
Browsing Category
ଦେଶ
ନିୟମିତ ଗଞ୍ଜେଇ ଟାଣନ୍ତି ନୀତିଶ କୁମାର: ଆରଜେଡି ବିଧାୟକ ଆଣିଲେ ସଙ୍ଗୀନ ଅଭିଯୋଗ
ନୂଆଦିଲ୍ଳୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆରଜେଡି ବିଧାୟକ ଯାହା ବିହାର ରାଜନୀତିକୁ ଉଷ୍ମତା ପ୍ରଦାନ କରିଛି । ନୀତିଶ ନିୟମିତ ଗଞ୍ଜେଇ ଟାଣନ୍ତି…
ଏହି ତାରିଖରେ ପ୍ରକାଶ ପାଇବ RRB NTPC ପରୀକ୍ଷାଫଳ; ଏମିତି କରନ୍ତୁ ଚେକ୍
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ହୋଇଥିବା ପରୀକ୍ଷାର ଫଳ ଆସନ୍ତା କିଛି ଦିନ ମଧ୍ୟରେ ପ୍ରକାଶ ପାଇବ । ଆରଆରବି ଏନଟିପିସି ଜିବିଟି ୨୦୨୧ ପରୀକ୍ଷାର ପରୀକ୍ଷା ଫଳ ଆସନ୍ତା ୨୯ ତାରିଖରେ ପ୍ରକାଶ ପାଇବାର ସମ୍ଭାବନା…
ଜନ୍ମ କରିଥିବା ମା’ ଠାରୁ ଅଧିକ ହକ୍ ରହିଛି ପାଳିତା ମା’ ପାଖରେ: ହାଇକୋର୍ଟ
ଚେନ୍ନାଇ: ଜନ୍ମ ଦେଇଥିବା ମା' ଠାରୁ ପାଳନ କରିଥିବା ମା'ର ବେଶି ଅଧିକାର ରହିଛି । ଏକ ମାମଲାର ସମାଧାନ କରିବାକୁ ଯାଇ ମଦ୍ରାସ ହାଇକୋର୍ଟ ଏଭଳି କିଛି କହିଛନ୍ତି । ସୁଚନା ଯେ, ତାମିଲନାଡ଼ୁରେ ଗୋଟିଏ ୧୦ ବର୍ଷର ପିଲାକୁ…
‘ମନ୍ କି ବାତ୍’ରେ କରୋନା ନିୟମକୁ ଗୁରୁତ୍ୱ ଦେଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ଆକାଶବାଣୀ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ୮୩ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏଠାରେ ସେ ଅନେକ ଦିଗ ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ…
ଗୌତମଙ୍କୁ ପୁଣି ମିଳିଲା ଧମକ, ଲେଖାଅଛି-‘ଦିଲ୍ଲୀ ପୋଲିସରେ ରହିଛି ଆମ ଗୁପ୍ତଚର…’
ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ ମିଳିଛି । ‘ଆଇଏସଆଇଏସ କାଶ୍ମୀର’ ପକ୍ଷରୁ ଇ-ମେଲ ଯୋଗେ ଧମକ ଦିଆଯାଇଛି । ଗୌତମଙ୍କୁ…
UPTET ପେପର୍ ଲିକ୍ ପରେ ରାଜ୍ୟରେ ପରୀକ୍ଷା ବାତିଲ, ୩ ଜଣଙ୍କୁ ଉଠାଇଲା ଏସଟିଏଫ୍; ପଚରାଉଚରା ଜାରି
ଲଖନଉ: ଉତ୍ତରପ୍ରଦେଶରେ ରବିବାର ଦିନ ଅର୍ଥାତ୍ ୨୮ ତାରିଖ ଦିନ ହେବାକୁ ଥିବା ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହୋଇଯାଇଛି । ଯାହାପରେ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ପରୀକ୍ଷାର ପ୍ରଶ୍ନପତ୍ର…
ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ସପକ୍ଷରେ ରାଷ୍ଟ୍ରପତି, ଏଣିକି ଅଲ୍ ଇଣ୍ଡିଆ ପରୀକ୍ଷା ମାଧ୍ୟମରେ ହୋଇପାରେ ଚୟନ
ନୂଆଦିଲ୍ଲୀ: ଦେଶରେ ପୂର୍ବରୁ ଚାଲିଆସିଥିବା ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ଖୁବଶୀଘ୍ର ହୋଇପାରେ ପରିବର୍ତ୍ତନ । ବର୍ତ୍ତମାନ ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ବଦଳିବା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତ ଦେଇଛନ୍ତି ।…
ସହକର୍ମୀଙ୍କୁ ହୋଇଥିବା ଦୁଷ୍କର୍ମର ବିରୋଧ କରିବାରୁ ୨୦୦ ମହିଳା ଶ୍ରମିକଙ୍କୁ ବାହାର କରିଦେଲା କମ୍ପାନୀ, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ
ନୂଆଦିଲ୍ଲୀ: ମହିଳା ସହକର୍ମୀଙ୍କ ସହ ହୋଇଥିବା ରେପର ବିରୋଧ କରିବାରୁ ଏକ କମ୍ପାନୀ ୨୦୦ ଜଣଙ୍କୁ ଚାକିରିରୁ ବାହାର କରିଦେଇଛି । ସମସ୍ତ ୨୦୦ ମହିଳା ଶ୍ରମିକ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ବାସିନ୍ଦା ବୋଲି…
ଡିସେମ୍ବର ମାସରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା, ଜାଣନ୍ତୁ କେଉଁ କେଉଁ ଦିନ ଛୁଟି
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିସେମ୍ବର ମାସର ଛୁଟିଦିନର ତାଲିକା ପ୍ରକାଶ କରିଛନ୍ତି । ଏହି ତାଲିକା ଅନୁସାରେ ଡିସେମ୍ବର ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ ବିଭିନ୍ନ ବ୍ୟାଙ୍କର ଗ୍ରାହକ ମାନେ ଏହା…
ବଡ଼ ଧରଣର ସଡ଼କ ଦୁର୍ଘଟଣା, ୧୮ ମୃତ; ୫ ଗୁରୁତର
କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏକ ଭୀଷଣ ଦୁର୍ଘଟଣା ଘଟିଯାଇଛି । ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଶନିବାର ଦିନ ରାତିରେ ହୋଇଥିବା ଜଣାପଡ଼ିଛି । ଏଥିରେ ୧୮ ଜଣଙ୍କ ମୃତ୍ୟୁ ହେବା ସହିତ ୫ ଜଣ…