CHARIDHAM
Browsing Category

ଦେଶ

ସରକାରୀ ବଙ୍ଗଳା ଛାଡ଼ିବେ ୫୦ ନେତା-ମନ୍ତ୍ରୀ: ଜାରି ହେଲା ନୋଟିସ… ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ୫୦ ଜଣ ପୂର୍ବ ନେତା ଏବଂ ମନ୍ତ୍ରୀଙ୍କ ପାଇଁ ଜାରି ହୋଇଛି ନୋଟିସ । ରାଜଧାନୀ ଦିଲ୍ଲୀରେ ଥିବା ୫୦ ଜଣ ନେତାଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବା ପାଇଁ ନୋଟିସ ଜାରି ହୋଇଛି । ନିର୍ବାଚନରେ ପରାଜୟ ବରଣ…

ଡାର୍କନେଟରେ କେମିତି ଲିକ ହୁଏ ପେପର, ନେଟ ପରୀକ୍ଷାକୁ ନେଇ ଚର୍ଚ୍ଚାରେ ‘କଳା ଦୁନିଆ’

ଓଡିଶା ଭାସ୍କର: ବର୍ଷକୁ ୩୬୫ ଦିନ ଥାଏ ଆଉ ଦୁଇ ବର୍ଷକୁ ହୁଏ ପ୍ରାୟ ୭୩୦ ଦିନ । ଏହି ବର୍ଷଟିଏ, ଦୁଇବର୍ଷ ବା ତାହାଠୁ ଅଧିକ ସମୟ ପର୍ଯ୍ୟନ୍ତ ଜଣେ ଛାତ୍ର କଠିନ ପରିଶ୍ରମ, ଅଧ୍ୟବସାୟ କରି ଅଧ୍ୟୟନ କରେ ପରୀକ୍ଷାରେ ସଫଳ…

‘ମୁଁ ଏହାର ନୈତିକ ଦାୟିତ୍ୱ ବହନ କରୁଛି’, NEET ପେପର ଲିକ ମାମଲାକୁ ନେଇ ଏପରି କହିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ୟୁଜିସି-ନେଟ ଏବଂ ନୀଟ-ୟୁଜି ପରୀକ୍ଷାର ପେପର ଲିକ ମାମଲାକୁ ନେଇ ସାରା ଦେଶରେ ଆନ୍ଦୋଳନ ଦେଖାଦେଇଛି । ଏହାରି ମଧ୍ୟରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ,…

ୟୁଜିସି-ନେଟ୍ ୨୦୨୪ ପେପର ଲିକ୍ ମାମଲା; ବାତିଲ ପରେ ତଦନ୍ତ ଆରମ୍ଭ କଲା CBI

ନୂଆଦିଲ୍ଲୀ: ୟୁଜିସି-ନେଟ୍ ୨୦୨୪ ପ୍ରଶ୍ନପତ୍ର ଲିକ୍ ହେବା ମାମଲା, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ବାତିଲ କରିବାର ଦିନକ ପରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ୟୁଜିସି ନେଟ୍ ପରୀକ୍ଷାକୁ ନେଇ ବୈଠକ ପରେ ସାଲିସ୍…

ଆଜି ପାଳନ ହେଉଛି ‘ଅନ୍ତର୍ଜାତୀୟ ଯୋଗ ଦିବସ’: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ଯୋଗ

ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତବର୍ଷ ଯୋଗ ଦିବସର ଥିମ୍ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’ । ଦେଶ, ବିଦେଶ ଏବଂ ରାଜ୍ୟସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ…

ବାରଣାସୀରେ ମୋଦୀଙ୍କ ଗାଡ଼ି ଉପରକୁ ଚପଲ ଫିଙ୍ଗାଯିବା ଘଟଣାରେ ଏପରି କହିଲେ ରାହୁଲ

ନୂଆଦିଲ୍ଲୀ: ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗାଡ଼ି ଉପରକୁ ଚପଲ ଫିଙ୍ଗିବା ଘଟଣାକୁ ନେଇ ମନ୍ତବ୍ୟ ଦେଇଛନ୍ତିକଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର । ରାହୁଲ ଏହି ଘଟଣାକୁ ନିନ୍ଦା କରିବା ସହ…

NEET UG 2024 Re-Exam: ଜୁନ୍ ୨୩ରେ ପୁଣି ଥରେ ହେବ ପରୀକ୍ଷା, ଜାରି ହେଲା ଆଡମିଟ୍ କାର୍ଡ

ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍) ୟୁଜି ୨୦୨୪ର ରି-ଏଗଜାମ ତାରିଖ ଘୋଷଣା କରାଯାଇଛି । ଆସନ୍ତା ୨୪ ତାରିଖରେ ନିଟ୍ ୟୁଜି ୨୦୨୪ର ପୁଣି ଥରେ ପରୀକ୍ଷା ହେବ । ଏଥିପାଇଁ ନ୍ୟାସନାଲ ଟେଷ୍ଟିଂ…

Google ଭାରତରେ ଲଞ୍ଚ କଲା Gemini Mobile App: ୯ଟି ଭାଷାକୁ ସପୋର୍ଟ କରିବ

ନୂଆଦିଲ୍ଲୀ: ଗୁଗଲ ଶେଷରେ ଭାରତରେ ନିଜର ଏଆଇ ଆସିଷ୍ଟାଣ୍ଟ-ଜେମିନୀ ମୋବାଇଲ ଆପ ଲଞ୍ଚ କରିଛି । ଏହି ଆପ ପ୍ଲେ ଷ୍ଟୋରରେ ଏବେ ଉପଲବ୍ଧ ରହିଛି । ଭାରତରେ ଲଞ୍ଚ ହୋଇଥିବା ଏହି ଆପରେ ହିନ୍ଦି ସମେତ ମୋଟ ୯ଟି ଭାରତୀୟ ଭାଷାକୁ…

‘ଯିଏ ଆମକୁ ଶେଷ କରିବାକୁ ଚେଷ୍ଟା କରିଥିଲା ତାଙ୍କ ସହ କେବେ ବି ଯିବି ନାହିଁ’; ଉଦ୍ଧବ ଠାକରେ

ମୁମ୍ୱାଇ: ଶିବସେନାର ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି। ସେମାନେ…

(Video) ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ଅଫିସରେ ପଶିଲା ଚୋର: ଭଙ୍ଗାରୁଜା କରି ନେଇଗଲା ଫିଲ୍ମର ନେଗେଟିଭ୍

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ଅଫିସରେ ଚୋର ପଶି ଭଙ୍ଗାରୁଜା କରିବା ସହିତ କିଛି ଜରୁରୀ ସାମଗ୍ରୀ ଚୋରି କରି ନେଇଛି । ମୁମ୍ବାଇ ସ୍ଥିତ ଅନୁପମଙ୍କ ଅଫିସରୁ ଚୋର ଫିଲ୍ମର ନେଗେଟିଭ୍…