Browsing Category

ଦେଶ

“ଆମେ ଭାରତ ସହିତ ଯୁଦ୍ଧ ପାଇଁ ସର୍ବଦା ପ୍ରସ୍ତୁତ”, ଅସୀମ ମୁନିର ଫିଲ୍ଡ ମାର୍ଶାଲ ହେବା ମାତ୍ରେ ପାକ୍ ସେନାର ଧମକ

ନୂଆଦିଲ୍ଲୀ:  ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଫିଲ୍ଡ ମାର୍ଶାଲ ହେବା ମାତ୍ରେ, ପାକିସ୍ତାନୀ ସେନା ଭାରତକୁ ପୁଣି ଏକ ଧମକ ଦେଇଛି। ଆଉ କହିଛି ଭାରତ ନିଆଁ ସହିତ ଖେଳୁଛି। ଆମେ ଭାରତ ସହିତ ଯୁଦ୍ଧ ପାଇଁ ସର୍ବଦା…

୮ ଜୁଲାଇ ପୂର୍ବରୁ ଆମେରିକା ସହ ଭାରତର ହେବ ବଡ଼ ଡିଲ୍

ନୂଆଦିଲ୍ଲୀ/ୱାଶିଂଟନ,୨୧ା୫: ଆମେରିକା ସହ ଭାରତର ହେବ ବଡ଼ ଡିଲ୍।  ୮ ଜୁଲାଇ ପୂର୍ବରୁ ଏହି ଡିଲ୍ ହେବ । ତେବେ ଦୁଇ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ଘୋଷଣା କରିବେ, ଯେଉଁଥିରେ ଭାରତ ଘରୋଇ ଉତ୍ପାଦ ଉପରେ ଅତିରିକ୍ତ …

ବିଧାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଗଣଦୁଷ୍କର୍ମ ପୀଡିତା, କହିଲେ ମୁହଁରେ ପରିସ୍ରା କରିଦେଇଥିଲେ…

ନୂଆଦିଲ୍ଲୀ: ଜଣେ 40 ବର୍ଷୀୟା ମହିଳା କର୍ଣ୍ଣାଟକ ବିଜେପି ବିଧାୟକ ମୁନିରଥନା ଏବଂ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରିଛନ୍ତି ।  ଯେଉଁଥିପାଇଁ ଜଣେ ମହିଳା ତାଙ୍କୁ ଗଣବଳାତ୍କାର, ତାଙ୍କ ମୁହଁରେ…

ପାକିସ୍ତାନି ଅଧିକାରୀ ୨୪ ଘଣ୍ଟା ଭିତରେ ଭାରତ ଛାଡ଼, MEAର କଡ଼ା ଚେତାବନୀ

ନୂଆଦିଲ୍ଲୀ:  ପାକିସ୍ତାନି ଅଧିକାରୀ ଭାରତ ଛାଡ଼। ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ। କିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।…

Rohit Sharma: ରୋହିତ ଶର୍ମାଙ୍କ ଏ କଣ ହେଲା? କାହିଁକି ହେବ ଅପରେସନ୍ ଜାଣନ୍ତୁ

ନୂଆଦିଲ୍ଲୀ: ରୋହିତ ଶର୍ମା ସମ୍ପ୍ରତି ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି ଏବଂ ଏବେ ସେ କେବଳ ଓ୍ବାନ ଡେ ଟିମର ଅଧିନାୟକ ରହିଛନ୍ତି । ଏହି ସମୟରେ, ଖବର ଆସୁଛି ଯେ ଏହି କିମ୍ବଦନ୍ତୀ ଖେଳାଳିଙ୍କ IPL 2025 ପରେ…

