fbpx
BJD SKY
BJD SKY
Browsing Category

ଦେଶ

ଆଜି ଘୋଷଣା ହୋଇପାରେ ଦିଲ୍ଲୀ ନିର୍ବାଚନ ତାରିଖ!

ନୂଆଦିଲ୍ଲୀ, ୬ା୧: ଦିଲ୍ଲୀରେ ନିର୍ବାଚନ ନେଇ ଆଜି ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିଛି । ଅପରାହ୍ନ ୪ଟାରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ନେଇ ସୂଚନା ରହିଛି । ନିର୍ବାଚନ ତାରିଖ ଘୋଷଣା ସହିତ ନିର୍ବାଚନର…

୮ରେ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା

ନୂଆଦିଲ୍ଲ,୬ ।୧: ଆସନ୍ତା ୮ ତାରିଖରେ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ୧୨ ଦଫା ଦାବି ନେଇ ଏହି ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ ପକ୍ଷରୁ ଏହି…

ଜେଏନୟୁରେ ଆକ୍ରମଣ, ଭୟରେ କ୍ୟାମ୍ପସ ଛାଡିଲେ ଛାତ୍ର

ନୂଆଦିଲ୍ଲୀ,୬ ।୧: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଗତକାଲି ହୋଇଥିବା ହିଂସାକୁ ନେଇ ଆଜି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିଶ୍ୱବିଦ୍ୟାଳୟରେ ପଶି ଏବିଭିପି ଛାତ୍ରମାନେ ସଂଘବଦ୍ଧ ଆକ୍ରମଣ କରିଥିବା…

ଲମ୍ବା ନାକ ଥିବାରୁ ବିବାହ ଭାଙ୍ଗିଲେ କନ୍ୟା

କୌଣସି ବିବାହ ପ୍ରସ୍ତାବକୁ ପୁଅ ଝିଅ ମନା କରିବାର ହଜାର କାରଣ ରହିଥାଏ । କିନ୍ତୁ ଲମ୍ବା ନାକ କାରଣରୁ କୌଣସି ବିବାହ ଭାଙ୍ଗିଥିବାର ଆପଣ ଶୁଣିଛନ୍ତି କି ? ଏପରି ଏକ ଘଟଣା ବେଙ୍ଗଲୁରୁ ସହରରେ ଦେଖିବାକୁ ମିଳିଛି, ଯାହା…

ଦିଲ୍ଲୀରେ ସରକାର ଗଢିବ ବିଜେପି: ଅମିତ ଶାହା

ନୂଆଦିଲ୍ଲୀ,୫ ।୧: ଦିଲ୍ଲୀରେ ବିଜେପି ବୁଥ୍ କର୍ମକର୍ତ୍ତାଙ୍କୁ ଆଜି ସମ୍ବୋଧିତ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଅମିତ କହିଛନ୍ତି ଯେ, ଦିଲ୍ଲୀରେ ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଗଢିବ ।…

ଗୋରଖପୁରରେ ISIS ଆତଙ୍କବାଦୀ

ୟୁପି,୫ ।୧: ଉତ୍ତରପ୍ରଦେଶର ଗୋରଖପୁରରେ ୨ ISIS ଆତଙ୍କବାଦୀ ପଶିଥିବା ସୂଚନା ମିଳିଛି । ଏନେଇ ଗୋରଖପୁରରେ ହାଇଆଲର୍ଟ ଜାରି କରାଯାଇଛି । ନେପାଳ ସୀମା ଦେଇ ଆତଙ୍କବାଦୀମାନେ ଖସି ପଳାଇବାକୁ ଉଦ୍ୟମ କରୁଛନ୍ତି । ସେନେଇ…