Browsing Category

ଦେଶ

ପରସ୍ପରର ପ୍ରେମରେ ପାଗଳ ଦୁଇ ସ୍ନାତକ ଛାତ୍ରୀ ପହଞ୍ଚିଲେ କୋର୍ଟ, ମିଳିଲା ଏପରି ରାୟ

ନୂଆଦିଲ୍ଲୀ: ହରିୟାଣା କରନାଲରେ ପ୍ରଥମଥର ଏକ ସମଲିଙ୍ଗୀ ଯୋଡିକୁ କୋର୍ଟ ପକ୍ଷରୁ ଲିଭ୍ ଇନ୍ ରିଲେସନସିପ୍‌ରେ ସୁରକ୍ଷା ଦିଆଯାଇଛି । ଏହି ଦୁଇଜଣ ହେଉଛନ୍ତି ଯୁବତୀ । ଯୁବତୀଙ୍କ ଏପରି ପଦକ୍ଷେପକୁ ନେଇ ସେମାନଙ୍କ ପରିବାର…

ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରିୟଙ୍କା ଗାନ୍ଧୀ: ଖରାପ ସ୍ୱାସ୍ଥ୍ୟ କାରଣରୁ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଆସିଛି ଏକ ଆଶ୍ୱିସ୍ତିକର ଖବର । ଖରାପ ସ୍ୱାସ୍ଥ୍ୟ କାରଣରୁ ଦୁଇଦିନ ପୂର୍ବରୁ ମେଡିକାଲରେ ଭର୍ତ୍ତି ହୋଇଥିବା ପ୍ରିୟଙ୍କା ଆଜି ଡିସଚାର୍ଜ ହୋଇଛନ୍ତି ।…

ପୁଣି ୨ଟି ବଡ଼ ଝଟକା: କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଓ ପୂର୍ବତନ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହିତ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତେବେ ନିର୍ବାଚନ ପୂର୍ବରୁ ନେତାଙ୍କର ଦଳବଦଳ ପ୍ରକ୍ରିୟା…

INDvsENG; ଫିଟ୍ ହେଲେ କେଏଲ୍ ରାହୁଲ, ଚତୁର୍ଥ ଟେଷ୍ଟରେ ଫେରିବା ନେଇ ବଢିଲା ଆଶା

ନୂଆଦିଲ୍ଲୀ: ଆହତ ଅବସ୍ଥାରୁ ସୁସ୍ଥ ହୋଇଥିବା ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଆସନ୍ତା ଫେବ୍ରୁଆରି ୨୩ତାରିଖରୁ ରାଞ୍ଚିରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍ ଖେଳିବାକୁ ଫେରିବେ ବୋଲି ଆଶା କରାଯାଉଛି।…

ଆମେଥିରୁ ଲଢ଼ିବେ କି ନାହିଁ ରାହୁଲ ଗାନ୍ଧୀ ? ଏହି ପ୍ରଶ୍ନର ଉତ୍ତର ରଖିଲେ ଜୟରାମ ରମେଶ…

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସହ ଉତ୍ତରପ୍ରଦେଶର ଆମେଠିରେ ପହଞ୍ଚିଛନ୍ତି। ଏହି ଆସନକୁ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବେ ବିବେଚନା କରାଯାଉଥିଲା। ତେବେ ୨୦୧୯ ଲୋକସଭା…

ଆମକୁ ଛୁଟି ବହୁତ ମିଳିଥାଏ..? CJI ଚନ୍ଦ୍ରଚୂଡ କହିଲେ ଆମକୁ ତ ଗୋଟିଏ ଦିନ ବି ଆରାମ ନାହିଁ

ନୂଆଦିଲ୍ଲୀ: ଭାରତର ମୁଖ୍ୟ ବିଚାରପତି (CJI) ଡି.ୱାଇ ଚନ୍ଦ୍ରଚୂଡ ବିଚାରପତିଙ୍କ ଛୁଟୀକୁ ନେଇ କହିଛନ୍ତି କି ଆମକୁ ସପ୍ତାହରେ ସାତ ଦିନ କାମ କରିବାକୁ ପଡିଥାଏ ଓ ବହୁ କଷ୍ଟରେ ଆରାମ କରିବାକୁ ସମୟ ମିଳିଥାଏ ।…

