Browsing Category

ଦେଶ

ଓଡ଼ିଶାରୁ ଗିରଫ ହେଲା କାଶ୍ମୀରୀ ଆତଙ୍କବାଦୀ: ଓଡ଼ିଆ ଝିଅଙ୍କୁ ବିବାହ କରି ଓଡ଼ିଶାରେ କରିଥିଲା ଆତ୍ମଗୋପନ

ଭୁବନେଶ୍ୱର: ଓଡ଼ିଶାରୁ ଆଜି ଜଣେ କାଶ୍ମୀରୀ ଆତଙ୍କବାଦୀ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଗିରଫ ହୋଇଥିବା ଆତଙ୍କବାଦୀର ଲିଙ୍କ ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି । ତେବେ…

ୟୁଜିସିର ଚେତାବନୀ; ବୈଧ ହେବନି ଏହିସବୁ କଲେଜର ଡିଗ୍ରୀ, ଜାଣନ୍ତୁ କ’ଣ ରହିଛି ପୁରା ମାମଲା

ନୂଆଦିଲ୍ଲୀ: ଯଦି ଆପଣ କୌଣସି ବିଦେଶୀ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ଏଡଟେକ୍ କମ୍ପାନୀ କିମ୍ବା କଲେଜରେ ପଢୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏଥିଲାଗି ୟୁଜିସି ଏକ ଚେତାବନୀ ଜାରି କରିଛି । ୟୁଜିସି ବିଦେଶୀ…

ବଡ଼ ବାପାଙ୍କ ପୁଅର ନୃଶଂସ କାଣ୍ଡ: ପ୍ରେମିକାଙ୍କୁ ମାଡ଼ ମାରିବା ପରେ ଗାଡ଼ି ଚଢ଼ାଇଲା ପ୍ରେମିକ

ମୁମ୍ବାଇ: ଆଜି ମୁମ୍ବାଇରେ ଜଣେ ବଡ଼ ଅଧିକାରୀଙ୍କ ପୁଅ ନିଜ ପ୍ରେମିକା ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୁମ୍ବାଇ ନିକଟସ୍ଥ ଥାନେ ଜିଲ୍ଲାରେ । ଏଠାରେ…

ସତ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁମାନ, ଅର୍ଥନୀତି କ୍ଷେତ୍ରରେ ଏହି ୨ ବଡଦେଶକୁ ଟପିଯିବ ଭାରତ

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦାବୀ ସତ ହେବାକୁ ଯାଉଛି । ଆଗାମୀ ୨ ବର୍ଷ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ୫,୦୦୦ ଅରବ ଡଲାରରେ ପହଞ୍ଚିଯିବ । ନୀତି ଆୟୋଗର…

ସଂସଦରେ ସନ୍ଦିଗ୍ଧଙ୍କ ପ୍ରବେଶ ମାମଲାରେ ହେଲା ଆଉ ଏକ ବଡ ଖୁଲାସା, ଅଭିଯୁକ୍ତ କରିଥିଲେ ଏହି ବଡ ଯୋଜନା

ନୂଆଦିଲ୍ଲୀ: ସଂସଦ ଭବନରେ ସନ୍ଦିଗ୍ଧଙ୍କ ପ୍ରବେଶ ମାମଲାରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ଗିରଫ ଅଭିଯୁକ୍ତ ସାଗର ପୋଲିସର ପଚରାଉଚୁରା ସମୟରେ ଏକ ବଡ ଖୁଲାସା କରିଛି । ସେ କହିଛି ପ୍ରଥମେ ସେମାନଙ୍କର ଯୋଜନା…

ଆଜି ଏହି ସ୍ଥାନକୁ ଆସୁଛନ୍ତି ବାଗେଶ୍ୱର ବାବା: ଘରୁ ବାହାରିବା ଆଗରୁ ଦେଖିନିଅନ୍ତୁ କ’ଣ ରହିଛି ଟ୍ରାଫିକ ଆଡ଼ଭାଇଜରୀ

ନୂଆଦିଲ୍ଲୀ: ବାଗେଶ୍ୱର ବାବା ଓରଫ ଧୀରେନ୍ଦ୍ର ଶାସ୍ତ୍ରୀ ସାରା ବିଶ୍ୱରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି । ସେ କିଛି ଦିନ ତଳେ ଓଡ଼ିଶା ଗସ୍ତରେ ଆସି ଜଗନ୍ନାଥ ଦର୍ଶନ ମଧ୍ୟ କରିଥିଲେ । ଆଜି ବାବା ଧିରେନ୍ଦ୍ର କୃଷ୍ଣ…

ଅଯୋଧ୍ୟାରେ କିଏ ତିଆରି କରୁଛନ୍ତି ରାମ ମନ୍ଦିିର, କିପରି ଭାବେ ହେବ ପୂଜାର୍ଚ୍ଚନା: ସାମ୍ନାକୁ ଆସିଲା ବଡ଼ ଖବର

ଅଯୋଧ୍ୟା: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ତେବେ ଜାନୁଆରୀ ମାସ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରରେ ଗର୍ଭଗୃହରେ ପ୍ରଭୁ…

ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ସାଉଦି ଆରବ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମାକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଡିଜିଟାଲୀକରଣ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଗଣତନ୍ତ୍ରର ଇଲେକ୍ଟ୍ରୋନିକ୍ସ ଏବଂ…

ପ୍ରଥମେ ଦୁଇ ପିଲା ଓ ସ୍ତ୍ରୀଙ୍କୁ ଗୁଳିକରି ହତ୍ୟା କଲେ, ଶେଷରେ ନିଜେ ଜୀବନ ହାରିଲେ

ଆନ୍ଧ୍ରପ୍ରଦେଶ: ପରିବାରକୁ ଶେଷ କରିବା ପରେ ନିଜେ ଆତ୍ମହତ୍ୟା କରିବା ଭଳି ଘଟଣା ଆଜି ସାମ୍ନାକୁ ଆସିଛି । ଏଭଳି ଏକ ହୃଦୟ ବିଦାରକ ପଦକ୍ଷେପ ନେଇଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ଜିଲ୍ଲାପାଳଙ୍କ ପିଏସଓ । ମୃତକ ଜଣଙ୍କ ହେଲେ…

ଆମେ ଚାହୁଁନାହୁଁ ଭଡ଼ାରେ କୋଳ ଦେଉଥିବା ଦେଶ ହେଉ ଭାରତ: ସରୋଗେସି ମାମଲାରେ ହାଇକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ସରୋଗେସିର ଧାରା ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିନ ଏକ ଦମ୍ପତିଙ୍କ ସରୋଗେସି…