Browsing Category
ଦେଶ
୧୪୪ ଧାରା ପରେ ବି ଭୟଙ୍କର ସ୍ଥିତିରେ କୃଷକ ଆନ୍ଦୋଳନ; ଭାଙ୍ଗିଦେଲେ ଫ୍ଲାଏଓଭର ବ୍ୟାରିୟର, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ହରିୟାଣା ଓ ପଞ୍ଜାବ ସୀମାରେ ଥିବା ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକମାନେ ଫ୍ଲାଏଓଭରରେ ସୁରକ୍ଷା ପାଇଁ ଥିବା ପ୍ରତିବନ୍ଧକ ଭାଙ୍ଗିଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଏହାର ଭିଡିଓ ଜାରି କରିଛି। ଭିଡିଓରେ…
ଏହିପରି ନିଜ ଦିନର ଆରମ୍ଭ କରନ୍ତି ସୁନ୍ଦର ପିଚାଇ, ଏହାକୁ ଫଲୋ କରି ଆପଣ ବି ଜୀବନରେ ପାଇପାରିବେ ସଫଳତା
ନୂଆଦିଲ୍ଲୀ: ଅଧିକାଂଶ ଲୋକେ ନିଜ ଦିନର ଆରମ୍ଭ ଯୋଗ-ବାୟାମ ଏବଂ ବହି ପଢାରୁ ଆରମ୍ଭ କରନ୍ତି । ହେଲେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ନିଜ ଦିନର ଆରମ୍ଭ ଏକ ଟେକ ୱେବସାଇଟ ଟେକମିମିରୁ କରନ୍ତି । କେବଳ ସୁନ୍ଦର ପିଚାଇ ନିଜ…
ଶିକ୍ଷକଙ୍କ ମାଡରେ ଫାଟିଗଲା ଷଷ୍ଠ ଶ୍ରେଣୀ ଛାତ୍ରଙ୍କ କାନ: FIR ରୁଜୁ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିକ୍ଷକ ଚାପୁଡ଼ା ମାରି ଜଣେ ଛାତ୍ରଙ୍କ କାନପରଦା ପଠାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଛାତ୍ର ଡାକ୍ତରଖାନାରେ ଚିକିତ୍ସିତ…
କୋଟାରେ ପୁଣି ପ୍ରାଣ ହାରିଲେ ଛାତ୍ର, JEE ପାଇଁ କରୁଥିଲେ ପ୍ରସ୍ତୁତି, ବର୍ଷ ଆରମ୍ଭରୁ ଏହା ଚତୁର୍ଥ ମାମଲା
କୋଟା: ରାଜସ୍ଥାନ କୋଟାରେ ପୁଣି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଛାତ୍ର ଫାଶି ଦେଇ ପ୍ରାଣ ତ୍ୟାଗ କରିଛନ୍ତି । ଚଳିତ ବର୍ଷ ଆରମ୍ଭରୁ ଏହା ଚତୁର୍ଥ ମାମଲା । ସୂଚନା ଅନୁଯାୟୀ, ମୃତକ ଜଣକ ଦ୍ୱାଦଶ…
ଲୋକସଭା ନିର୍ବାଚନ: କହ୍ନୈୟା ଏବଂ ଉଦିତଙ୍କୁ ନେଇ ବଡ଼ ଯୋଜନାରେ ଅଛି କଂଗ୍ରେସ
ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଜେପି, କଂଗ୍ରେସ, ଆପ୍ ଭଳି ଅନ୍ୟ ଦଳଗୁଡ଼ିକ ନିଜ ନିଜ ପ୍ରାର୍ଥୀ ଚୟନ…
ଫେରାର ଅପରାଧୀଙ୍କ ପାଇଁ କେବଳ ‘୫୦ ପଇସା’ ପୁରସ୍କାର ଘୋଷଣା କଲା ପୋଲିସ: ଏପରି ନିଷ୍ପତ୍ତି ପଛର ରହସ୍ୟ କ’ଣ?
ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ହାର୍ଡକୋର କ୍ରିମିନାଲ ଓ ଫେରାର ଅପରାଧୀଙ୍କ ପାଇଁ ପୋଲିସ ପକ୍ଷରୁ ୫୦୦, ୧ ହଜାର, ୫ ହଜାର, ୫୦ ହଜାର.... ୧ ଲକ୍ଷ ବା ତା’ଠାରୁ ଅଧିକ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥାଏ ।…
ଇତିହାସ ରଚିଲେ ମୁକେଶ ଅମ୍ବାନୀ: ପ୍ରଥମ ଭାରତୀୟ କମ୍ପାନୀ ଭାବେ ରିଲାଏନ୍ସର ମାର୍କେଟ କ୍ୟାପିଟାଲାଇଜେସନ ୨୦ ଲକ୍ଷ କୋଟିରେ ପହଞ୍ଚିଲା
ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏକ ବଡ଼ ସଫଳତା ହାସଲ କରିଛନ୍ତି । ମୁକେଶଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏକ ନୂଆ ଇତିହାସ ରଚିଛି । ଏହା ମଧ୍ୟରେ ରିଲାଏନ୍ସର ମାର୍କେଟ…
କ୍ରୀଡ଼ା ଜଗତରୁ ଆସିଲା ଦୁଃଖ ଖବର: ଭାରତର ସବୁଠାରୁ ବୟସ୍କ କ୍ରିକେଟର ଦତ୍ତାଜୀରାଓ ଗାୟକୱାଡଙ୍କ ପରଲୋକ
ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖ ଖବର । ଭାରତର ସବୁଠାରୁ ବୟସ୍କ କ୍ରିକେଟର ଭାବେ ପରିଚିତ ଦତ୍ତାଜୀରାଓ ଗାୟକୱାଡଙ୍କ ପରଲୋକ ଘଟିଛି । ଶ୍ରୀ ଗାୟକୱାଡ ୯୫ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ…
ବିଜେପିରେ ସାମିଲ ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ଗତ ୧୨ ତାରିଖ ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଛାଡ଼ିଥିଲେ । ତେବେ କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ନ ପୂରୁଣୁ ଅଶୋକ ପଦ୍ମ ଧରିଛନ୍ତି । ଆଜି ଅଶୋକ ବିଧିବଦ୍ଧ ଭାବେ…
ତେଜସ୍ୱୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ମାନହାନୀ ମାମଲାରେ ରାୟ ଶୁଣାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା RJD ନେତା ତେଜସ୍ୱୀ ଯାଦବଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ‘ଗୁଜରାଟି ଠକ’ ମାମଲାରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଅପରାଧିକ ମାନହାନୀ ଅଭିଯୋଗକୁ ରଦ୍ଦ କରିଛନ୍ତି ।…