Browsing Category

ଦେଶ

8ଟି ବିମାନ ଉଡ଼ାଣ ବାତିଲ କଲା Air India; ରକ୍ଷଣାବେକ୍ଷଣ, ଯାଞ୍ଚ ପାଇଁ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ପୁଣି ବାତିଲ ହେଲା ଏୟାର ଇଣ୍ଡିଆ ବିମାନ ଉଡ଼ାଣ । 8ଟି ବିମାନର ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ। ରକ୍ଷଣାବେକ୍ଷଣ ଓ ଯାଞ୍ଚ ପାଇଁ ଉଡ଼ାଣ ବାତିଲ ହୋଇଥିବା ସୂଚନା ମିଳିଛି । ଆଜି ଏୟାର ଇଣ୍ଡିଆ, ତାର 4…

(ଭାଇରାଲ ଭିଡିଓ) DSPଙ୍କ ସ୍ତ୍ରୀଙ୍କୁ ସବୁ ମାଫ! ନିୟମ ଭାଙ୍ଗିଲେ ଅଫିସରଙ୍କ ସ୍ତ୍ରୀ, ଡ୍ରାଇଭର ନାଁରେ ମାମଲା

ରାୟପୁର: ଛତିଶଗଡ଼ରେ ରାଜନୈତିକ ମାହୋଲ ସରଗରମ ରହିଛି । ତା’ ପୁଣି ଗଣେ ପୋଲିସ ଅଫିସରଙ୍କ ସ୍ତ୍ରୀଙ୍କୁ ନେଇ । ଛତିଶଗଡ଼ର ସିନିୟର ପୋଲିସ ଅଫିସରଙ୍କ ସ୍ତ୍ରୀ ଅଫିସ ଗାଡ଼ିରେ ବସି ନିଜ ବାର୍ଥଡେ’ ପାଳିଛନ୍ତି । ଅଫିସରଙ୍କ…

ସୋନମ ଯେଉଁ ଟ୍ୟାକ୍ସିରେ ଗାଜିପୁର ଯାଇଥିଲେ, ସେଇ ଡ୍ରାଇଭରର ବଡ଼ ଖୁଲାସା, ୩୦ ହଜରରେ କରିଥିଲେ ବୁକ୍‌

ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାର ଯାଞ୍ଚରେ ଜୋରସରରେ ଲାଗିପଡ଼ିଛି ଶିଲଙ୍ଗ ପୋଲିସ। ସୋନମ ଯେଉଁ ଟ୍ୟାକ୍ସିରେ ଇନ୍ଦୋରରୁ ଗାଜିପୁର ଯାଇଥିଲେ ତା’ର ଡ୍ରାଇଭର ପୋଲିସ ସାମ୍ନାରେ ଏକ ବଡ଼ ଖୁଲାସା କରିଛି। ଡ୍ରାଇଭର…

Data Breach: ୧୬ ବିଲିୟନ ଲଗଇନ୍ ଲିକ୍, ଆପଲ୍-ଗୁଗୁଲ୍ ଭଳି କମ୍ପାନୀର ଗ୍ରାହକଙ୍କ ପାଇଁ ବିପଦ

ନୂଆଦିଲ୍ଲୀ: ଗୁଗୁଲ୍, ଆପଲ୍ ଏବଂ ଫେସବୁକ୍ ଆକାଉଣ୍ଟ ବ୍ୟବହାର କରୁଥିବା ୧୬ ବିଲିୟନ ଲୋକଙ୍କ ଉପରେ ବିପଦ ମାଡ଼ି ଆସୁଛି । ସମ୍ପ୍ରତି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି ଯାହା ଦର୍ଶାଉଛି ଯେ ୧୬ ବିଲିୟନ ପାସୱାର୍ଡ ଏବଂ…

ଶୁଭାଂଶୁ ଶୁକ୍ଳାଙ୍କ ଆକ୍ସିଅମ୍-୪ ମିଶନ୍ ପୁଣି ସ୍ଥଗିତ, ଜୁନ 22ରେ ହେବନି ଲଞ୍ଚ

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ନେବା ପାଇଁ ଥିବା ଆକ୍ସିଅମ୍ ସ୍ପେସ୍ ମିଶନକୁ ପୁଣି ଥରେ ସ୍ଥଗିତ ରଖାଯାଇଛି । ଶେଷ ଉତକ୍ଷେପଣ ତାରିଖ ୧୯ ଜୁନ୍ ରୁ ୨୨ ଜୁନ୍…

