Browsing Category
ଦେଶ
‘ମନ୍ କି ବାତ୍’ରେ ମନେ ପଡ଼ିଲା ୨୬/୧୧: ବୀର ସହୀଦଙ୍କୁ ସଲାମ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୦୭ ତମ ଏପିସୋଡ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ…
ଜାତିସଂଘରେ ଏହି ନିର୍ବାଚନରେ ପାକିସ୍ତାନକୁ ମିଳିଲା ବଡ ବିଜୟ, ଭାରତକୁ ହରାଇ ହାସଲ କଲା ଏହି ପଦ
ନୂଆଦିଲ୍ଲୀ:ଜାତିସଂଘରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରାୟ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଯୁକ୍ତି ତର୍କ ହୋଇଥାଏ । ଗୋଟିଏ ପଟେ ପାକିସ୍ତାନ କାଶ୍ମୀର ମାମଲାକୁ ନେଇ ବିଶ୍ୱର କିଛି ଦେଶର ସମର୍ଥନ ପଶିବା ଲାଗି ମିଛ…
ଦେବଦୂତ ସାଜି ଆସିଲେ କ୍ରିକେଟର ଶାମୀ: ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ଦେଲେ ନୂଆ ଜୀବନ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆ ପାଇଁ ଅନେକ ମ୍ୟାଚରେ ସଙ୍କଟମୋଚକ ସାଜିଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ବିଶ୍ୱକପରେ ଦମଦାର ପ୍ରଦର୍ଶନ ପରେ ତାଙ୍କୁ ନେଇ ଲଗାତାର ଚର୍ଚ୍ଚା ଲାଗି ରହିଛି । ତେବେ ଖେଳ…
ଜଣେ SP, ୨ ଜଣ DSPଙ୍କ ସମେତ ୭ ଜଣ ପୋଲିସ ସସପେଣ୍ଡ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପରେ ବଡ଼ ଆକ୍ସନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପଞ୍ଜାବ ଡିଜିପି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ ୭ ଜଣ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ସସପେଣ୍ଡ କରି…
26/11 Attack; ରକ୍ତରେ ଭିଜି ଯାଇଥିଲା ମାୟା ନଗରୀ: ଭାରତ ଅତୀତର କଳା କାହାଣୀରେ ମୁମ୍ବାଇ ବ୍ଲାଷ୍ଟ, ପୂରିଲା ୧୫ ବର୍ଷ
ଓଡ଼ିଶା ଭାସ୍କର: ୧୫ ବର୍ଷ ତଳର କଥା... ସବୁଦିନ ପରି ସେଦିନ ମଧ୍ୟ ହସ ଖୁସିରେ ଆରମ୍ଭ ହୋଇଥିଲା । ସୂର୍ଯ୍ୟଙ୍କ କିରଣ ସହିତ ମୁମ୍ବାଇ ସହରରେ ବିଞ୍ଚି ହୋଇ ଯାଇଥିଲା ହସଖୁସିର ମାହୋଲ । କିନ୍ତୁ କିଏ ଜାଣିଥିଲା, କେତେ…
ସକାଳୁ ସକାଳୁ ଭୂମିକମ୍ପରେ ଥରିଲା ରାଜ୍ୟ: ୩ ଉପରେ ରହିଛି ତୀବ୍ରତା
ନୂଆଦିଲ୍ଲୀ: ସକାଳୁ ସକାଳୁ ଅନୁଭୂତ ହୋଇଛି ଭୂମିକମ୍ପର ଏକ ଶକ୍ତ ଝଟକା । ହରିୟାଣାର ସୋନିପତରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩ ଥିବା ରେକର୍ଡ କରାଯାଇଛି । ତେବେ ଭୂମିକମ୍ପରେ…
ବିଧାନସଭା ଅଧିବେଶନରେ ଗୃହକୁ ମୋବାଇଲ ଫୋନ ନେଇପାରିବେନି ବିଧାୟକ, ପତାକା ଏବଂ ବ୍ୟାନର ମଧ୍ୟ ନିଷେଧ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭାର ଶୀତ ଅଧିବେଶନ ୨୮ ନଭେମ୍ବରରେ ଆରମ୍ଭ ହେବାକୁ ଯାଉଛି। ୬୬ ବର୍ଷ ପରେ ଯୋଗୀ ଆଦିତ୍ୟନାଥଙ୍କ ଅଧୀନରେ ନୂତନ ନିୟମ ସହିତ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେବ। ଗତ ଅଧିବେଶନରେ…
RBI ନେଲା ବଡ଼ ଆକ୍ସନ: Bank Of Baroda ସମେତ ୩ ବ୍ୟାଙ୍କ ଉପରେ ୧୦ କୋଟି ଜରିମାନା
ନୂଆଦିଲ୍ଲୀ: ଦେଶର ସମସ୍ତ ବ୍ୟାଙ୍କର କାର୍ଯ୍ୟକଳାପ ଉପରେ ନଜର ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହା ଭିତରୁ କୌଣସି ନିୟମକୁ ଉଲ୍ଲଙ୍ଘନ କଲେ ସମ୍ପୃକ୍ତ ବ୍ୟାଙ୍କ ଉପରେ ଆରବିଆଇ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରେ…
BIG BREAKING: କୋଚି ବିଶ୍ୱବିଦ୍ୟାଳୟରେ ଦଳାଚକଟା, ୪ ମୃତ ସାଙ୍ଗକୁ ଏକାଧିକ ଗୁରୁତର
ବାଙ୍ଗାଲୁର: ସଙ୍ଗୀତ କାର୍ୟ୍ୟକ୍ରମ ଚାଲିଥିବା ବେଳେ ଦଳାଚକଟା। କେରଳରେ ଥିବା କୋଚି ବିଶ୍ୱବିଦ୍ୟାଳୟ(CUSAT) ରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି। ଫଳରେ ଏଥିରେ ୪ଜଣ ମୃତ ହୋଇଥିବା ବେଳେ ଏକାଧିକ ଗୁରୁତର ଆହତ…
ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକିଲା ଉଦ୍ଧାର କାର୍ଯ୍ୟ: କାହାରି ପାଖରେ ନାହିଁ କୌଣସି ଉତ୍ତର
ଉତ୍ତରକାଶୀ: ଉତ୍ତରକାଶୀ ଟନେଲ ଉପରେ ରହିଛି ସାରା ଦେଶବାସୀଙ୍କ ନଜର। ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି।…