Browsing Category
ଦେଶ
(Video)ଟନେଲ୍ ଟ୍ରାଜେଡି: ସ୍ତ୍ରୀ’ର ଗହଣା ବିକି ସୁଡଙ୍ଗ ପାଖରେ ପହଞ୍ଚିଲେ ବାପା
ଉତ୍ତରକାଶୀ: ଆଜକୁ ୧୫ ଦିନ ହେଲାଣି କାଳ କୋଠରୀ ଭିତରେ ବନ୍ଦୀ ହୋଇ ରହିଛନ୍ତି ୪୧ ଶ୍ରମିକ। ଉଦ୍ଧାର ପାଇଁ ସମସ୍ତ ପ୍ରଚେଷ୍ଟା କରାଯାଇଥିବା ସତ୍ତ୍ୱେ ବି ଏ ପର୍ୟ୍ୟନ୍ତ ଜଣେ ହେଲେ ବି ଶ୍ରମିକ ବାହାରକୁ ବାହାରି…
ଦଳିତ ନାବାଳକଙ୍କୁ ମାଡ଼ ମାରି ପରିସ୍ରା ପିଆଇଲେ ଗାଁ’ ଯୁବକ, ଶାରିରୀକ ନିର୍ଯାତନା ଦେଇ କାଟି ଦେଲେ..
ଜୌନପୁର: ଜଣେ ଦଳିତ ନାବାଳକଙ୍କୁ ତାଙ୍କ ଗାଁର ଦୁଇ ଜଣ ଯୁବକ ଅତ୍ୟନ୍ତ ନିର୍ମମ ଭାବେ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ନାବାଳକକୁ ପରିସ୍ରା ପିଇବାକୁ ବାଧ୍ୟ କରିବା ସହ ଶାରିରୀକ ନିର୍ୟାତନା ଦେବା ସହ…
ବିବାହ ଏକ ବାହାନା, ଚଉଠି ରାତି ଥିଲା ଛଳନା: ମିଛ କହି ୨ ଭାଇଙ୍କୁ ବିବାହ କରି ଲୁଟିଲେ ଦୁଇ ଭଉଣୀ
ଉତ୍ତରପ୍ରଦେଶ: ଗୋଟିଏ ପରିବାରର ଦୁଇ ଭାଇଙ୍କୁ ବିବାହ କଲେ ଅନ୍ୟ ଏକ ପରିବାରର ୨ ଭଉଣୀ । ହେଲେ ଶାଶୂଘର ଲୋକଙ୍କୁ ନିଶାଯୁକ୍ତ କ୍ଷୀରି ଖୁଆଇ ଟଙ୍କା ଓ ସୁନା ଗହଣା ସହ ବିବାହରେ ମିଳିଥିବା ଉପହାର ଧରି ଚମ୍ପଟ ମାରିଲେ ୨…
(video)ସୁଡଙ୍ଗର ଛାତି ଚିରି ଶ୍ରମିକଙ୍କୁ କରାଯିବ ଉଦ୍ଧାର: ଘଟଣାସ୍ଥଳରେ ଜୟ ଶ୍ରୀରାମ ନାରା, ଭିଡିଓ ଜାରି
ଉତ୍ତରକାଶୀ ସିଲ୍କୟାରା ଟନେଲ ମଧ୍ୟରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଆମେରିକାର ଅଗର ମେସିନ୍ ବିଫଳ ହୋଇଯିବା ପରେ ସମସ୍ତେ ନିରାଶ ହୋଇପଡିଛନ୍ତି । ଏହାପରେ ଉଦ୍ଧାରକାରୀ ଦଳ ଏବେ ଅନ୍ୟ ଏକ ଯୋଜନା ହାତକୁ…
ଲୋମହର୍ଷଣକାରୀ ଘଟଣା: ପ୍ରଥମେ ପତ୍ନୀ, ତା’ପରେ ଶ୍ୱଶୂର ଓ ପରେ ନିଜକୁ ଗୁଳିମାରିଲା ଜ୍ୱାଇଁ
ଉତ୍ତରପ୍ରଦେଶ: ଶ୍ୱଶୂର ଘରେ ପହଞ୍ଚି ପ୍ରଥମେ ପତ୍ନୀଙ୍କୁ ଜୀବନ୍ତ ଜାଳି ଦେଲେ । ପରେ ଶ୍ୱଶୁରଙ୍କୁ ପଥରରେ ଛେଚି ହତ୍ୟା କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ଜ୍ୱାଇଁ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି…