ଆଜିଠୁ ଆରମ୍ଭ ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ ସିରିଜ୍, 18 ବର୍ଷ ପରେ ଇଂଲଣ୍ଡରେ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ ସିରିଜ୍ । ଇଂଲଣ୍ଡ ଲିଡ୍ସରେ ଖେଳାଯିବ ସିରିଜର ପ୍ରଥମ ଟେଷ୍ଟ । ଅପରାହ୍ନ ସାଢେ 3 ଟାରୁ ଆରମ୍ଭ ହେବ ମ୍ୟାଚ୍ । ଗିଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍…

୩ଟି ଅନ୍ତର୍ଜାତୀୟ ରୁଟ୍ ବନ୍ଦ, ୧୬ଟିରେ ବିମାନ ଚଳାଚଳ ହ୍ରାସ..ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ହେବା ପରଠାରୁ ଏୟାର ଇଣ୍ଡିଆ ଚର୍ଚ୍ଚାରେ ରହିଛି । କେତେବେଳେ ଜରୁରୀକାଳୀନ ଅବତରଣ ଯୋଗୁଁ ତ କେତେବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆ ଉପରେ ଅନେକ…

ଅଧିନାୟକ ଶୁଭମନ ଗିଲଙ୍କୁ ଗୁରୁମନ୍ତ୍ର ଦେଲେ ସଚିନ ତେନ୍ଦୁଲକର, କହିଲେ-ବାହାରେ କ’ଣ ହେଉଛି ଧ୍ୟାନ ଦିଅନି

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ ୨୦ ଜୁନରେ ଅର୍ଥାତ ଆଜି ଶୁଭମନ ଗିଲ୍ ପ୍ରଥମ ଥର ଭାରତୀୟ ଟିମର ଅଧିନାୟକତ୍ୱ ସମ୍ଭାଳିବେ। ଭାରତୀୟ ଟିମ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ସେମାନଙ୍କୁ ଲିଡସ୍ ମଇଦାନରେ ସିରିଜର ପ୍ରଥମ…

Amazon ଭାରତରେ ନିବେଶ କରିବ ୨୦୦୦ କୋଟିରୁ ଅଧିକ, ଗ୍ରାହକଙ୍କୁ ମିଳିବ ଏହି ଦମଦାର ସେବା

ନୂଆଦିଲ୍ଲୀ: ଭାରତରେ 2000 କୋଟି ଟଙ୍କାରୁ ଅଧିକ ନିବେଶ କରିବ ଇ-କମର୍ସ ଆମାଜନ ଇଣ୍ଡିଆ। ଗୁରୁବାର ଏହା ଘୋଷଣା କରି କମ୍ପାନୀ କହିଛି ଯେ, ଆମର ଉଦ୍ଦେଶ୍ୟ ହେଉଛି All India Operational Networkକୁ ଆହୁରି ମଜବୁତ…

ପ୍ରତିଦିନ ୧୨ ଘଣ୍ଟା ଅଫିସରେ କାମ କରିବାକୁ ହୁଅନ୍ତୁ ପ୍ରସ୍ତୁତ, ସରକାର ଆଣିଲେ ନୂଆ ପ୍ରସ୍ତାବ : ବିରୋଧରେ ରାସ୍ତାକୁ ଓହ୍ଲାଇଲେ କର୍ମଚାରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରଙ୍କ ଏକ ନୂଆ ପ୍ରସ୍ତାବ ଅନୁଯାୟୀ, ରାଜ୍ୟରେ କାମ କରିବାର ଘଣ୍ଟା ୯ରୁ ବଢ଼ାଇ ୧୨ ଘଣ୍ଟା କରିବାକୁ ଯୋଜନା କରାଯାଉଛି। ଏହି ପ୍ରସ୍ତାବକୁ ନେଇ ବେଙ୍ଗାଲୁରୁରେ ଆଇଟି ଓ ଅନ୍ୟାନ୍ୟ କ୍ଷେତ୍ରର…