fbpx
Browsing Category

ଦେଶ

ଟେମ୍ପୋ-ଟ୍ରକ୍ ମୁହାଁମୁହିଁ, ୧୧ମୃତ

ଗୁଜୁରାଟ, ୨୩ା୨: ଗୁଜୁରାଟର ଭଦୋଦରାର ରାନୁ-ମହୁଭାଦ ସଂଯୋଗ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଟେମ୍ପୋ ଓ ଟ୍ରକ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ସେହି ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଛି ।…

ଭାରତ ବନ୍ଦର ଆଂଶିକ ପ୍ରଭାବ

ଭୁବନେଶ୍ୱର, ୨୩ା୨(ଓଡ଼ିଶା ଭାସ୍କର): ଆଜି ଭୀମ ଆର୍ମି ତରଫରୁ ୧୨ଘଣ୍ଟିଆ ଭାରତ ବନ୍ଦ ପାଳନ ହୋଇଛି । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ପଢ଼ିଥିବା ଦେଖିବାକୁ ମିଳିଛି । ଯେମିତିକି ସମ୍ଭଲପୁର,…

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ, ୨୨ା୨: ଆଜି ଓଡ଼ିଶାରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଖେଳାଳିଙ୍କ…

ସାହିନବାଗ ବିକ୍ଷୋଭ, ରାସ୍ତା ଖୋଲିଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ, ୨୨ା୨: ଦିଲ୍ଲୀ ସ୍ଥିତ ସାହିନବାଗରେ ଦୀର୍ଘ ୭୦ଦିନରୁ ଉଦ୍ଧ୍ୱର୍ ବିକ୍ଷୋଭକାରୀମାନେ ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜି ପ୍ରଦର୍ଶନକାରୀମାନେ ରାସ୍ତା ଖୋଲିଥିବା ସୂଚନା…

ନିର୍ଭୟା ମାମଲା, ଦୋଷୀ ବିନୟର ଆବେଦନ ଖାରଜ

ନୂଆଦିଲ୍ଲୀ, ୨୨ା୨: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ବିନୟର ଆବେଦନ ଖାରଜ ହୋଇଛି । ବିନୟର ଆବେଦନ ଖାରଜ କରିଛନ୍ତି ପଟିଆଲା ହାଉସ କୋର୍ଟ । ବିନୟ ମାନସିକ ବିକୃତ ଥିବା ନେଇ ଚିକିତ୍ସା ପାଇଁ କୋର୍ଟରେ ଆବେଦନ…