Browsing Category

ଦେଶ

ପ୍ରଥମ ଥର ପାଇଁ ଶାରୀରିକ ଶୁଣାଣି ପାଇଁ ଦ୍ୱାର ଖୋଲିଲେ ସୁପ୍ରିମ୍‌କୋର୍ଟ, ସାମ୍ବାଦିକଙ୍କୁ ମିଳିଲା କୋର୍ଟରୁମ୍‌ ଭିତରକୁ ପ୍ରବେଶ ଅନୁମତି

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଶାରୀରିକ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ପୁନଃ ଦ୍ୱାର ଖୋଲିଛନ୍ତି । ସର୍ବୋଚ୍ଚ ଅଦାଲତ ନିକଟରେ ଶୁଣାଣି ପାଇଁ ଏକ ନୂତନ ଏସଓପି ଜାରି କରିଥିଲେ । ଯାହା ଅନୁଯାୟୀ ବୁଧବାର ଏବଂ ଗୁରୁବାର…

ଆଜି ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଣ ରହିବ ପ୍ରସଙ୍ଗ?

ନୂଆଦିଲ୍ଲୀ: କରୋନା ଭାଇରସ୍ କୁ ନେଇ ସାରା ଦେଶ ଏବେ ଭୟ ଓ ଆଶଙ୍କା ମଧ୍ୟରେ ଦିନ କାଟୁଛି । ଅନ୍ୟପଟେ ମହାମାରୀ ସହିତ ଲଢ଼େଇ କରିବା ପାଇଁ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜୋରସୋରରେ ଜାରି ରହିଛି । ତେବେ ଟିକାକରଣ ରେ ଭାରତ…

ଉତ୍ତରାଖଣ୍ଡର ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି, ଅନେକ ନିଖୋଜ

ଡେରାଡୁନ: ସଂପ୍ରତି ଉତ୍ତରାଖଣ୍ଡର ପ୍ରଳୟଙ୍କରୀ ବନ୍ୟା ଯୋଗଁୁ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି । ଆହୁରି ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

FATF ଗ୍ରେ ତାଲିକାରେ ରହିଲା ପାକିସ୍ତାନ; ନୂତନ ଭାବରେ ସାମିଲ ହେଲା ତୁର୍କୀ

ନୂଆଦିଲ୍ଲୀ: ପୁନର୍ବାର ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଛି ପାକିସ୍ତାନ । ଅର୍ଥ ହେରଫେର ଓ ଆତଙ୍କୀ ଅର୍ଥ ଉପରେ ନଜର ରଖୁଥିବା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ୍) ପକ୍ଷରୁ ଗୁରୁବାର ଏହି ତାଲିକା ପ୍ରକାଶ…

ମଲିକଙ୍କୁ ୱାଙ୍ଖେଡେଙ୍କ ଉତ୍ତର ; ଆଇନ ସହାୟତାରେ ଜବାବ ଦେବି

ମୁମ୍ବାଇ: ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖେଡେଙ୍କୁ ନିୟମିତ ଭାବରେ ଆକ୍ରମଣ କରି ଚାଲିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ୍ । ଗୁରୁବାର ନୱାବ ମଲିକଙ୍କ ସମସ୍ତ ଅଭିଯୋଗର…

ଏନସିବି ଅଧିକାରୀ ସମୀରଙ୍କୁ ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀଙ୍କ ଧମକ- ‘ଗୋଟିଏ ବର୍ଷରେ ଚାକିରି ଛଡାଇ ନେବି, ଜେଲ୍ ପଠାଇବି’

ମୁମ୍ବାଇ : ଡ୍ରଗ୍ସ କେସରେ ବଲିଉଡର ବଡ ବଡିଆଙ୍କ ନିଦ ହଜାଇ ଦେଇଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଫିସର ସମୀର ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀଙ୍କ ଧମକ । ସମୀରଙ୍କୁ ଜେଲ୍ ପଠାଇବାର ଧମକ ଦେଲେ ମନ୍ତ୍ରୀ…

ହତିଆର ଚୋରାଚାଲାଣ ଅଭିଯୋଗ; ଗିରଫ ହେଲେ ଜାତୀୟ କବାଡି ଖେଳାଳି

ନୂଆଦିଲ୍ଲୀ: ହତିଆର ଚୋରାଚାଲାଣ ଅଭିଯୋଗରେ ଜଣେ ଜାତୀୟ ସ୍ତରର କବାଡି ଖେଳାଳିକୁ ଗିରଫ କରିଛି ପୋଲିସ । ଏହି ଜାତୀୟ ସ୍ତରର ଖେଳାଳିଙ୍କ ସମେତ ୪ ଜଣ ଚୋରା ବେପାରୀଙ୍କୁ ଗିରଫ କରିଛି ପୋଲିସ । ହରିୟାଣା ସ୍ଥିତ ଶିବପୁରୀରୁ…

ବିଜେପି ମନ୍ତ୍ରୀଙ୍କ ଅଜବ ବୟାନ- ୯୫ ପ୍ରତିଶତ ଲୋକ ବ୍ୟବହାର କରନ୍ତି ନାହିଁ ପେଟ୍ରୋଲ, ଜମାରୁ ବଢିନି ତୈଳ ଦର

ଲଖନଉ : ଦେଶରେ ପେଟ୍ରୋଲ-ଡିଜେଲ ଦର ନକହିବା ଭଲ । ଲୋକେ ଏହି ଅନିଶ୍ଚିତତାରେ ଅଛନ୍ତି ଯେ, କେବେ କମିବ ତୈଳ ଦର । ହେଲେ ଏହା ମଧ୍ୟରେ ଇନ୍ଧନ ଦାମ ନେଇ ଉତ୍ତର ପ୍ରଦେଶର ମନ୍ତ୍ରୀ ଉପେନ୍ଦ୍ର ତିୱାରୀ ଅଜବ ବୟାନ ଦେଇଛନ୍ତି…

ଫେସବୁକ୍ ପରି ପ୍ଲାଟଫର୍ମ ଲଞ୍ଚ କରିବେ ଡୋନାଲ୍ଡ ଟ୍ରମ୍ପ; ଜାଣନ୍ତୁ କଣ ରହିବ ସୁବିଧା

ନୂଆଦିଲ୍ଲୀ: ନୂଆ ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ଲଞ୍ଚ କରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ । ଯାହାର ନାଁ ରହିଛି ଟ୍ରୁଥ ସୋସିଆଲ । ତେବେ ଏହି ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ଟ୍ୱିଟର ବା ଫେସବୁକ ଭଳି…

ବ୍ଲାକ ଲିଷ୍ଟ ହେବ ନା ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ, ଆଉ କିଛି ସମୟ ପରେ ଏଫଏଟିଏଫ ନେବ ନିଷ୍ପତ୍ତି

ନୂଆଦିଲ୍ଲୀ : ମନି ଲଣ୍ଡ୍ରିଂ ଓ ଟେରର ଫଣ୍ଡିଂ ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ(ଏଫଏଟିଏଫ)ର ବୈଠକ ଆଉ କିଛି ସମୟ ପରେ ଶେଷ ହେବାକୁ ଯାଉଛି । ଏହି ବୈଠକରେ ପାକିସ୍ତାନର ଭବିଷ୍ୟତକୁ ନେଇ…