Browsing Category

ଦେଶ

ହୁ ହୁ ହୋଇ ମାଡିଚାଲିଛି ‘ଓମିକ୍ରନ୍‌’, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ମାଡିଚାଲିଛି ‘ଓମିକ୍ରନ୍‌’ ପ୍ରଜାତି । ବର୍ତ୍ତମାନ ସୁଦ୍ଧା ଏହା ୧୧ଟି ରାଜ୍ୟକୁ ବ୍ୟାପିସାରିଲାଣି ଓ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସୁଦ୍ଧା ୧୧୩ ରେ ପହଂଚିଛି । ୧୯ଟି ଜିଲ୍ଲା‌ରେ…

ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି: ଟ୍ୱିଟ୍ କରି ସୂଚନା ଦେଲେ ଅଦର ପୁନାୱାଲା

ନୂଆଦିଲ୍ଲୀ: ସିରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭାଭାକ୍ସକୁ ମିଳିଲା ଜରୁରୀକାଳୀନ ଅନୁମତି । ଓମିକ୍ରନ ଭୟ ମଧ୍ୟରେ ‘ହୁ’ ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭାଭାକ୍ସକୁ ଜରୁରୀକଳୀନ ବ୍ୟବହାର ଅନୁମତି…

ଓମିକ୍ରନ ବିରୋଧରେ କେତେ ପ୍ରଭାବଶାଳୀ ଭାକ୍ସିନ ? ଜବାବ ଦେଲେ ‘WHO’ ଡାକ୍ତର

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ସୂରୂପ ଓମିକ୍ରନକୁ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ଏହି ଭାରିଏଣ୍ଟ ବିରୋଧରେ କେଉଁ ଭାକ୍ସିନ କେତେ ପ୍ରଭାବଶାଳୀ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ବଳିଷ୍ଠ ତଥ୍ୟ…

କିଏ ହେବେ ଦେଶର ପରବର୍ତ୍ତୀ ସିଡିଏସ, ଜାଣନ୍ତୁ ଦୌଡରେ କେଉଁ କେଉଁ ଅଧିକାରୀ ଅଛନ୍ତି

ନୂଆଦିଲ୍ଲୀ : ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାଓ୍ଵତଙ୍କ ଦେହାନ୍ତ ପରେ ପରବର୍ତ୍ତୀ ସିଡିଏସ କିଏ ହେବ ତାକୁ ନେଇ ପ୍ରସ୍ତୁତି ଜୋର ଧରିଛି। ତିନି ସେନାର ସୁପାରିଶ ତାଲିକାକୁ ଶୀଘ୍ର…

ବିଜେପି ସହ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଅମରିନ୍ଦର, ବିଜୟକୁ ନେଇ କହିଲେ ଏମିତି…

ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ପଞ୍ଜାବ ଲୋକ କଂଗ୍ରେସ ପ୍ରମୁଖ କ୍ୟାପ୍ଟେନ ଅମରିନ୍ଦର ସିଂହ ଶୁକ୍ରବାର ଆଗାମୀ ନିର୍ବାଚନ ପାଇଁ ବିଜେପି ସହ ମେଣ୍ଟ କରିଥିବା ନେଇ ଘୋଷଣା କରିଛନ୍ତି । ପଞ୍ଜାବ ଲୋକ କଂଗ୍ରେସ ପ୍ରମୁଖ…

ଓମିକ୍ରନ୍ ପାଇଁ ବଦଳିବନି କରୋନା ଚିକିତ୍ସା ପଦ୍ଧତି: WHO

ନୂଆଦିଲ୍ଲୀ: ଓମିକ୍ରନ ଚିକିତ୍ସାକୁ ନେଇ ପରାମର୍ଶ ଦେଲା ‘ହୁ’ । କେନ୍ଦ୍ରକୁ ବିଶ୍ୱର ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ । ଓମିକ୍ରନ୍ ପାଇଁ ବଦଳିବନି କରୋନା ଚିକିତ୍ସା ପଦ୍ଧତି । ଅନ୍ୟ ଭାରିଆଣ୍ଟ ପରି ଓମିକ୍ରନ ପାଇଁ ବି…

ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି: ପାକିସ୍ତାନକୁ ହରାଇଲା ଭାରତ

ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ବଡ଼ ବିଜୟ । ପାକିସ୍ତାନକୁ ୩-୧ ଗୋଲରେ ହରାଇଲା ଭାରତ । ଢାକାରେ ଅନୁଷ୍ଠିତ ମ୍ୟାଚରେ ହରାଇଲା ଭାରତ । ହରମନପ୍ରୀତ ୨ଟି ଓ ଆକାଶଦୀପ ଗୋଟିଲ ଗୋଲ୍ ସ୍କୋର କରିଛନ୍ତି । ୩ଟି…

ଦେଶରେ ଶହେ ଟପିଲା ‘ଓମିକ୍ରନ’, କେନ୍ଦ୍ର ସରକାରଙ୍କ ସୂଚନା

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍…

ମୋବାଇଲ ଛଡ଼ାଇବା ପାଇଁ ଯୁବତୀଙ୍କୁ ୧୫୦ ମିଟର ଘୋଷାଡ଼ି ଆଣିଲେ ଲୁଟେରା, ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଅପରାଧୀଙ୍କ ସାହସ ବଢ଼ିବାରେ ଲାଗିଛି । ଦିଲ୍ଲୀ ପୋଲିସର ଲକ୍ଷାଧକନ ଦାବି ପରେ ଲୋକମାନେ କାଣ୍ଡ କରିବାକୁ ପଛାଉନାହାନ୍ତି । ଦିଲ୍ଲୀର ଶାଲିମାର ବାଗ ଅଞ୍ଚଳରେ ଗୁରୁବାର ଦିନ…

ମୋବାଇଲକୁ ଚାର୍ଜିଂରେ ରଖି ଅନଲାଇନ୍ କ୍ଲାସ୍ କରୁଥିଲେ ଛାତ୍ର; ହଠାତ୍ ଫାଟିଗଲା ବ୍ୟାଟେରୀ, ଲହୁଲୁହାଣ ହୋଇଗଲା ମୁହଁ

ଭୋପାଳ: କୋଭିଡ୍ ମହାମାରୀ ଆରମ୍ଭ ହେବାପରଠାରୁ ପିଲାମାନଙ୍କର ଅନଲାଇନ୍ ରେ କ୍ଲାସ୍ କରାଯାଉଛି । ଏହି କ୍ରମରେ ଗୋଟିଏ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର ମୋବାଇଲ୍ ଫୋନ୍ କୁ ଚାର୍ଜିଂରେ ରଖି ଅନଲାଇନ୍ କ୍ଲାସ୍…