Browsing Category

ଦେଶ

‘୧ କୋଟି ଭୋଟ୍ ଦିଅ, ୭୦ ଟଙ୍କାରେ ମଦ ନିଅ’- ଏପରି ପ୍ରତିଶୃତି ଦେଲେ ବିଜେପି ଅଧ୍ୟକ୍ଷ, ଦେଖନ୍ତୁ ଭିଡ଼ିଓ

ବିଜୟୱାଡ଼ା: ଆନ୍ଧ୍ର ପ୍ରଦେଶର ବିଜେପି ଅଧ୍ୟକ୍ଷ ସୋମୁ ଭେରାଜୁ ରାଜ୍ୟର ଲୋକମାନଙ୍କୁ ବିଜେପିକୁ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି । ଏହା ସହିତ ସେ ଏପରି ଏକ ପ୍ରତିଶୃତି ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ…

ଓମିକ୍ରନ୍‌ ଆତଙ୍କ, ୧୧ ହଜାରରୁ ଅଧିକ ଫ୍ଲାଇଟ୍ କ୍ୟାନସଲ୍, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ବିଶ୍ୱରେ ଚିନ୍ତା ବଢ଼ାଉଛି ଓମିକ୍ରନ୍‌ ସଂକ୍ରମଣ । ଦିନକୁ ଦିନ ଏହି ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି । ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶରେ ଓମିକ୍ରନ ଆତଙ୍କ ମଧ୍ୟରେ କରୋନା ମାମଲା ଦ୍ରୁତ ଗତିରେ…

ଭାରତର ୧୩ ବଡ଼ ସହରରେ ଆରମ୍ଭ ହେବ ୫ଜି ସେବା, ଆସନ୍ତା ବର୍ଷରୁ ଉପଭୋକ୍ତାଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଦୂରସଞ୍ଚାର ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ହେଉଥିବା ୫ଜି ପରୀକ୍ଷଣ ଯୋଜନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଡିସେମ୍ବର ୩୧ ତାରିଖ ସୁଦ୍ଧା ଏହି ପରୀକ୍ଷଣ ଶେଷ ହେବ ବୋଲି ଆଶା କରାଯାଉଛି । ଏୟାରଟେଲ, ଜିଓ…

କାନପୁରରେ ୧୧,୦୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ସେୟାର କଲେ ମୋଦି

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୟୁପିର କାନପୁରରେ ୧୧,୦୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୋଦି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରିଥିଲେ । ତାଙ୍କ ସହ…

ଅଷ୍ଟ୍ରେଲିଆରେ ପ୍ରାଣ ହରାଇଲେ ପ୍ରଥମ Omicron ଆକ୍ରାନ୍ତ: ବଢିଲା ସଙ୍କଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ସାରା ବିଶ୍ୱ ଚିନ୍ତାରେ । ସମସ୍ତ ପ୍ରକାର କଟକଣା ସତ୍ତ୍ୱେ ଦେଶରେ ଓମିକ୍ରନ ପଶି ବିଭିନ୍ନ ରାଜ୍ୟରେ ତା’ର କାୟା…

ଚୀନ ସହ ସୀମା ବିବାଦକୁ ନେଇ ମୁହଁ ଖୋଲିଲେ ରାହୁଲ: ମନମୋହନ ସିଂ ଥିଲେ ଇସ୍ତଫା ଦେଇଥାନ୍ତେ

ନୂଆଦିଲ୍ଳୀ: ଭାରତ-ଚୀନ ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ମଙ୍ଗଳବାର ମୋଦୀଙ୍କୁ ନିଶାଣରେ ରଖିବା ସହିତ ମନମୋହନ ସିଂଙ୍କ ତୁଳନା କରିଥିଲେ ରାହୁଲ ।…

ପୀୟୁଷ ଜୈନ୍ ନୁହନ୍ତି ଏହି ବ୍ୟକ୍ତିଙ୍କ ଘରେ ହୋଇଥିଲା ଦେଶର ବଡ IT ରେଡ୍: ମିଳିଥିଲା ୧୩ ହଜାର କୋଟି

ନୂଆଦିଲ୍ଲୀ: ଅତର ନିର୍ମାଣକାରୀ ପୀୟୁଷ ଜୈନଙ୍କ ଘରେ ଆଇଟି ରେଡରୁ ୧୯୪ କୋଟି ଟଙ୍କା ଜବତ ହୋଇଛି । ଏତେ ପରିମାଣର ଟଙ୍କା ମିଳିଥିଲା କି ଏହାକୁ ଗଣିବା ପାଇଁ ଲାଗିଥିଲା ୧୨ଟି ଟଙ୍କାଗଣା ମେସିନ୍ । ତେବେ ଆପଣ ଜାଣିଲେ…

ରାଜଧାନୀରେ ୟେଲୋ ୱାର୍ଣ୍ଣିଂ ଜାରି, ଜାଣନ୍ତୁ କ’ଣ ଖୋଲା ଓ କ’ଣ ରହିବ ବନ୍ଦ?

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । ଦେଶର ମହାରାଷ୍ଟ୍ର, ଦିଲ୍ଲୀ ଭଳି ସ୍ଥାନରେ ଅଧିକ ବ୍ୟାପୁଛି ମହାମାରୀ । ଏହାରି ମଧ୍ୟରେ ଓମିକ୍ରନ ଯୋଗୁଁ ଦିଲ୍ଲୀର ଜିଆରଏପି ୟେଲୋ ୱାର୍ଣ୍ଣିଂ…

୨୦୦୮ ମାଲେଗାଓଁ ବିସ୍ଫୋରଣ: ଯୋଗୀ ଓ RSS ବିରୋଧୀ ବୟାନ ପାଇଁ ପ୍ରଭାବିତ କରିଥିଲା ଏଟିଏସ୍

ନୂଆଦିଲ୍ଲୀ: ୨୦୦୮ରେ ମାଲେଗାଓଁ ବିସ୍ଫୋରଣ ମାମଲାରେ ଏକ ନୂଆ ତଥ୍ୟ ସାମନାକୁ ଆସିଛି । ଏନଆଇଏର ସ୍ୱତନ୍ତ୍ର କୋର୍ଟରେ ଏଟିଏସ ବିରୋଧରେ ବୟାନ ଦେଇଛନ୍ତି ସାକ୍ଷୀ । ମହାରାଷ୍ଟ୍ର ଏଟିଏସ୍ ପକ୍ଷରୁ ମାମଲାରେ ଭୁଲ ବୟାନ ଦେବା…

ଏଣିକି ବିଦେଶରୁ ହୋଇପାରିବ UPI ପେମେଣ୍ଟ୍, ଏହି ବ୍ୟାଙ୍କ ଆରମ୍ଭ କଲା ପ୍ରଥମ ସେବା

ନୂଆଦିଲ୍ଲୀ: ଡିଜିଟାଲ୍ ନେଣଦେଣ ବଜାରରେ ୟୁପିଆଇ ହେଉଛି ଖୁବ୍ ଲୋକପ୍ରିୟ ପେମେଣ୍ଟ ମୋଡ୍ । ଏବେସୁଦ୍ଧା ୟୁପିଆଇ ଦ୍ୱାରା କେବଳ ଭାରତରେ ହିଁ ପେମେଣ୍ଟ କରିବାର ସୁବିଧା ମିଳୁଛି । ହେଲେ ଏବେଠାରୁ ବିଦେଶୀଙ୍କୁ ମଧ୍ୟ ଆପଣ…