Browsing Category

ଦେଶ

Breaking: ପ୍ରାଣପ୍ରତିଷ୍ଠା ଦିନ ବନ୍ଦ ରହିବ ନାହିଁ AIIMSର ଓପିଡି ସେବା, ହସ୍ପିଟାଲ ବଦଳାଇଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ AIIMS ଜାନୁଆରୀ ୨୨, ପ୍ରାଣପ୍ରତିଷ୍ଠା ଦିନ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ OPD ସେବା ବନ୍ଦ କରିବାକୁ ନିଷ୍ପତ୍ତି ପ୍ରତ୍ୟାହାର କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି।…

ମଣିପୁର ରାଜ୍ୟ ସ୍ଥାପନା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମଣିପୁରର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଗତ ସାଢ଼େ ୮ ମାସ ଧରି ହିଂସାରେ ଥିବା ମଣିପୁରକୁ ସେ ଶୁଭେଚ୍ଛା ଜଣାଇଛନ୍ତି। ସେ ମେଘାଳୟର ପ୍ରତିଷ୍ଠା ଦିବସ…

ପେନସିଲ ମୁନରେ ଶ୍ରୀରାମ, ଜାଣନ୍ତୁ କେତେ ରହିଛି ଉଚ୍ଚତା…

ଜୟପୁର: ଆସନ୍ତାକାଲି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି । ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ସମସ୍ତେ ନିଜ ନିଜ ଢ଼ଙ୍ଗରେ ଭକ୍ତି ଭାବ ପ୍ରଦର୍ଶିତ କରିଥାନ୍ତି । ସେହିଭଳି ଜଣେ…

(Video) ପ୍ରାଣପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ପହଁଚିଲେ କଙ୍ଗନା ରନାୱତ, କହିଲେ-ପୂର୍ବ ଜନ୍ମରେ କିଛି ଭଲ କାର୍ଯ୍ୟ କରିଥିଲି

ନୂଆଦିଲ୍ଲୀ: ସେଲିବ୍ରିଟି ଏବଂ ବଲିଉଡ ତାରକାମାନେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପାଇଛନ୍ତି। ଏହି ତାଲିକାରେ କଙ୍ଗନା ରନାୱତଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ। ରାମ ମନ୍ଦିରର ପ୍ରାଣ…

ଆଜି ରାମଲୀଳା ଦେଖିବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ; ‘ଆପଣ ବି ଦେଖିବାକୁ ସମୟ ନିଅନ୍ତୁ’

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଶନିବାର ଆଇଟିଓର ପ୍ୟାରେଲାଲ ଅଡିଟୋରିୟମରେ ତିନି ଦିନିଆ ଭବ୍ୟ ରାମଲୀଳା ପରିବେଷଣ କରିଥିଲେ। ପ୍ରଥମ ଦିନରେ ହିଁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ…

ଆସନ୍ତାକାଲି ୫ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାତିସଂଘ ସାଧାରଣ ପରିଷଦ ଅଧ୍ୟକ୍ଷ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାର ସଭାପତି ଡେନିସ୍ ଫ୍ରାନ୍ସିସ୍ ଜାନୁଆରୀ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ଡେନିସ୍ ଫ୍ରାନ୍ସିସ୍ ନୂଆଦିଲ୍ଲୀ, ଜୟପୁର ଓ ମୁମ୍ବାଇ…

ପ୍ରାଣପତିଷ୍ଠା ଦିନ ରାମ ଲଲାଙ୍କୁ ଘରେ କିପରି କରିବେ ପୂଜା? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ସୋମବାର ଅର୍ଥାତ ୨୨ ଜାନୁଆରୀ ଦିନ ରାମଲଲା ଅଯୋଧ୍ୟାରେ ତିଆରି ହୋଇଥିବା ଭବ୍ୟ ରାମ ମନ୍ଦିରରେ ବିରାଜମାନ ହେବେ । ଏହି ଅବସରରେ ସମସ୍ତେ ଅଯୋଧ୍ୟାକୁ ଯାଇ ଅୟୋଜନରେ ସାମିଲ ହେବା ସମ୍ଭବପର ନୁହେଁ । ଏହି…

ସାନିଆ ମିର୍ଜା ଓ ସୋଏବଙ୍କ ମଧ୍ୟରେ କାହିଁକି ଭାଙ୍ଗିଲା ସମ୍ପର୍କ ? ସାମ୍ନାକୁ ଆସିଲା ଛାଡ଼ପତ୍ରର ଅସଲ କାରଣ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲିକ ଶନିବାର ଦିନ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ ଘୋଷଣା କରିଛନ୍ତି । ଏହା ସହିତ ନିଶ୍ଚିତ ହୋଇଛି ଯେ, ସେ ଅବସରପ୍ରାପ୍ତ ଭାରତୀୟ ଟେନିସ୍ ତାରକା…

କାଳ ସାଜିଲା କୁହୁଡ଼ି, ସଡ଼କ ଦୁର୍ଘଟଣାରେ ୫ ମୃତ

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ୩ଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଗୋଟିଏ ପଟେ ଘନ କୁହୁଡ଼ି ଜନଜୀବନକୁ ପ୍ରଭାବିତ କରୁଥିବା ବେଳେ ଅନ୍ୟପଟେ ଏପରି ସଡ଼କ ଦୁର୍ଘଟଣା…

ବଦ୍ରିନାଥ ହାଇୱେର ରାସ୍ତାରେ ଭୁଶୁଡିପଡ଼ିଲା ପାହାଡ଼, ପ୍ରାଣ ବିକଳରେ ଦୌଡ଼ିଲେ ଶ୍ରମିକ: ଦେଖନ୍ତୁ Video

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବଦ୍ରିନାଥ ନ୍ୟାସନାଲ ହାଇୱେରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଶନିବାର ବିଳମ୍ବିତ ରାତିରେ ହାଇୱେ ପାହାଡର କିଛି ଅଂଶ ଭାଙ୍ଗି ରାସ୍ତାରେ ପଡିଯାଇଥିଲା । ପର୍ବତ ଭୁଶୁଡ଼ିବାର…