ଚୀନ୍ର ରହସ୍ୟମୟ ରୋଗକୁ ନେଇ ଭାରତରେ ଆତଙ୍କ, କରୋନା ସମୟର ଗାଇଡଲାଇନ୍ ମାନିବାକୁ ସରକାରଙ୍କ ପରାମର୍ଶ
ନୂଆଦିଲ୍ଲୀ: କରୋନା ପରେ ଚୀନ୍ରେ ବ୍ୟାପିଥିବା ରହସ୍ୟମୟ ରୋଗ ଏବେ ବିଶ୍ୱର ବହୁ ଦେଶରେ ଆତଙ୍କ ସୃଷ୍ଟି କରିଛି । ଏହି କ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ମଧ୍ୟ ଚେତାବନୀ ଜାରି କରିସାରିଛି । ଏହି ନୂଆ ରୋଗ…
ଡିସେମ୍ବର ୩କୁ ଅପେକ୍ଷା କରିଛି ସାରା ଦେଶ: ୫ଟି ରାଜ୍ୟର ଫଳାଫଳ ଲେଖିବ ୨୦୨୪ର ଇତିହାସ
ନୂଆଦିଲ୍ଲୀ: ସାରା ଦେଶରେ ଏବେ ୫ଟି ରାଜ୍ୟର ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତା…
୨୬/୧୧ ଆକ୍ରମଣ ଘଟଣା ସହ କ’ଣ ରହିଛି ଏହି ଇସ୍ରାଏଲ ବାଳକଙ୍କ ସମ୍ବନ୍ଧ, ମୋଦୀ ଆଲିଙ୍ଗନ କରି ଭାରତ ଆସିବାକୁ କରିଥିଲେ ଆମନ୍ତ୍ରଣ
ନୂଆଦିଲ୍ଲୀ:୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆଜି ୧୫ ବର୍ଷ ହୋଇଛି । ଏହି ଭୟାନକ ଆକ୍ରମଣର ଚିତ୍ର ଆଜି ବି ଲୋକଙ୍କ ମନରୁ ଲିଭି ନାହିଁ । ପାକିସ୍ତାନୀ ଆତଙ୍କବାଦୀମାନେ ସମୁଦ୍ର…
ଟ୍ରେନରେ ବସିବା ପୂର୍ବରୁ ସାବଧାନ! ମଦ୍ୟପାନ କରି ଡ୍ରାଇଭର ଚଳାଉଛି ଟ୍ରେନ, ବ୍ରେଥ୍ ଆନାଲାଇଜର ଟେଷ୍ଟରେ ୯୯୫ ଲୋକୋ ପାଇଲଟ୍ ଫେଲ୍
ନୂଆଦିଲ୍ଲୀ: ରେଳ ବିଭାଗ କେନ୍ଦ୍ର ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଲାଭଦାୟକ ବିଭାଗ ହୋଇଥିବା ବେଳେ ଦୈନିକ ଟ୍ରେନରେ କୋଟି କୋଟି ଯାତ୍ରୀ ଯିବାଆସିବା କରିଥାନ୍ତି । ସାଧାରଣ ଭାବେ ଟ୍ରେନ ଯାତ୍ରାକୁ ନେଇ ଯାତ୍ରୀ ଓ…
‘ମନ୍ କି ବାତ୍’ରେ ମନେ ପଡ଼ିଲା ୨୬/୧୧: ବୀର ସହୀଦଙ୍କୁ ସଲାମ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୦୭ ତମ ଏପିସୋଡ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ…