
Browsing Category
ଦେଶ
ଭର୍ଚୁଆଲ୍ ଶୁଣାଣି ବେଳେ କୋକାକୋଲା ପିଉଥିଲେ ଇନ୍ସପେକ୍ଟର୍, ଜଜ୍ ଶୁଣାଇଲେ ଏପରି ସଜ୍ଜା
ନୂଆଦିଲ୍ଲୀ: ଗୁଜୁରାଟ ହାଇକୋର୍ଟ ଜଣେ ପୋଲିସ୍ ଅଧିକାରୀଙ୍କୁ ଝଟକା ଦେଇଛନ୍ତି । ତାଙ୍କ ଭୁଲ ଏହା ଥିଲା ଯେ, ସେ ଶୁଣାଣି ଚାଲିଥିବା ବେଳେ କୋକାକୋଲା ପିଇବାକୁ ଲାଗିଥିଲେ । ଏହା ଉପରେ ଯେତେବେଳେ ଜଜ୍ ଙ୍କର ନଜର ପଡ଼ିଥିଲା…
କର୍ଣ୍ଣାଟକର ସଂଖ୍ୟାଲଘୁ ସ୍କୁଲରେ ବି ହିଜାବ ବାରଣ କଲେ ସରକାର, ଜାରି ହେଲା ଆଦେଶ
କର୍ଣ୍ଣାଟକ: ହିଜାବକୁ ବର୍ତ୍ତମାନ କର୍ଣ୍ଣାଟକରେ ବିବାଦ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକର ସଂଖ୍ୟାଲଘୁ ବିଦ୍ୟାଳୟରେ ହିଜାବ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଏହି କ୍ରମରେ ରାଜ୍ୟ ସରକାର ଆଦେଶ ଜାରି…
ପୁଣି ମହଙ୍ଗା ମାଡ଼: ଦ୍ୱିତୀୟ ଥର ପାଇଁ ବଢ଼ିଲା ସାବୁନ୍-ସର୍ଫ-ପାଉଡର୍ ର ଦାମ୍, ଜାଣନ୍ତୁ କେତେ
ନୂଆଦିଲ୍ଲୀ: ଲଗାତର ଭାବରେ ଦେଶରେ ଦରଦାମ୍ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ପେଟ୍ରୋଲ୍, ଡିଜେଲ୍, ଖାଇବା ତେଲର ଦାମ୍ ବଢ଼ିବା ପରେ ଏବେ ସାବୁନ୍, ସର୍ଫ, ଡିସୱାଶ୍ ଭଳି ଉତ୍ପାଦର ଦାମ୍ ବଢ଼ିଛି । ଅସଲରେ ଦେଶର…
ଚାକିରୀରୁ ବହିଷ୍କାର କରିବାରୁ ମାଲିକର ଝିଅକୁ ଦୁଷ୍କର୍ମ କଲା ଡ୍ରାଇଭର୍, କୋର୍ଟ ଶୁଣାଇଲା ଏପରି ସଜ୍ଜା
ପାଟନା: ଦେଶରେ ଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି । ଅଧିକାଂଶ ଦୁଷ୍କର୍ମ ସମ୍ପର୍କୀୟ ତଥା ନିକଟତର ଲୋକମାନଙ୍କ ଦ୍ୱାରା ହେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଏକ ମାମଲା ସାମନାକୁ ଆସିଛି । ଯେଉଁଥିରେ ଜଣେ…
ଦେଶର ବୈଦେଶିକ ନୀତି ଭୁଶୁଡ଼ି ଗଲାଣି: ପ୍ରଧାନମନ୍ତ୍ରୀ ଶତ୍ରୁ ରାଷ୍ଟ୍ରର ମୁଖ୍ୟଙ୍କ ସହ ଦୋଳିରେ ଝୁଲୁଛନ୍ତି, ବିରିୟାନୀ ଖାଉଛନ୍ତି: ମନମୋହନ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କେନ୍ଦ୍ରରେ ଶାସନାଧୀନ ଏନଡିଏ ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଦେଶର ବୈଦେଶିକ ନୀତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଚୀନ ସେନା ଭାରତର ଭୂମିକୁ…