ଝିଅ ବାହାଘର କରିବାକୁ ଯାଇ, ଭାବି ସମୁଦୁଣୀକୁ ବାହା ହୋଇଗଲା ଭାବି ସମୁଦି

ବିହାର:  ଅଜବ ପ୍ରେମ କାହାଣୀ। ପୁଅ ଝିଅଙ୍କ ବିବାହ ପ୍ରସ୍ତାବ ପକାଉ ପକାଉ ପ୍ରେମରେ ପଡିଗଲେ ଝିଅର ବାପା ଓ ପୁଅର ମା'। ଭାବି ସମୁଦୁଣୀ ପ୍ରେମରେ ଉବୁଟୁବୁ ହେଉଥିଲେ ଭାବି ସମୁଦୀ। ଶେଷରେ ଲୁଚି ଲୁଚି ଦୁହେଁ ମନ୍ଦିରରେ…

CTTC ପରିଦର୍ଶନ କଲେ ଇସ୍ରୋ ଅଧ୍ୟକ୍ଷ, ଚନ୍ଦ୍ରାୟନ-5କୁ ନେଇ କହିଲେ…

ଭୁବନେଶ୍ବର: ଭୁବନେଶ୍ଵରସ୍ଥିତ ସେଣ୍ଟ୍ରାଲ ଟୁଲରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ପରିଦର୍ଶନ କରିଥିଲେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ । ସିଟିଟିସି ସହ ଇସ୍ରୋର ୩୦ ବର୍ଷର ସମ୍ପର୍କ ରହିଛି । ଏହାସହିତ ଅପରେସନ…

ଭଉଣୀକୁ ଘରେ ଏକା ଦେଖି ଦୁଷ୍କର୍ମ କଲା ନିଜ ଭାଇ

ଉତ୍ତରପ୍ରଦେଶ: କୁହାଯାଏ ଭାଇ-ଭଉଣୀ ସମ୍ପର୍କ ସବୁଠାରୁ ପବିତ୍ର ସମ୍ପର୍କ। ହେଲେ ସେହି ସମ୍ପର୍କରେ କଳଙ୍କର ଦାଗ ଲଗାଇ ଦେଇଛି ଜଣେ ଭାଇ। ଭଉଣୀକୁ ଘରେ ଏକା ଦେଖି କାମୁକତାର ସବୁ ସୀମା ପାର କରିଦେଇଛି ଭାଇ ଜଣକ। ଆଉ…

ଡ଼ାକ୍ତର ରଚିଲେ ଇତିହାସ.. ICMRର ରିସର୍ଚ୍ଚ, ୯ ଦିନରେ ଭଲ ହେବ ରକ୍ତ କର୍କଟ!

ନୂଆଦିଲ୍ଲୀ: ଭାରତର ଚିକିତ୍ସା କ୍ଷେତ୍ରରୁ ଏକ ବହୁତ ଖୁସି ଏବଂ ଆଶାଜନକ ଖବର ଆସିଛି । ଭାରତୀୟ ବୈଜ୍ଞାନିକ ଏବଂ ଡାକ୍ତରମାନେ ରକ୍ତ କର୍କଟ ରୋଗର ଚିକିତ୍ସାରେ ଏପରି ଏକ ସଫଳତା ହାସଲ କରିଛନ୍ତି, ଯାହା ସମଗ୍ର ବିଶ୍ୱ…

ସାମ୍ନାକୁ ଆସିଲା ଚୀନର ସତ, ପାକିସ୍ତାନକୁ ସହାୟତାର ହାତ ବଢ଼ାଇଲା ଚୀନ

ନୂଆଦିଲ୍ଲୀ:  ଭାରତ ସହିତ ପାକିସ୍ତାନର ଏକ ଘାତକ ସଂଘର୍ଷର ଅନ୍ତ ହେବାର କିଛି ଦିନ ପରେ, ଚୀନର ସତ ସାମ୍ନାକୁ ଆସିଛି। ଆଉ ଚୀନ ନିଜର ଅସଲ ରୂପ ଦେଖାଇଛି। କାରଣ ଚୀନ ଏବେ ପାକିସ୍ତାନକୁ ସହାୟତାର ହାତ ବଢ଼ାଇଥିବା କଥା…