Browsing Category

ଦେଶ

ଐତିହାସିକ ବିଜୟ ପରେ ଏପରି ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ଜିତିଛି ପୁରୁଷ ହକି ଦଳ । ପଦକ ପାଇଁ ଲଢ଼େଇରେ…

ଟୋକିଓ ମୁକାବିଲା: ଆଜି ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲ୍ ଫାଇଟ୍‌ କରିବେ ରେସ୍‌ଲର୍‌ ରବି କୁମାର

ଟୋକିଓ,(ଭାସ୍କର ନ୍ୟୁଜ୍) : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ରେସ୍‌ଲର୍‌ ରବି କୁମାର ଦାହିୟା ଦ୍ୱିତୀୟ ଇଣ୍ଡିଆନ ରେସଲର ଭାବେ ଫାଇନାଲ୍‌କୁ ଯିବା ସହ ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି । ସେ ରୌପ୍ୟ ପଦକ ହାସଲ କରିବା…

ଭାରତ ପାଇଁ ଏକାଧିକ ପଦକ ଆଶା: ଆଜି ମଇଦାନକୁ ଓହ୍ଲାଇବେ ଭିନେଶ, ଅଂଶୁ ଓ ଦୀପକ

ଟୋକିଓ,(ଭାସ୍କର ନ୍ୟୁଜ୍): ଟୋକିଓ ଅଲିମ୍ପିକ୍ସ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଭାରତ ହାତ ଗଣତିରେ କେବଳ ତିନି ପଦକ ହାସଲ କରି ଅଟକି ରହିଛି । ତେବେ ଗୁରୁବାର ଦିନ ଭାରତୀୟ ଆଥଲେଟଙ୍କ ପାଇଁ ସବୁଠାରୁ…

ଦୂତୀ ଖଣ୍ଡନ କଲେ ଅଭିଯୋଗ; ବଖାଣିଲେ ଅନ୍ତର କଥା…

ଓଡ଼ିଶା ଭାସ୍କର ବ୍ୟରୋ: ସ୍ପ୍ରିଣ୍ଟର୍ ତଥା ଅଲିମ୍ପିଆଡ୍ ଦୂତୀ ଚାନ୍ଦ ବଖାଣିଲେ ଅନ୍ତରର ବ୍ୟଥା। କହିଲେ ମନ କଥା। ନିଜ ଉପରକୁ ଆସୁଥିବା ଅଭିଯୋଗକୁ ଖଣ୍ଡନ କରିବା ସହ କହିଲେ ପ୍ରମାଣ ଆପଣମାନେ ପାଇପାରିବେ। ଟୋକିଓ…

ଲଦାଖରେ ଭାରତ ତିଆରି କଲା ବିଶ୍ୱର ସର୍ବୋଚ୍ଚ ରାସ୍ତା, ଚୀନ ସୀମା ନିକଟବର୍ତ୍ତୀ ରହିଛି ଏହି ରାସ୍ତା

ନୂଆଦିଲ୍ଲୀ: ଲଦାଖରେ ଭାରତ ଏକ ନୂଆ ଉଚ୍ଚତା ହାସଲ କରିଛି । ସୀମା ସଡକ ସଂଗଠନ (ବିଆରଓ) ଏଠାରେ ବିଶ୍ୱର ସର୍ବୋଚ୍ଚ ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଛି  । ଏହି ରାସ୍ତା ସମୁଦ୍ର ପତ୍ତନ ଠାରୁ ୧୯,୩୦୦ ଫୁଟ ଉଚ୍ଚରେ…

ସମୁଦ୍ରକୁ ଓହ୍ଲାଇଲା ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ଜାହାଜ ‘ବିକ୍ରାନ୍ତ’

ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ବିକ୍ରାନ୍ତ ଅଗଷ୍ଟ ୪ ରେ ପରୀକ୍ଷା ପାଇଁ ସମୁଦ୍ରରେ ଅବତରଣ କରିଛି । ଏହାପୂର୍ବରୁ ଜୁଲାଇରେ ବିକ୍ରାନ୍ତର ବେସିନ ଟ୍ରାଏଲ ସଫଳ ହୋଇଥିଲା । ଆଶା…

ଯୌନତୃପ୍ତି ପାଇଁ ମହିଳାଙ୍କୁ ଅପ୍ରାକୃତିକ ସ୍ପର୍ଶ ମଧ୍ୟ ଦୁଷ୍କର୍ମ: କେରଳ ହାଇକୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାକୁ ନେଇ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି କେରଳ ହାଇକୋର୍ଟ । ଯୌନତୃପ୍ତି ପାଇଁ କୌଣସି ମହିଳାଙ୍କୁ ଅପ୍ରାକୃତିକ ଭାବରେ ସ୍ପର୍ଶ କରିବାକୁ ମଧ୍ୟ ଦୁଷ୍କର୍ମ ଭାବରେ ବିଚାର କରାଯିବ…

ଭୂମିକମ୍ପ ଆଲର୍ଟ: ଏଣିକି ଆପ୍ ଜରିଆରେ ପାଇବେ ଭୁକମ୍ପର ପୂର୍ବ ସୂଚନା

ଡେରାଡୁନ୍: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସଚିବାଳୟରେ ଆପ୍ଲିକେସନ୍ "ଉତ୍ତରାଖଣ୍ଡ ଭୁକମ୍ପ ଆଲର୍ଟ" ର ଶୁଭାରମ୍ଭ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ, ବିପର୍ୟ୍ୟୟ ପରିଚାଳନା ବିଭାଗ…

ସମଗ୍ର ଶିକ୍ଷା ନୀତି ୨.୦କୁ କ୍ୟାବିନେଟ୍ ମଞ୍ଜୁରୀ, ସମସ୍ତ ସରକାରୀ ବିଦ୍ୟାଳୟରେ ହେବ ପ୍ଲେ ସ୍କୁଲ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବୁଧବାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ସମଗ୍ର ଶିକ୍ଷା ନୀତି ୨.୦ ଲାଗୁ କରିବା ଏବଂ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର କାର୍ଯ୍ୟକାଳ ଦୁଇ ବର୍ଷ…

ସଂସଦ ବାହାରେ ସାଂସଦଙ୍କ କଳି: କୃଷି ବିଲକୁ ନେଇ ହରସିମରତ-ରବନୀତ ମୁହାଁମୁହିଁ

ନୂଆଦିଲ୍ଲୀ: ବୁଧବାର ସଂସଦ ବାହାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଦୁଇ ସାଂସଦ ପରସ୍ପର ସହିତ ଯୁକ୍ତି କରୁଥିବାର ନଜର ଆସିଥିଲେ । ଶିରୋମଣୀ ଅକାଳି ଦଳ ସାଂସଦ ହରସିମରତ କୌର ବାଦଲ ଓ କଂଗ୍ରେସ ସାଂସଦ ରବନୀତ…