
Browsing Category
ଦେଶ
ଶସ୍ତା ହେବ ପେଟ୍ରୋଲ-ଡିଜେଲ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିର ଖବର । ଦେଶରେ କମିବ ପେଟ୍ରୋଲ ଓ ଡିଜେଲ ଦର । ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ସୂଚନା ଦେଇଛନ୍ତି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ…
Stock Market Today : ବଜାର ଖୋଲିବା ମାତ୍ରେ ଆକ୍ସିସ୍ ବ୍ୟାଙ୍କ ସେୟାର ହ୍ରାସ, 6 ପ୍ରତିଶତ ଖସିଲା
ନୂଆଦିଲ୍ଲୀ: ଆଜି ସପ୍ତାହର ଶେଷ ବ୍ୟବସାୟ ଦିନ ଷ୍ଟକ୍ ବଜାର ପାଇଁ ନେଗେଟିଭ ଥିଲା। ଶୁକ୍ରବାର ବ୍ୟବସାୟ ଅଧିବେଶନ ମାନ୍ଦାବସ୍ଥା ସହିତ ଆରମ୍ଭ ହୋଇଥିଲା। 30-ସେୟାର ବିଏସଇ ବେଞ୍ଚମାର୍କ ସୂଚକାଙ୍କ ସେନସେକ୍ସ 70 ପଏଣ୍ଟ…
TRFକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା, ଭାରତ ଟ୍ରମ୍ପଙ୍କୁ ନୁହେଁ ଏହି ନେତାଙ୍କୁ ଦେଲେ ଧନ୍ୟବାଦ
ନୂଆଦିଲ୍ଲୀ: ଆମେରିକା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଆମେରିକାକୁ ଧନ୍ୟବାଦ…
ନିଜକୁ IAS କହିଲେ ଲୁଟେରା, ପ୍ରମାଣ ବି ଦେଖାଇଲେ…କାଣ୍ଡ ଜାଣି ଉଡିଯବ ହୋସ୍
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାରେ ଲୁଟେରାଙ୍କ ନୂଆ ଆବତାର । ନିଜକୁ IAS ଅଫିସର କହି ଏପରି କାଣ୍ଡ କଲେ, ଶୁଣିଲେ ଆପଣ ବି ଆଶ୍ଚର୍ଯ୍ଯ ହୋଇଯିବେ । Bla-Bla ଆପ୍ ମାଧ୍ୟମରେ କାର ବୁକ୍ କରି ଯାତ୍ରା କରୁଥିବା…
ସକାଳୁ ସକାଳୁ ବଡ଼ ଦୁର୍ଘଟଣା: କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୪ ମୃତ, ଜଣେ ଗୁରୁତର
ତେଲେଙ୍ଗାନା: ଶୁକ୍ରବାର ସକାଳୁ ସକାଳୁ ତେଲେଙ୍ଗାନାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରଙ୍ଗାରେଡ୍ଡି ଜିଲ୍ଲାର ଆଦିବାଟଲା ଥାନା ଅନ୍ତର୍ଗତ ବୋଙ୍ଗୁଲୁରୁ ଗେଟ ନିକଟରେ ଘଟିଛି ଏହି ଦୁର୍ଘଟଣା ।
କାର ଏବଂ ଟ୍ରକ ମଧ୍ୟରେ…
