Browsing Category
ଦେଶ
ବିଷାକ୍ତ ମଦ ପିଇ ୫ ମୃତ, ପରିବାର ଲୋକ ଦେଲେ ସୂଚନା
ନାଳନ୍ଦା: ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଭଳି ଘଟଣା ବିହାରର ନାଳନ୍ଦାରୁ ଶୁଣିବାକୁ ମିଳିଛି । ମୃତକଙ୍କ ପରିବାର ଏନେଇ ସୂଚନା ଦେଇଛନ୍ତି । ତେବେ ଏନେଇ କୌଣସି ଅଫିସିଆଲ୍ ସୂଚନା ମିଳିନାହିଁ ।…
ଟ୍ରେନରେ ବିନା କାରଣରେ Alarm Chain ବ୍ୟବହାର କରିବା ଦ୍ୱାରା ପଡ଼ିପାରନ୍ତି ବଡ଼ ସମସ୍ୟାରେ, ଜାଣନ୍ତୁ କଣ
ନୂଆଦିଲ୍ଲୀ : ଆପଣ ମାନେ ଟ୍ରେନରେ କେବେ ନା କେବେ ନିଶ୍ଚୟ ଯାତ୍ରା କରିଥିବେ । ଏହାକୁ ଭାରତର ଲାଇଫ୍ ଲାଇନ୍ ବୋଲି ମଧ୍ୟ କୁହାଯାଇଥାଏ । ତେଣୁ ଆପଣ ଟ୍ରେନରେ ଯାତ୍ରା କରିବା ସମୟରେ କିଛି ଜରୁରୀ ନିୟମ ସମ୍ପର୍କରେ…
କରୋନା କହର: ୨୪ ଘଣ୍ଟାରେ ୨.୬ ଲକ୍ଷ ସଂକ୍ରମିତ ଚିହ୍ନଟ, ଓମିକ୍ରନ ମାମଲା ୬ ହଜାର ପାର୍
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୬୮ ହଜାର ୮୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭ ହାର ୧୬.୬୬ ପ୍ରତିଶତ…
ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କର ବିକିନି ଫଟୋ ଭାଇରାଲ୍, ପ୍ରତିକ୍ରିୟାରେ କହିଲେ ଏପରି
ମେରଠ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨କୁ ନେଇ ମାହୋଲ ସରଗରମ ରହିଛି । ସବୁ ଦଳର ନେତା ମନ୍ତ୍ରୀ ମାନେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ଜଣେ ମହିଳା ଆଶାୟୀ ପ୍ରାର୍ଥୀଙ୍କର ପେସାକୁ ନେଇ ପ୍ରଶ୍ନ…
ସମସ୍ତ ସରକାରୀ କର୍ମଚାରୀଙ୍କ ମାସିକ ଦରମା ହେବ ୨୬ ହଜାର, ନିର୍ବାଚନ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ କରିପାରନ୍ତି ଘୋଷଣା
ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଭୋଟରଙ୍କୁ ନିଜ ପକ୍ଷକୁ ଟାଣିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କର ସର୍ବନିମ୍ନ ବେତନ…
୨୪ କ୍ୟାରେଟ୍ ସୁନାର ଆଇସ୍ କ୍ରିମ୍ ଭିଡିଓ ଭାଇରାଲ୍, ଜାଣନ୍ତୁ କେତେ ରହିଛି ଦାମ୍; ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଯଦି ଆପଣଙ୍କୁ ମଧ୍ୟ କିସମ କିସମର ଆଇସ୍ କ୍ରିମ୍ ଖାଇବାକୁ ପସନ୍ଦ ତେବେ ଆପଣ ହାଇଦ୍ରାବାଦ୍ ନିଶ୍ଚୟ ଯାଆନ୍ତୁ । ଏଠାରେ ଆପଣଙ୍କୁ ଏପରି ଆଇସ୍ କ୍ରିମ୍ ମିଳିବ ଯାହା ଆପଣ କେଉଁଠି ବି ପାଇବେ ନାହିଁ । ଖାସ୍…
ରେଳବାଇର ବଡ଼ ନିଷ୍ପତ୍ତି: ଗାର୍ଡ ନୁହେଁ ଏବେଠାରୁ କୁହନ୍ତୁ ମ୍ୟାନେଜର୍, କଣ ଦରମା ଉପରେ ବି ପଡ଼ିବ ପ୍ରଭାବ?
ନୂଆଦିଲ୍ଲୀ: ରେଳରେ ଏବେ ଗାର୍ଡଙ୍କୁ ମ୍ୟାନେଜର ବୋଲି କୁହାଯିବ । ଭାରତୀୟ ରେଳବାଇ ଏବେ ଟ୍ରେନ୍ ଗାର୍ଡର ପଦନାମକୁ ବଦଳାଇ ଦେଇଛି । ଏଣିକି ଗାର୍ଡ ମାନେ ମ୍ୟାନେଜର୍ ନାମରେ ଜଣାଯିବେ । ଆଦେଶ ମୁତାବକ, ଗାର୍ଡ ମାନଙ୍କ…
କଣ ମହିଳାଙ୍କ ପାଖରେ ନାହିଁ ବୈବାହିକ ଦୁଷ୍କର୍ମକୁ ‘ଦୁଷ୍କର୍ମ’ କହିବାର ଅଧିକାର? ହାଇକୋର୍ଟରେ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା
ନୂଆଦିଲ୍ଲୀ: ବୈବାହିକ ଦୁଷ୍କର୍ମକୁ ନେଇ ଅନେକ ସମୟରେ ବିବାଦ ଲାଗି ରହିଥାଏ । ବର୍ତ୍ତମାନ ଏହି ସମ୍ବନ୍ଧୀୟ ଆଇନ ଅନୁଯାୟୀ, ସ୍ୱାମୀଙ୍କ କ୍ଷେତ୍ରରେ ଆପତ୍ତି ଉଚ୍ଛେଦକୁ ସମର୍ଥନ କରାଯାଇଛି। ଶୁକ୍ରବାର ଦିନ ଏକ ଆମିକସ୍…
କାରରେ ଏଣିକି ୬ଟି ଏୟାରବ୍ୟାଗ୍ ରହିବା ବାଧ୍ୟତାମୂଳକ, ଜାଣନ୍ତୁ କଣ କହିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଏଣିକି ୮ ସିଟ୍ ବିଶିଷ୍ଟ ଗାଡ଼ିରେ ୬ଟି ଏୟାରବ୍ୟାଗ୍ ରହିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି…
‘କଙ୍ଗନାଙ୍କ ଗାଲ ଠାରୁ ମଧ୍ୟ ଅଧିକ ଚିକ୍କଣ ହେବ ରାସ୍ତା’ : କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ: କଙ୍ଗନାଙ୍କ ଗାଲ ପରି ରାସ୍ତା ତିଆରି କରିବା ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଝାଡଖଣ୍ଡ ଜାମତାରା କଂଗ୍ରେସ ବିଧାୟକ ଇରଫାନ ଅନସାରୀ । ସେ କହିଛନ୍ତି ନିଜ ବିଧାନସଭା କ୍ଷେତ୍ରରେ ସବୁ…