତ ଏମିତି, ୱିମ୍ବଲଡନରେ କାନ୍ଦିଲେ ଏଲିନା ସ୍ୱିତୋଲିନା, ୟୁକ୍ରେନ ଯୁଦ୍ଧରେ ଫସି ରହିଛନ୍ତି ପରିବାର….

ଓଡିଶା ଭାସ୍କର: ୟୁକ୍ରେନର ସୁନ୍ଦରୀ ତଥା ସୁନା ଝିଅ ଏଲିନା ସ୍ୱିତୋଲିନା ଟେନିସର ସବୁଠୁ ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନର କ୍ୱାଟରଫାଇନାଲରେ ନିଜର ସ୍ଥାନ ପକ୍କା କରି ସାରିଛନ୍ତି । ଏହି ଦମଦାର ବିଜୟ ପରେ ବି…

OPSC ପକ୍ଷରୁ ତାରିଖ ଘୋଷଣା: ଜୁଲାଇ ୨୧ରେ ହେବ ସହକାରୀ ମତ୍ସ୍ୟ ଅଧିକାରୀ ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ବିକାଶ ସମ୍ପଦ ବିଭାଗ ଅଧିନରେ ସହକାରୀ ମତ୍ସ୍ୟ ଅଧିକାରୀ ପଦ ପୂରଣ ହେବ । ଏହି ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଅପଡେଟ୍ ।…

୭ ରାଜ୍ୟ ୧୩ ବିଧାନସଭାରେ ଉପନିର୍ବାଚନ: ସନ୍ଧ୍ୟା ୬ ପର୍ଯ୍ୟନ୍ତ ମତଦାନ ଜାରି

ନୂଆଦିଲ୍ଲୀ: ଦେଶରେ ୭ଟି ରାଜ୍ୟ ଏବଂ ୧୩ଟି ବିଧାନସଭା ଆସନରେ ଉପନିର୍ବାଚନ ଆରମ୍ଭ ହୋଇଯାଇଛି । ଏହି ମତଦାନ ପକ୍ରିୟା ସକାଳ ୭ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଜାରି ରହିବ । ଏହାର ଫଳାଫଳ ଜୁଲାଇ ୧୩ ତାରିଖରେ…

(video): କେବେ ରିଲିଜ ହେବ ମିର୍ଜାପୁର ସିଜନ – ୪, ଅଲି ଫଜଲଙ୍କ ଖୁଲାସା….

ଓଡିଶା ଭାସ୍କର: ବର୍ତ୍ତମାନ ଓଟିଟି (ott ) ରେ ମିର୍ଜାପୁର ସିଜନ ୩ ଧମାଲ ଓ କମାଲ କରୁଛି । ଏହି ସିଜନରେ ମୋଟ ୧୦ ଟି ଏପିସୋଡ ଅଛି ଓ ପ୍ରତ୍ୟେକ ଏପିସୋଡ ପ୍ରାୟ ୧ ଘଣ୍ଟା ଅବଧିର । ଏହି ସିରିଜକୁ ପୁଣିଥରେ ଦର୍ଶକଙ୍କ…

ଭାରତ- ଜିମ୍ବାୱେ 3rd T20 ଆଜି : ଚୂଡାନ୍ତ ଏକାଦଶରେ ହୋଇପାରେ ବଡ ପରିବର୍ତ୍ତନ

ଓଡିଶା ଭାସ୍କର: ଭାରତ ଆଜି ଜିମ୍ବାୱେ ବିପକ୍ଷରେ ନିଜର ତୃତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିବ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜର ତୃତୀୟ ମ୍ୟାଚରେ ବଡ ପରିବର୍ତ୍ତନ କରାଯାଇପାରେ । ଟିମ୍…

ଭୟଙ୍କର ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ: କ୍ଷୀର କଣ୍ଟେନରରେ ପଶିଗଲା ବସ୍, ଅନେକ ଆହତ

ନୂଆଦିଲ୍ଲୀ: ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି । ବିହାରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ଡବଲ୍ ଡେକର ବସ୍ ଏକ କ୍ଷୀର କଣ୍ଟେନର ଗାଡ଼ିକୁ ଧକ୍କା ଦେଇଛି । ଏହି ଭୟଙ୍କର…

ବିଜେପି ବିଧାୟିକା ଶୈଲାରାଣୀ ରାୱତଙ୍କ ପରଲୋକ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର । ଉତ୍ତରାଖଣ୍ଡର କେଦାରନାଥ ବିଧାନସଭା କ୍ଷେତ୍ରର ବିଧାୟିକା ଶୈଲାରାଣୀ ରାୱତଙ୍କ ପରଲୋକ ଘଟିଛି । ଗତ କିଛିଦିନ ହେଲା ବିଧାୟିକା ବିମାରଗ୍ରସ୍ତ ରହିଥିଲେ ।…

ଓଡ଼ିଶାରେ ଆରମ୍ଭ ହେବ ‘PM Shri Schools’: ସବୁ ବ୍ଲକ-ପୌରାଞ୍ଚଳରେ ଖୋଲିବ ୨ଟି ସ୍କୁଲ

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ପରିବର୍ତ୍ତନ ଆସିଛି । ରାଜ୍ୟରେ ଲାଗୁ ହୋଇଛି ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ । ପିଏମ ଶ୍ରୀ ସ୍କୁଲ ଏହି ବ୍ୟବସ୍ଥାରେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ୨ଟି…

IIT ଯୋଧପୁରରେ ହିନ୍ଦୀରେ B.Tech ଅଧ୍ୟୟନ କରିପାରିବେ ଛାତ୍ରଛାତ୍ରୀ, ଏହି ତାରିଖରୁ ଆରମ୍ଭ ହେବ କ୍ଲାସ୍

ଜୟପୁର: ଇଂଜିନିୟରିଂ ପାଠ୍ୟକ୍ରମ ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ସେମାନେ ହିନ୍ଦୀରେ B.Tech ଅଧ୍ୟୟନ କରିପାରିବେ । ଏଭଳି ଏକ ନୂତନ ପଦକ୍ଷେପ ନେଇ ଆସିଛି IIT ଯୋଧପୁର । ଇଂଜିନିୟରିଂ…