Browsing Category

ଦେଶ

ଏବେ ଆଉ ରଖି ପାରିବେନି ଦୁଇଟି ଭୋଟ୍ ପରିଚୟ ପତ୍ର, ଆଧାର ସହ ହେବ ଲିଙ୍କ୍

ନୂଆଦିଲ୍ଲୀ : ଗୋଟିଏରୁ ଅଧିକ ଭୋଟର ପରିଚୟ ପତ୍ର ରଖୁଥିବା ଲୋକଙ୍କ ପାଇଁ ଦୁଃଖବର । ସରକର ଏବେ ଏମିତି ଲୋକଙ୍କ ଉପରେ ଲଗାମ ଲଗାଇବାକୁ ପ୍ରସ୍ତୁତି କରୁଛନ୍ତି । କ୍ୟାବିନେଟ୍ ଭୋଟ୍ ପରିଚୟ ପତ୍ରକୁ ଆଧାର ସହ ଲିଙ୍କ୍…

ଓମିକ୍ରନ ଭାଇରସ୍ ଚିହ୍ନଟ ହେଲେ ସ୍କୁଲ ବନ୍ଦ କରିବା ସପକ୍ଷରେ ଅଭିଭାବକ: ସର୍ଭେ

ନୂଆଦିଲ୍ଲୀ : ସେହି ସମୟରେ ହିଁ ସ୍କୁଲ ବନ୍ଦ କରାଯାଉ ଯେତେବେଳେ ତାଙ୍କ ଜିଲ୍ଲା କିମ୍ବା ଆଖପାଖ ଅଞ୍ଚଳର ୨୫ କିଲୋମିଟର ଭିତରେ କରୋନା ଭାଇରସର ନୂତନ ସ୍ୱରୂପ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବ । ଏକ ନୂତନ ସର୍ବେକ୍ଷେଣ…

ଓମିକ୍ରନ୍: ସାମ୍ନାକୁ ଆସିଲା ନୂଆ ତଥ୍ୟ; ୭୦ ଗୁଣା ସଂକ୍ରାମକ, ୧୦ ଗୁଣା କମ୍ କ୍ଷତିକାରକ

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ମେଲାଉଥିବା କରୋନା ଭାଇରସର ନୂଆ ଭାରିଆଣ୍ଟକୁ ନେଇ ଆସିଛି ନୂଆ ତଥ୍ୟ । ୟୁନିର୍ଭସିଟି ଅଫ୍ ହଂକଂ ପକ୍ଷରୁ ନୂଆ ତଥ୍ୟ । ରିପୋର୍ଟରେ କୁହାଯାଇଛି ଯେ ଓମିକ୍ରନ ୭୦ ଗୁଣା ଅଧିକ ବେଗରେ…

ଶହୀଦ ଯବାନଙ୍କ ଭଉଣୀ ବାହାଘରରେ ଭାଇ ଭୂମିକାରେ CRPF ଯବାନ: Video ଭାଇରାଲ ପରେ ହୃଦୟ ଜିତୁଛି ଭାରତୀୟ ଆର୍ମି

ନୂଆଦିଲ୍ଲୀ: ଡିସେମ୍ବର ୧୩ ତାରିଖରେ ଜଣେ ମହିଳାଙ୍କ ବାହାଘର ହୋଇଥିଲା । ବାହାଘର ସିଜିନରେ ଏହା ଏତେ ଆଶ୍ଚର୍ଯ୍ୟକାରୀ ଖବର ହୋଇ ନଥିଲେ ହେଁ ଏହି ବିବାହରେ ଯୋଗ ଦେଇଥିଲେ ସିଆରପିଏଫ୍ ଯବାନ । ସିଆରପିଏଫରେ କନଷ୍ଟେବଳ…

ରାଜଧାନୀରୁ ଆଉ ୪ଟି ନୂତନ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୧୦

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଭାଇରସର ନୂତନ ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ହେଉଥିବା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରୁ ଆଉ ୪ଟି ନୂତନ ସଂକ୍ରମିତ ଚିହ୍ନଟ ହୋଇଛି ।…

ନିର୍ଭୟା କାଣ୍ଡକୁ ୯ ବର୍ଷ: ୮୮% ଲୋକ ଏବେବି ମାନନ୍ତି ଯେ ମହିଳା ସୁରକ୍ଷିତ ନୁହନ୍ତି, ସର୍ଭେରୁ ହେଲା ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ୨୦୧୨ ମସିହା ନିର୍ଭୟା କାଣ୍ଡକୁ ମନେ ପକାଇଲେ ଆଜି ବି ଛାତି ଥରିଉଠୁଛି । ଯେଉଁଭଳି ଭାବରେ ଯୌନ ରାକ୍ଷସ ମାନେ ଏହି କାଣ୍ଡ ଘଟାଇଥିଲେ ତାହା ଖୁବ୍ ଭୟାନକ ଏବଂ ନୃଶଂସ ଥିଲା । ଏହି ଘଟଣାକୁ ୯ ବର୍ଷ…

ନରୱାଣେ ହେଲେ COSC ମୁଖ୍ୟ

ନୂଆଦିଲ୍ଲୀ: ଜେନେରାଲ ନରୱାଣେ ହୋଇଛନ୍ତି ଚିଫ୍ ଅଫ୍ ଷ୍ଟାଫ୍ କମିଟି ବା ସିଓଏସସି ମୁଖ୍ୟ । ବରିଷ୍ଠତା ଭିତ୍ତିରେ ଜେନେରାଲ ନରୱାଣେଙ୍କୁ ମିଳିଛି ପଦଭାର । ତିନିସେନାର ମୁଖ୍ୟଙ୍କ ମଧ୍ୟରେ ସ୍ଥଳସେନାର ମୁଖ୍ୟ ନରୱାଣେ…

ଘରେ ବସି ଭୋଟର ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାହାଁନ୍ତି କି? ତେବେ ଆପଣଙ୍କୁ ଏହି ସହଜ ଉପାୟ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯଦି ଆପଣଙ୍କ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି, ତେବେ ଆପଣଙ୍କ ପାଖରେ ଭୋଟର କାର୍ଡ ରହିବା ଆବଶ୍ୟକ । ନହେଲେ ଆପଣ ଭୋଟ୍ ଦେଇପାରିବେ ନାହିଁ ।…

ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୯୭୪ କରୋନା ପଜିଟିଭ ଚିହ୍ନଟ, ୩୪୩ ଜଣଙ୍କ ପ୍ରାଣ ନେଲା କୋଭିଡ୍

ନୂଆଦିଲ୍ଲୀ :  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଇତିମଧ୍ୟରେ ୭୯୪୮ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା…

କିଛି ଦିନ ସାଙ୍ଗ ହୋଇ ରହିବା ଅର୍ଥ ଲିଭ୍-ଇନ୍ ନୁହେଁ, ଆବେଦନ ଖାରଜ କରିବାପରେ ହାଇକୋର୍ଟ ଲଗାଇଲା ଜୋରିମାନା

ହରିୟାଣା: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ଯୁବକ-ଯୁବତୀ ପାରସ୍ପରିକ ସହମତି ଅନୁଯାୟୀ କିଛି ଦିନ ଏକାଠି ରୁହନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେମାନେ…