Browsing Category

ଦେଶ

ନୀତୀଶ କୁମାରଙ୍କ ‘ୟୁ-ଟର୍ଣ୍ଣ’କୁ ନେଇ ପରିହାସ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ପୂର୍ଣ୍ଣିଆରେ ରାଲିରେ ନୀତୀଶ କୁମାରଙ୍କୁ ପରିହାସ କରିଛନ୍ତି। କିଛି ଦିନ ତଳେ ନୀତୀଶ କୁମାର ପୁଣି ଥରେ ବିହାରରେ ବିଜେପି ସହ ମିଶି ସରକାର ଗଠନ କରିଛନ୍ତି।…

ଡକାୟତଙ୍କ କବଳରୁ ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ସୋମାଲିଆର ପୂର୍ବ ଉପକୂଳରେ ଅନ୍ୟ ଏକ ମାଛଧରା ଜାହାଜରେ ଥିବା ୧୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଡକାୟତଙ୍କ କବଳରୁ ଉଦ୍ଧାର କରିଛି ଭାରତୀୟ ଯୁଦ୍ଧ ଜାହାଜ ଆଇଏନଏସ ସୁମିତ୍ରା । ଆଇଏନଏସ ସୁମିତ୍ରା ଯେଉଁ…

ଆଗକୁ ସଂସଦର ବଜେଟ୍ ଅଧିବେଶନ; ସମସ୍ତ ବିରୋଧୀ ସାଂସଦଙ୍କ ଉପରୁ ପ୍ରତ୍ୟାହାର ହେବ ନିଲମ୍ବନ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଉପରେ ଏବେ ସମସ୍ତଙ୍କ ଆଖି । ଏହି କ୍ରମରେ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ।  ରାଜନୈତକ ପାଣିପାଗରେ ପୁଣି ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁ…

ଫେବୃଆରୀ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ… ଜାଣନ୍ତୁ କେବେ ଓ କାହିଁକି ରହିବ ଛୁଟି

ନୂଆଦିଲ୍ଲୀ: ଚଳିତବର୍ଷ ଫେବୃଆରୀ ମାସ ପାଇଁ ଛୁଟିର ତାଲିକା ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏହି ମାସରେ ଅନେକ ଛୁଟି ପାଇବେ ବ୍ୟାଙ୍କ କର୍ମଚାରୀ । ପ୍ରତି ମାସ ଭଳି ଫେବୃଆରୀରେ ମଧ୍ୟ ଅନେକ ଗୁଡ଼ିଏ ଛୁଟି…

ଝାଡଖଣ୍ଡରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଓଡ଼ିଆ ଝିଅ କଳ୍ପନାଙ୍କ ନା ସବୁଠୁ ଆଗରେ

ନୂଆଦିଲ୍ଲୀ: ଇଡି ଜାଲରେ ଛନ୍ଦି ହୋଇପଡିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଏବେ ତାଙ୍କ ଘରୁ ନଗଦ ୩୬ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ଇଡି । ଏହି କ୍ରମରେ ହେମନ୍ତ ସୋରେନ୍…

ବିହାରରୁ ପିତାମାତାଙ୍କୁ କାନ୍ଧରେ ବୋହି ରାମଲଲାଙ୍କ ଦର୍ଶନ ଲାଗି ଅଯୋଧ୍ୟାରେ ପହଞ୍ଚିଲେ ଯୁବକ, ସମସ୍ତେ କହିଲେ କଳିଯୁଗର ଶ୍ରବଣ କୁମାର

ଅଯୋଧ୍ୟା: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ନିଜ ଭବ୍ୟ ମହଲରେ ବିରାଜମାନ କରିବା ପରେ ସାରା ଦେଶରୁ ଶ୍ରଦ୍ଧାଳୁ ରାମଲଲାଙ୍କ ଦିବ୍ୟ ରୂପ ଦର୍ଶନ ଲାଗି ଅଯୋଧ୍ୟାରେ ପହଞ୍ଚୁଛନ୍ତି । ଏହି କ୍ରମରେ କିଛି ଅନନ୍ୟ ଭକ୍ତ ବି…

ଆପଣଙ୍କ ମୋବାଇଲରେ ବି ବ୍ୟବହାର ହେଉଛି AI… ଏହି କାମ ପାଇଁ Google Photos ନେଉଛି ସାହାଯ୍ୟ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସବୁଆଡ଼େ ଗୁଗଲ ଏବଂ ଏଆଇକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏବେ ଏଆଇର ଅତ୍ୟାଧୁନିକ ଫିଚର ଆମ ଫଟୋ ଲାଇବ୍ରେରୀରେ ମଧ୍ୟ ଦେଖିବାକୁ ମିଳିବ । ଲକ୍ଷ ଲକ୍ଷ ୟୁଜରମାନଙ୍କୁ ସେମାନଙ୍କ ଫଟୋ…

ଏବେ ଘରେ ବସି ପାଇଯିବେ ପ୍ରଭୁ ଶ୍ରୀରାମଙ୍କ ପ୍ରସାଦ, ବୁକିଂ ସମସ୍ୟା ନାହିଁ କି ଡେଲିଭରି ଚାର୍ଜ ବି ପଡିବନି

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ନୂତନ ଭବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମ ବିରାଜମାନ ହୋଇସାରିଛନ୍ତି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ହିଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ନିଜ ପ୍ରିୟ ଭଗବାନଙ୍କୁ ଦର୍ଶନ ଲାଗି…

ବାପୁଙ୍କ ବିଷୟରେ ଡାଏରୀରେ ଏମିତି କିଛି ଲେଖିଛନ୍ତି ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆଜି ମହାତ୍ମା ଗାନ୍ଧୀଙ୍କ ୭୬ତମ ପୂଣ୍ୟତିଥି ଅବସରରେ ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ଦ୍ରୌପଦୀ…

ବିଜେପି ନେତାଙ୍କୁ ହତ୍ୟା ମାମଲାରେ ୧୫ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ:କେରଳରେ ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ କୋର୍ଟଙ୍କ ରାୟ ଆସିଛି । ଏହି ମାମଲାରେ ସମସ୍ତ ୧୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କେରଳ କୋର୍ଟ । ସମସ୍ତ ୧୫ ଜଣ ଦୋଷୀ ପିଏଫଆଇ…