ସ୍ପା’ ସେଣ୍ଟରରେ ଭୀଷଣ ନିଆଁ, ମହିଳା କର୍ମଚାରୀଙ୍କ ସମେତ ୨ ମୃତ
ନୋଏଡା: ନୋଏଡାର ଏକ ସ୍ପା' ସେଣ୍ଟରରେ ଭୀଷଣ ନିଆଁ ଲାଗିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ନୋଏଡାର ସେକ୍ଟର୍-୨୪ ଥାନା ଅଞ୍ଚଳରେ ଥିବା ସ୍ପା ସେଣ୍ଟରରେ ଭୟଙ୍କର ନିଆଁ ଲାଗିଥିବା ଖବର ସାମନାକୁ ଆସିଛି । ନିଆଁ ଏତେ…
ଭିନ୍ନ ଜାତିରେ ପ୍ରେମ କଲା ନାବାଳିକା: ପ୍ରେମିକ ସହ ମିଶି ହତ୍ୟାକଲା ମା’
ନୂଆଦିଲ୍ଲୀ: ୧୬ ବର୍ଷର ଝିଅ ଭିନ୍ନ ଜାତିରେ ପ୍ରେମ କଲା ବୋଲି ମା’ ତାକୁ ହତ୍ୟା କରିଛି । ହାଇଦ୍ରାବାଦର ଜହିରାବାଦରୁ ଏମିତି ଏକ ଅନର କିଲିଂ ମାମଲା ସାମ୍ନାକୁ ଆସିଛି । ରବିବାର ସାଙ୍ଗାରେଡ୍ଡୀ ଅନ୍ତର୍ଗତ ହୁଗ୍ଗେଲୀ…
ହିଜାବ ବିବାଦ ମାମଲା: ଜୁମ୍ମା ଓ ରମଜାନରେ ପିନ୍ଧିବାକୁ ମିଳୁ ଅନୁମତି, ଯାଚିକା ଦାୟର କଲେ ଛାତ୍ରୀ
ନୂଆଦିଲ୍ଳୀ: ହିଜାବ ବିବାଦ ଦିନକୁ ଦିନ ଅଡୁଆ ହେବାରେ ଲାଗିଛି । କର୍ଣ୍ଣାଟକ ହାଇକୋର୍ଟରେ ମାମଲାର ବିଚାର ଜାରି ରହିଥିବା ବେଳେ ଛାତ୍ରୀ ମାନଙ୍କ ପକ୍ଷରୁ ଏକ ନୂଆ ଦାବି ଉପସ୍ଥାପନ କରାଯାଇଛି । ଶିକ୍ଷାନୁଷ୍ଠାନରେ ହିଜାବ…
ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନଙ୍କୁ ହଟାଯିବା ନେଇ ପ୍ରଥମ ଥର ମୁହଁ ଖୋଲିଲେ ରାହୁଲ ଗାନ୍ଧୀ: କହିଲେ କାରଣ
ପଞ୍ଜାବର ପୂର୍ବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ କାହଁକି ହଟାଯାଇଥିଲା? ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଖୁଲାସା କରିଛନ୍ତି । ଆସନ୍ତା ଫେବୃଆରୀ ୨୦ ରେ…
(Video) କଲେକ୍ଟର ହେଲେ ୫ ବର୍ଷର ଝିଅ: ଦେଲେ ଏଭଳି ନିର୍ଦ୍ଦେଶ
୫ ବର୍ଷର ଝିଅ ହେଲା କଲେକ୍ଟର । ଦାୟିତ୍ୱ ସମ୍ଭାଳିଲା ନିଷ୍ପତ୍ତି ବି ନେଲା । ବିନା କୌଣସି ଡ଼ିଗ୍ରୀ ସାର୍ଟିଫିକେଟ କିମ୍ବା କୌଣସି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହୋଇ ବି ଏବେ ଏମିତି ଏକ ଝିଅ ଜିଲ୍ଲାପାଳ…