
Browsing Category
ଦେଶ
(Video)ମୋଦୀ ଓ ନାଇଡୁଙ୍କ ପାଦ ନ ଛୁଇଁ ପବନ କଲ୍ୟାଣ ଛୁଇଁଲେ ଏ କାହାର ପାଦ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ବୁଧବାର ନୂଆ ସରକାର ଶପଥ ନେଇଛନ୍ତି । ତେଲଗୁ ଦେଶମ ପାର୍ଟି (ଟିଡିପି)ର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହାପରେ ପବନ କଲ୍ୟାଣ…
ଦମଦାର ଫିଚର୍ସ ସହ ଭାରତରେ ଲଞ୍ଚ ହେଲା Xiaomi 14 Civi, ଦେଖନ୍ତୁ କ’ଣ ରହିଛି କ୍ୟାମେରା କ୍ୱାଲିଟି
ନୂଆଦିଲ୍ଲୀ: Xiaomi 14 Civi ର ଲଞ୍ଚ ଡେଟ କନଫର୍ମ ହୋଇଥିଲା। ସାଓମୀର ଏହି ଫ୍ଲାଗସିପ ସ୍ମାର୍ଟଫୋନ ଆଜି ଭାରତରେ ଲଞ୍ଚ ହୋଇଛି। କମ୍ପାନୀ ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସରେ ଲଞ୍ଚକୁ ନେଇ ସେୟାର କରିଛି ।…
ଜୁଲାଇ ୧ରେ ଉପସ୍ଥାପିତ ହେବ ମୋଦୀ ସରକାର 3.0ର ପ୍ରଥମ ବଜେଟ୍, ୧୦ ଦିନ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଧିବେଶନ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆକ୍ସନ୍ ମୋଡରେ ନଜର ଆସିଛନ୍ତି । ଜୁଲାଇ ୧ରୁ ମୋଦୀ ୩.୦ର ପ୍ରଥମ ବଜେଟ ସଂସଦରେ ଉପସ୍ଥାପିତ ହେବ । ଏଥିପାଇଁ…
କୋର୍ଟ ଯାଉଥିବା ଓକିଲ ପିତା-ପୁତ୍ରଙ୍କୁୁ ଗୁଳି କରି ହତ୍ୟା, ସାମ୍ନାକୁ ଆସିଲା ଏହି କାରଣ
ପାଟନା: ବିହାରର ଛାପ୍ରାରେ କୋର୍ଟ ଯାଉଥିବା ଓକିଲ ପିତାପୁତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣା ପରେ ପୁରା ଇଲାକାରେ ଆତଙ୍କ ଖେଳିଯାଇଛି । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ…
Big Breaking: ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ
ନୂଆଦିଲ୍ଲୀ: ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହ, ଜେପି ନଡ୍ଡା, ନୀତିନ ଗଡ଼କାରୀ, ଏକନାଥ ସିଂହ ସମେତ ଅନେକ ନେତା ଉପସ୍ଥିତ…
(Video)ସାମ୍ନାକୁ ଆସିଲା ମୋଦୀଙ୍କ ଯୋଗାସନ ଅବସ୍ଥାର AI ଭର୍ସନ, କହିଲେ ବୃକ୍ଷାସନର ଫାଇଦା
ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ AI ଭିଡିଓ ଯେଉଁଥିରେ ସେ ବୃକ୍ଷାସନର ଫାଇଦା ବିଷୟରେ କହୁଥିବାର ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ବୃକ୍ଷାସନ ଅର୍ଥାତ୍ ବୃକ୍ଷ…
ରୀଲ୍ସ କରି ଇନଷ୍ଟାଗ୍ରାମ ମାଧ୍ୟମରେ ଭଲପାଇଲେ ବିବାହିତ ମହିଳା, କହିଲେ ସ୍ୱାମୀ ନୁହେଁ ପ୍ରେମୀ ସହ ରହିବାକୁ ଇଚ୍ଛା
ଜୈସଲମେର: ଆପଣ ପାକିସ୍ତାନର ସୀମା ହୈଦରଙ୍କ ଲଭ୍ ଷ୍ଟୋରୀ ବିଷୟରେ ତ ଜାଣି ଥିବେ । ନିକଟରେ ରାଜସ୍ଥାନର ଜୈସଲମେରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଅନଲାଇନରେ ଜଣେ ବିବାହିତ ମହିଳା ଯୁବକଙ୍କୁ ଭଲପାଇ ବସିଛନ୍ତି ।…
ପୂର୍ବତନ ଟିଭି ଆଙ୍କରଙ୍କୁ ୫ ବର୍ଷ ପାଇଁ ନିଷିଦ୍ଧ କଲା ସେବି; ୧ କୋଟି ଟଙ୍କା ଜରିମାନା
ନୂଆଦିଲ୍ଲୀ: ବିଜନେସ୍ ଚ୍ୟାନେଲ୍ ସିଏନ୍ବିସି ଆୱାଜର ପୂର୍ବତନ ଆଙ୍କରଙ୍କୁ ନିିଷିଦ୍ଧ କଲା ସେବି। ପୂର୍ବତନ ଆଙ୍କର ପ୍ରଦୀପ ପାଣ୍ଡ୍ୟା ଏବଂ ଚ୍ୟାନେଲ୍ ସହ ଜଡ଼ିତ ବୈଷୟିକ ବିଶ୍ଳେଷକ ଅଲପେଶ ୱାସାଞ୍ଜି ଫୁରିଆଙ୍କୁ ୫ ବର୍ଷ…
ରାମ ମନ୍ଦିର ନିର୍ମାଣ କଲେ, ହେଲେ ଅଯୋଧ୍ୟାରେ କାହିଁକି ହାରିଗଲା ବିଜେପି? ଖୁଲାସା କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାୟବରେଲୀ ଲୋକସଭା ଆସନରେ ବିଜୟୀ ହୋଇଛନ୍ତି । ଏହି ବିଜୟ ପରେ ରାହୁଲ ଗନ୍ଧୀ ମଙ୍ଗଳବାର ଦିନ ରାୟବରେଲୀରେ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ…
‘ମୁଁ ସିବିଆଇ ଅଧିକାରୀ କହୁଛି..’, ଫିଲ୍ମ ଷ୍ଟାଇଲରେ ବ୍ୟକ୍ତିଙ୍କଠାରୁ ଠକି ନେଲେ ଅବସରର ୮୫ ଲକ୍ଷ
ନୂଆଦିଲ୍ଲୀ: ବଲିଉଡ଼ ଫିଲ୍ମ ‘ସ୍ପେଶାଲ ୨୬’ରେ ଅକ୍ଷୟ କୁମାର ନିଜ ଟିମ ସହ ନକଲି ସିବିଆଇ ଅଧିକାରୀ ସାଜି ଧନୀ ଲୋକଙ୍କୁ ଏବଂ ବିଜନେସମ୍ୟାନଙ୍କୁ ଠକୁଥିଲେ । ଏହା ତ ଫିଲ୍ମର କଥା ତେବେ ଏପରି ଏକ ମାମଲା ଯାହା ରିୟଲ ଲାଇଫରେ…