ଘରର ଏହି ଦିଗରେ ଲଗାନ୍ତୁ ବାଉଁଶ ଗଛ; ବଦଳିଯିବ ଭାଗ୍ୟ, ଧନକୁ କରିବ ଆକର୍ଷତ
ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ରରେ ବାଉଁଶ ଗଛକୁ ବହୁତ ଶୁଭ ବୋଲି ମାନାଯାଏ। ଏହି ଗଛ ଜୀବନରେ ସକାରାତ୍ମକତା ଏବଂ ପ୍ରଗତି ଆଣିଥାଏ। ଆପଣ ଏହି ଗଛକୁ ଅନେକ ଲୋକଙ୍କ ଘର କିମ୍ବା ଅଫିସରେ ଲଗାଯାଇଥିବା ଦେଖିଥିବେ।…
ଇମେଲ ଜରିଆରେ 20 ସ୍କୁଲକୁ ବୋମା ଧମକ: ସପ୍ତାହକ ଭିତରେ ତୃତୀୟ ଥର ଆସିଲା ଧମକ
ଦିଲ୍ଲୀ: ଆଜି ପୁଣି ଥରେ ଆସିଲା ବୋମା ଧମକ । ଦିଲ୍ଲୀର 20ରୁ ଅଧିକ ସ୍କୁଲକୁ ଗୋଟିଏ ଦିନରେ ଉଡ଼ାଇ ଦେବାକୁ ଧମକ ଆସିଛି । ସପ୍ତାହକ ଭିତରେ ତୃତୀୟ ଥର ଇ-ମେଲରେ ମିଳିଛି ଧମକ । ଧମକ ପରେ ପୋଲିସ ପକ୍ଷରୁ ତନାଘନା ଜାରି…
ଶ୍ରାବଣ ମାସରେ ରୂପାର ନନ୍ଦୀ ଘରକୁ ଆଣିଲେ କ’ଣ ହୁଏ ? ଜାଣନ୍ତୁ ଏହାର ଚମତ୍କାରିତା
ଓଡ଼ିଶା ଭାସ୍କର: ଶ୍ରାବଣ ମାସରେ ଶିବଙ୍କ ପୂଜା ବହୁତ ଶୁଭ ବୋଲି ମାନାଯାଏ । ଏହି ମାସରେ, ଭକ୍ତମାନେ ଶିବଙ୍କ ଆଶୀର୍ବାଦ ପାଇଁ ଉପବାସ, ପୂଜା, ଭଜନ, ମନ୍ତ୍ର ଜପ, କାଉଁଡ଼ି ଯାତ୍ରା ଏବଂ ଧ୍ୟାନ ଇତ୍ୟାଦି କରନ୍ତି। ଏହା…
କାଉଡିଆଙ୍କ ପୁଣ୍ୟ ନେଇଗଲେ ମୁଖ୍ୟମନ୍ତ୍ରୀ! ବୋଲବମଧାରୀଙ୍କ ଉପରେ ହେଲିକପ୍ଟରରୁ ହେଲା ପୁଷ୍ପ ବର୍ଷା
ହରିଦ୍ୱାର: ହରିଦ୍ୱାରରେ ଚାଲିଥିବା କାଉଡ଼ି ଯାତ୍ରା ସମୟରେ ଗୁରୁବାର ଶିବ ଭକ୍ତ କାଉଡ଼ିଆମାନଙ୍କ ଉପରେ ହେଲିକପ୍ଟର ମାଧ୍ୟମରେ ଫୁଲ ବର୍ଷା କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସେମାନଙ୍କ ପାଦ…
ଛଙ୍ଗୁର ବାବାଙ୍କ ସମ୍ପତି ଦେଖି ଅଫିସରଙ୍କ ଆଖି ଟେରା, ଘରଦ୍ୱାର, ଜମି, ଦୋକାନ ସବୁର ମାଲିକ ବାବା
ନୂଆଦିଲ୍ଲୀ: ଛଙ୍ଗୁର ବାବାର ସମ୍ପତିକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଯାଞ୍ଚ ଚଳାଇଛି । ବର୍ତ୍ତମାନ ସୁଦ୍ଧା ଛଙ୍ଗୁର ବାବାଙ୍କ ନାଁରେ ୧୦.୧୧ କୋଟି ଟଙ୍କାର ଧନ ସମ୍ପତି ଥିବା ଜଣାପଡ଼ିଛି ।
ଯାଞ୍ଚ…