fbpx
Browsing Category

ଦେଶ

ନିର୍ଭୟା ମାମଲା, ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଦୋଷୀ ମୁକେଶ

ନୂଆଦିଲ୍ଲୀ, ୬ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଦୋଷୀ ମୁକେଶ । ପୂର୍ବ ଓକିଲ ଚାପ ପକାଇ କ୍ୟୁରେଟିଭ ଆବଦେନ ଦାଖଲ କରାଇଥିବା ସେ ଅଭିଯୋଗ କରିଛି ।…

କଂଗ୍ରେସର ୭ ସାଂସଦଙ୍କୁ ନିଲମ୍ବନ ମାମଲା: ଯାଞ୍ଚ କମିଟି ପାଇଁ ଘୋଷଣା କଲେ ବାଚସ୍ପତି

ନୂଆଦିଲ୍ଲୀ,୬ ।୩: କଂଗ୍ରେସର ୭ ଲୋକସଭା ସାଂସଦଙ୍କୁ ନିଲମ୍ବନ ଘଟଣାରେ ଆଜି ଗୃହରେ ହଙ୍ଗାମା ଆରମ୍ଭ ହୋଇଥିଲା । ଏହାକୁ ନେଇ ଏକ ଯାଞ୍ଚ କମିଟି ଗଠନ ହେବ ବୋଲି ଲୋକସଭାର ବାଚସ୍ପତି ଓମ୍ ବିର୍ଲା କହିଛନ୍ତି । ସଦନରେ ୨ରୁ…

ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୬ା୩: ୟେସ୍ ବ୍ୟାଙ୍କ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି । ୟେସ୍ ବ୍ୟାଙ୍କ ସ୍ଥିତି…

୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ପ୍ରାଇଭେଟ୍ ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୫ ।୩: ଚୀନରେ ବ୍ୟାପୁଥିବା କରୋନା ଭାଇରସ୍ ବର୍ତ୍ତମାନ ସୁଦ୍ଧା ବିଶ୍ୱର ୭୦ଟି ଦେଶରେ ନିଜର ପ୍ରଭାବ ଦେଖାଇବା ଆରମ୍ଭ କରିସାରିଛି । ଭାରତରେ ବର୍ତ୍ତମାନ ସୁଦ୍ଧା ୩୦ଟି ଘଟଣା ସାମ୍ନାକୁ ଆସିଛି, ଯେଉଥିଁରୁ ୩…

କଂଗ୍ରେସର ୭ ସାଂସଦଙ୍କୁ ନିଲମ୍ବିତ କଲେ ବାଚସ୍ପତି

ନୂଆଦିଲ୍ଲୀ,୫ ।୩: କଂଗ୍ରେସର ୭ ଲୋକସଭା ସାଂସଦଙ୍କୁ ଆଜି ବାଚସ୍ପତି ଓମ ବିର୍ଲା ନିଲମ୍ବିତ କରିଛନ୍ତି । ଚଳିତ ଲୋକସଭାର ବେଜଟ୍ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ସାଂସଦ । ନିଲମ୍ବିତ ହୋଇଥିବା ୭ କଂଗ୍ରେସ…

ନିର୍ଭୟା ମାମଲାରେ ନୂଆ ଡ଼େଥ୍ ୱାରେଣ୍ଟ ଜାରି ପରେ ନିର୍ଭୟାଙ୍କ ମାଆଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୫ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କୁ ଫାଶି ଦେବା ପାଇଁ ଆଜି ସାନି ଡ଼େଥ ୱାରେଣ୍ଟ ଜାରି ହୋଇଛି । ନୂଆ ଡ଼େଥ ୱାରେଣ୍ଟ ଜାରି ପରେ ନିର୍ଭୟାଙ୍କ ମାଆ ପ୍ରତିକ୍ରିୟା…

ନିର୍ଭୟା ମାମଲା, ଦୋଷୀଙ୍କୁ  ମାର୍ଚ୍ଚ ୨୦ରେ ଫାଶି

ନୂଆଦିଲ୍ଲୀ, ୫ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କୁ ଫାଶି ଦେବା ପାଇଁ ଆଜି ସାନି ଡ଼େଥ ୱାରେଣ୍ଟ ଜାରି ହୋଇଛି । ମାର୍ଚ୍ଚ ୨୦ରେ ୪ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶକୁ ଫାଶି…