Browsing Category

ଦେଶ

କ୍ରିସମସ୍ ଅବସରରେ ଏହି ରାଜ୍ୟରେ ୨ ଦିନରେ ପିଇଲେ ୧୫୦ କୋଟି ଟଙ୍କାର ମଦ

ଥିରୁବନ୍ତପୁରମ: କେରଳରେ କ୍ରିସମସ୍ ବା ବଡ଼ଦିନ ଅବସରରେ ଦୁଇ ଦିନରେ ଲୋକମାନେ ୧୫୦ କୋଟି ଟଙ୍କାର ମଦ ପିଇଛନ୍ତି । କେରଳର ରାଜ୍ୟ ପାନୀୟ ନିଗମ ଦ୍ୱାରା ଜାରି କରାଯାଇଥିବା ଆକଳନ ମୁତାବକ, ରାଜ୍ୟରେ କ୍ରିସମସ୍ ସମୟରେ ୨୪ ଓ…

ଚଳିତ ବର୍ଷ ୧୨୬ ବାଘଙ୍କ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ଦେଶଷର ବାଘ ମୃତ୍ୟୁ ବଢ଼ିବାରେ ଲାଗିଛି । ତେବେ ଏହାକୁ ନେଇ ଆଶ୍ଚର୍ଯ୍ୟ କରିବା ପରି ଆକଳନ ସାମନାକୁ ଆସିଛି । ନ୍ୟାସନାଲ୍ ଟାଇଗର୍ କନ୍ଜରଭେସନ୍ ଅଥରିଟି ପକ୍ଷରୁ ଜାରି କରଯାଇଥିବା ଆକଳନ ଅନୁସାରେ, ଭାରତରେ…

ଦେଶରୁ ବାହାରିଲେଣି ୯୬୧ ଓମିକ୍ରନ୍ ଆକ୍ରାନ୍ତ; ଗତ ୨୪ ଘଣ୍ଟାରେ ୧୭୯ ଜଣ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ଆକାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଇତି ମଧ୍ୟରେ ସଂକ୍ରମଣ ପିକ୍ କୁ ଯିବା ଆରମ୍ଭ କରିଛି । ଦେଶରେ ଏଯାବତ୍ ୯୬୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଗତ ୨୪…

କାଳୀଚରଣ ମହାରାଜା ଗିରଫ, ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ସନ୍ଥ କାଳୀଚରଣ ମହାରାଜା ମଧ୍ୟପ୍ରଦେଶର ଖଜୁରାହୋରୁ ଗିରଫ ହୋଇଛନ୍ତି । ଛତିଶଗଡ଼ ପୋଲିସ୍ କାଳୀଚରଣଙ୍କୁ ଗିରଫ କରିଛନ୍ତି । ବିବାଦୀୟ ଭାଷଣ…

‘ମୋଗଲ ମାନେ ଦେଶ ପାଇଁ ଯୋଗଦାନ ଦେଇଛନ୍ତି, ତାଙ୍କୁ ଶରଣାର୍ଥୀ କହିପାରିବା’; ନସିରୁଦ୍ଦିନଙ୍କ ବୟାନକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ: ଅନେକ ସମୟରେ ବଲିଉଡ୍ ସେଲିବ୍ରିଟି ମାନେ ନିଜର ମତାମତ ଓ ବୟାନକୁ ନେଇ ବିବାଦ ଘେରରେ ଫସିଯାଆନ୍ତି । ଏହି ପରିପ୍ରେକ୍ଷୀରେ ଅଭିନେତା ନସିରୁଦ୍ଦିନ୍ ଶାହ ସବୁବେଳେ ନିକ ବିବାଦିତ ବୟାନକୁ ନେଇ ଚର୍ଚ୍ଚାରେ…

ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୬ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଅନନ୍ତନାଗ ଓ କୁଲଗାମ୍ ରେ ବୁଧବାର ଦିନ ଦୁଇଟି ଅଲଗା ଅଲଗା ସ୍ଥାନରେ ନକାଉଣ୍ଟର୍ ହୋଇଛି । ଦୁଇଟି ପୃଥକ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬…

WHOର ସତର୍କବାଣୀ: ଦୁଇଗୁଣ ବିପଦଜନକ ଡେଲଟା-ଓମିକ୍ରନ୍, ଆଣିପାରନ୍ତି କରୋନା ‘ସୁନାମୀ’

ନୂଆଦିଲ୍ଲୀ: କୋଭିଡ୍ ଭାଇରସ୍ ସଂକ୍ରମଣ ପୁଣିଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ମାମଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବାରମ୍ବାର ବିଶ୍ୱର ଲୋକଙ୍କ ସଚେତନ ରହିବାକୁ କୁହାଯାଉଛି । ଇତି ମଧ୍ୟରେ ବିଶ୍ୱ…

ଓମିକ୍ରନ୍ ଭାରିଏଣ୍ଟର ଦ୍ରୁତ ସଂକ୍ରମଣ ବୃଦ୍ଧିକୁ ନେଇ ଡବ୍ଲ୍ୟୁଏଚ୍‌ଓ ଚେତାବନୀ: ଭୟଙ୍କର ହେଉଛି ଓମିକ୍ରନ୍, ସତର୍କ ଓ ସଚେତନ ରୁହ

ଜେନେଭା/ନୂଆଦିଲ୍ଲୀ, ୨୮ା୧୨: ମହାମାରୀ କରୋନାର ନୂଆ ଭାରିଏଣ୍ଟ ଓମିକ୍ରୋନ୍‌ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ବିଶ୍ୱର ଅନେକ ଦେଶରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ…

ଚାରି ଡୋଜ୍ ଟିକା ନେଇ ମଧ୍ୟ କରୋନା ସଂକ୍ରମିତ ହେଲେ ମହିଳା, ନାହିଁ କୌଣସି ଲକ୍ଷଣ

ଇନ୍ଦୋର: ଦୁଇଟି ଅଲଗା ଟିକାର ମୋଟ ଚାରି ଡୋଜ୍ ଟିକା ନେବା ପରେ କରୋନା ସଂକ୍ରମିତ ହୋଇଛନ୍ତି ମହିଳା । ଦୁବାଇରେ ରହୁଥିବା ଜଣେ ୪୪ ବର୍ଷୀୟ ମହିଳା ବିମାନବନ୍ଦରରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ତାଙ୍କୁ…

ଭୁଶୁଡିଲା ସୁଦାନ ସୁନା ଖଣି, ତଳେ ଚାପି ହୋଇ ଚାଲିଗଲା ୩୮ ଶ୍ରମିକଙ୍କ ଜୀବନ; ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ

କାଇରୋ,: ସୁଦାନର ପଶ୍ଚିମ କୋର୍ଡୋଫାନ୍‌ ଅଞ୍ଚଳରେ ଥିବା ସୁନା ଖଣିରେ ବଡ଼ ଧରଣର ଅଘଟଣ ଘଟିଛି । ସୁନା ଖଣି ମଧ୍ୟରେ ଶ୍ରମିକମାନେ ରହି କାର୍ଯ୍ୟ କରୁଥିବା ବେଳେ ହଠାତ୍‌ ଖଣିର କିଛି ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ମାଟି ତଳେ…