CHARIDHAM
Browsing Category

ଦେଶ

ଅବସର ପ୍ରତ୍ୟାହାର କରିବେ କି ବିରାଟ, ପୁଣି ନେବେ କି ୟୁ-ଟର୍ଣ୍ଣ?

ନୂଆଦିଲ୍ଲୀ: ଭାରତ- ଇଂଲଣ୍ଡ ମଧ୍ୟରେ ୨୩ରୁ ଆରମ୍ଭ ହେବ ଚତୁର୍ଥ ଟେଷ୍ଟ ମ୍ୟାଚ୍‌। ସେହିପରି ସିରିଜ ଆରମ୍ଭ ପୂର୍ବରୁ ଭାରତର ଦିଗଜ କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ବିରାଟ କୋହଲି ୧୨…

ସୁପ୍ରିମ କୋର୍ଟରେ ବଡ଼ ନିଷ୍ପତ୍ତି: ପିତାଙ୍କୁ ଦିଆଯାଇଥିବା ଶିଶୁ ହେପାଜତ ନିଷ୍ପତ୍ତି ଭୁଲ ଥିଲା, ବଦଳାଇଲେ କଷ୍ଟଡି

ନୂଆଦିଲ୍ଲୀ : ଭାରତର ସୁପ୍ରିମକୋର୍ଟ ପିତା ଓ ପୁତ୍ରଙ୍କ ସମ୍ପର୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଜଣେ ୧୨ ବର୍ଷୀୟ ବାଳକର ହେପାଜତ (କଷ୍ଟଡି) ପିତାଙ୍କୁ ଦେବାର ପୂର୍ବ ନିଷ୍ପତ୍ତିକୁ ପରିବର୍ତ୍ତନ…

ଉଦ୍ଧବଙ୍କୁ ଏକ ବଡ଼ ଅଫର ଦେଲେ ମୁଖ୍ୟମନ୍ତ୍ରୀ ଫଡନାଭିସ୍, କହିଲେ ଆପଣଙ୍କୁ ଏଠାରେ…

ମୁମ୍ବାଇ,୧୭ା୭: ଗୁରୁବାର ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପରସ୍ପରକୁ ସାକ୍ଷାତ କରି ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା କରିଥିଲେ। ଉଦ୍ଧବ ଠାକରେଙ୍କ ସହିତ ତାଙ୍କ ପୁଅ ତଥା…

ଷ୍ଟାଡିୟମ ଦଳାଚକଟା ଘଟଣା, ବିରାଟଙ୍କୁ ଦାୟୀ କଲେ କର୍ଣ୍ଣାଟକ ସରକାର

କର୍ଣ୍ଣାଟକ: ବାଙ୍ଗାଲୋର ଦଳାଚକଟା ମାମଲା। ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କଲେ କର୍ଣ୍ଣାଟକ ସରକାର। କର୍ଣ୍ଣାଟକ ସରକାର କହିଛନ୍ତି ଜୁନ୍ ୪ ତାରିଖରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲର ବିଜୟ ପରେଡ୍ ଆୟୋଜନ…

ଝିଅ ଜନ୍ମ ହେବାରୁ ସୈତାନ ସାଜିଲା ବାପା, ୭ ବର୍ଷର କୁନି ଝିଅକୁ କେନାଲକୁ ଜୀଅନ୍ତା ଫୋପାଡ଼ି କଲା ହତ୍ୟା

ଗୁଜୁରାଟ: ସୈତାନ ବାପା। ଦ୍ୱିତୀୟ ଥର ସ୍ତ୍ରୀ କନ୍ୟା ସନ୍ତାନ ଜନ୍ମ କରିବାରୁ ପୁଅ ପାଇବାର କାମନାରେ ଅନ୍ଧ ହୋଇ ଜଣେ ବାପା ତାର ବଡ଼ ଝିଅକୁ ହତ୍ୟା କରିଛି।  ଆଉ ପରେ କେନାଲକୁ ଫିଙ୍ଗି ଦେଇଛି। ପୁଅ ନହେବାରୁ ରାଗରେ…

ଦେଶର ସବୁଠାରୁ ସ୍ୱଚ୍ଛ ସହରଙ୍କ ତାଲିକା ପ୍ରକାଶିତ, ଜାଣନ୍ତୁ ଟପରେ ରହିଲା କେଉଁ ସହର ?

ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୪-୨୫ର ଫଳାଫଳ ଆଜି ପ୍ରକାଶ ପାଇଛି, ଏବଂ ମଧ୍ୟପ୍ରଦେଶର ଇନ୍ଦୋର ପୁଣି ଥରେ ଲଗାତାର ଅଷ୍ଟମ ଥର ପାଇଁ ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ସ୍ଥାନ ପାଇଛି। ଏହି ସମ୍ମାନଜନକ ଖିତାବ ହାସଲ…

IND VS ENG : କର ବା ମର ସ୍ଥିତି… ଚତୁର୍ଥ ଟେଷ୍ଟରେ ଭାରତ ମାରି ପାରିବ ତ ବାଜି ?

ନୂଆଦିଲ୍ଲୀ: ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡରେ ଖେଳାଯିବ ଭାରତ- ଇଲଂଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ। ୨୩ ଜୁଲାଇରୁ ଆରମ୍ଭ ହେବ ଏହି ମ୍ୟାଚ୍‌। ତିନୋଟି ମ୍ୟାଚ ପରେ ଇଂଲଣ୍ଡ ଏବେ ୨-୧ରେ ଆଗୁଆ ଅଛି। ଚତୁର୍ଥ ଟେଷ୍ଟ…

ଟୋଲ ଟ୍ୟାକ୍ସରେ ମିଳିବ ବଡ଼ ରିହାତି: ସରକାରଙ୍କ ନୂଆ ଯୋଜନାରେ ଅଧା ହୋଇପାରେ ଟୋଲ ଖର୍ଚ୍ଚ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ଜାତୀୟ ରାଜପଥ (NH) ରେ ଟୋଲ ଟ୍ୟାକ୍ସ ହାରରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ପାଇଁ ପ୍ରସ୍ତାବ ରଖିଛି। ଏହି ନୂଆ ନିୟମ ଅନୁସାରେ, ଯଦି ୧୦ ମିଟର…

ସ୍ତ୍ରୀ ନୁହେଁ ତୁ ଡାହାଣୀ… ମୁହଁରେ ପକାଇଲେ ଛେପ, ଯୌତୁକ ପାଇଁ ନିର୍ଯାତନା

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଗୋରଖପୁରରେ ଜଣେ ବ୍ୟକ୍ତି ବିବାହର ମାତ୍ର ତିନି ଦିନ ପରେ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ କହିଥିଲେ। ମହିଳା ଜଣକ ପୋଲିସ ଷ୍ଟେସନରେ ପହଞ୍ଚି ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ…

ଚଳନ୍ତା ଗାଡ଼ିରେ ବିବାହିତା ମହିଳାଙ୍କ ସହ ଗଣଦୁଷ୍କର୍ମ: ୧୧ ଦିନ ବନ୍ଧକ ରଖି ନିର୍ଯାତନା, ଅଚେତ ଅବସ୍ଥାରେ ରାସ୍ତାରେ ଫିଙ୍ଗିଦେଇ ଫେରାର

ରାଜସ୍ଥାନର ଅଲଓ୍ଵାର ଜିଲ୍ଲାର ବଗଡ଼ ତିରାୟା ଥାନା ଅଞ୍ଚଳରେ ଏକ ବିବାହିତା ମହିଳାଙ୍କ ସହ ଗଣଦୁଷ୍କର୍ମର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏପ୍ରିଲ ୨୫, ୨୦୨୫ ରାତିରେ ମହିଳାଙ୍କୁ ସାତ ଜଣ ଦୁର୍ବୃତ୍ତ ବୋଲେରୋ…