ପାକିସ୍ତାନ ଅର୍ଥନୀତିଠୁ ବଡ଼ ‘TATA Group’: ଅନ୍ଧାରରେ ପଡ଼ୋଶୀ ରାଷ୍ଟ୍ରର ଭବିଷ୍ୟତ…

ନୂଆଦିଲ୍ଲୀ: 'TATA Group'ର ମାର୍କେଟ ପୁଞ୍ଜିକରଣ ବର୍ତ୍ତମାନ ପାକିସ୍ତାନର ସମଗ୍ର ଅର୍ଥନୀତିକୁ ମଧ୍ୟ ପଛରେ ପକାଇବା ପାଇଁ ସକ୍ଷମ ହୋଇଛି । କାରଣ ଗୋଟିଏ ବର୍ଷରେ କଙ୍ଗଲୋମେରେଟର ବିଭିନ୍ନ କମ୍ପାନୀ ଦେଇଥିବା ରିଟର୍ଣ୍ଣ…

ମାୟାବତୀ ଦେଲେ ନୂଆ ଅପଡେଟ୍‌, ଗୁଜବକୁ ସାବଧାନ ରହିବାକୁ କର୍ମୀଙ୍କୁ ଦେଲେ ପରାମର୍ଶ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବିଏସପି) ପ୍ରମୁଖ ମାୟାବତୀ ସୋମବାର ପୁଣି ଥରେ କହିଛନ୍ତି କି ତାଙ୍କ ଦଳ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢିବ । ସେ ନିଜ ଦଳର କର୍ମୀଙ୍କୁ ଗୁଜବ ବା ମିଥ୍ୟା ପ୍ରଚାର ଠାରୁ ଦୂରେଇ…

ଆଉ ଖସିଯାଇ ପାରିବେନି ଯୌନ ଅପରାଧୀ, ମହିଳା ପୋଲିସ ସ୍କ୍ୱାଡଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ତାଲିମ

ରାଞ୍ଚି: ଯୌନ ଅପରାଧ ମାମଲାରେ ସାକ୍ଷ୍ୟ ଅଭାବରେ ବହୁ ସମୟରେ ଅପରାଧୀ ଖସିଯାଏ । ଏହାର ସବୁଠାରୁ ବଡ କାରଣ ବୈଜ୍ଞାନିକ ପ୍ରମାଣ ନ ମିଳିବା । ଏହି ସମସ୍ୟାର ସାମ୍ନା କରିବା ପାଇଁ ଏବେ ଝାରଖଣ୍ଡ ପୋଲିସର ସ୍ପେସିଆଲ ମହିଳା…

ଏକ ବଡ ରାଜନୈତିକ ଚର୍ଚ୍ଚା ଉପରେ ପଡିଲା ପୂର୍ଣ୍ଣଚ୍ଛେଦ, ରାହୁଲଙ୍କ କଥାରେ କମଲନାଥଙ୍କ ମନ ବଦଳିଗଲା

ଭୋପାଳ: ମଧ୍ୟପ୍ରଦେଶରୁ ଏବେ ଏକ ବଡ ଖବର ଆସିଛି । ବିଶେଷ ସୂତ୍ରରୁ ଜଣାପଡିଛି କି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିଜେପିରେ ସାମିଲ ହେବେ ନାହିଁ । ଅପରପକ୍ଷେ ତାଙ୍କ ସାଂସଦ ପୁଅ ନକୁଲନାଥ ଓ କିଛି ବିଧାୟକ ବିଜେପିରେ…