
Browsing Category
ଦେଶ
ଉଷୁମ ଟିକା କଣ? ଭାରତକୁ ସୁଫଳ ମିଳିବ କି? ଜାଣନ୍ତୁ ସବିଶେଷ…
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର ବ୍ୟୁରୋ): ଆଥର୍ମୋଟୋଲେରାଣ୍ଟ ବା ଉଷୁମ ଟିକା (ୱାର୍ମ ଭାକ୍ସିନ୍) ଭାରତ ପାଇଁ ହୋଇପାରେ ଭାଗ୍ୟ ନିର୍ଦ୍ଧାରକ । ବହୁ ଜନସଂଖ୍ୟା ଦୃଷ୍ଟିରୁ ଦେଶର ଅନେକ ଲୋକ ଟିକା ପାଇଁ ଚାହିଁ ବସିଥିବାବେଳେ…
ମୋଦୀ, ଅମିତ ଶାହା ସମେତ ଅନେକ ନେତାଙ୍କ ବିରୋଧରେ ଏମିତି କହି ଦେଶ ଛାଡ଼ି ଫେରାର ହେଉଥିଲେ ପାଦ୍ରୀ, ଧରିଲା ପୋଲିସ୍
ନୂଆଦିଲ୍ଲୀ: ତାମିଲନାଡୁରେ ଜଣେ ପାଦ୍ରୀଙ୍କୁ ଗିରଫ କରିଛି ପୋଲିସ । ପାଦ୍ରୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଡିଏମକେ ନେତାଙ୍କୁ ନେଇ ଅଶୋଭନୀୟ ଟିପ୍ପଣୀ କରିବା…
ପଡ଼ୋଶୀ ଦେଶକୁ ସହାୟତାର ହାତ ବଢ଼ାଇଲା ଭାରତ, ଅକ୍ସିଜେନ୍ ଏକ୍ସପ୍ରେସ୍ ଜରିଆରେ ପଠାଇଲା ୨୦୦ ଟନ୍ ମେଡିକାଲ୍ ଅକ୍ସିଜେନ୍
ନୂଆଦିଲ୍ଲୀ: ଭାରତ ବଢ଼ାଇଲା ପଡ଼ୋଶୀ ଦେଶକୁ ସହାୟତାର ହାତ । କରୋନା ମହାମାରୀ ଭଳି ଘଡିସନ୍ଧି ମୁହୁର୍ତ୍ତରେ ପଡ଼ୋଶୀ ଦେଶ ବାଂଲାଦେଶକୁ ସହାୟତାର ହାତ ବଢ଼ାଇଛି ଭାରତ । ଏହି ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଅକ୍ସିଜେନ୍…
ଗୁଜରାଟ ଏଲପିଜି ସିଲିଣ୍ଡର୍ ବ୍ଲାଷ୍ଟ: ୪ ପିଲାଙ୍କ ସମେତ ୯ଜଣଙ୍କ ମୃତ
ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦ ସହରରେ ଏଲପିଜି ସିଲିଣ୍ଡର୍ ବ୍ଲାଷ୍ଟ୍ ହେବା ଫଳରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ୟାସ୍ ଲିକ୍ ପରେ ସିଲିଣ୍ଡର୍ ବ୍ଲାଷ୍ଟ୍ ହେବା କାରଣରୁ ୯ ଜଣ ପ୍ରାଣ ହରାଇଛନ୍ତି । ଏଥିରେ ୪ ଜଣ…
ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ, ବିବାହକୁ ମାତ୍ର ହୋଇଥିଲା ୧୭ ଦିନ; ଏପରି କରିବା ପରେ ଚୁକ୍ତିପତ୍ରରେ ଲେଖିଲେ ଏହିକଥା
ରାଞ୍ଚି: ବିବାହ ବିଚ୍ଛେଦ ହେଉ କିମ୍ବା କଳହ ସବୁକିଛି କୌଣସି ନା କୌଣସି କାରଣ ପାଇଁ ହୋଇଥାଏ । ପ୍ରେମ ପ୍ରଣୟରେ ବେଳେ ବେଳେ କିଛି ଏଭଳି ଘଟଣା ଦେଖିବାକୁ ମିଳେ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦିଏ । ଏଭଳି ଏକ ଘଟଣା…
୧୦୫ ବର୍ଷ ବୟସରେ ଚତୁର୍ଥ ପାସ୍ କରିଥିବା ଅମ୍ମାଙ୍କ ଦେହାନ୍ତ, ମୋଦୀ କରିଥିଲେ ପ୍ରଶଂସା
ନୂଆଦିଲ୍ଲୀ: କେରଳରେ ସାକ୍ଷରତା ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବା ସବୁଠାରୁ ବୟସ୍କ ବୃଦ୍ଧା ଭଗୀରଥୀ ଅମ୍ମାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୭ ବର୍ଷ ବୟସ ହୋଇଥିଲା । ପରିବାର ପକ୍ଷରୁ ଏହି ସୂଚନା…
ପର୍ଣ୍ଣୋଗ୍ରାଫିକୁ ନେଇ ଭାରତରେ ରହିଛି କଡ଼ା ନିୟମ, ଜାଣନ୍ତୁ କଣ
ନୂଆଦିଲ୍ଲୀ: ଅଭିନେତ୍ରୀ ଶିଳ୍ପ ଶେଟ୍ଟୀଙ୍କ ସ୍ୱାମୀ ଶିଳ୍ପପତି ରାଜ୍ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ଭଳି ଏକ ଗୁରୁତର ମାମଲାରେ ଫସିଛନ୍ତି । ତାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ୍ ଗିରଫ କରିଛି । ପୁଲିସ୍ ପାଖରେ ରାଜ୍…
ବନ୍ୟା ବିତ୍ପାତରୁ ଫସିଲା ଟ୍ରେନ୍, ଟ୍ରାକରୁ ବାହାରି ଗଲା…
ଓଡ଼ିଶା ଭାସ୍କର ବ୍ୟୁରୋ: ଅବିଶ୍ରାନ୍ତ ବର୍ଷା ଆଉ ନଦୀରେ ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଗୋଆରେ । ଫଳରେ ବନ୍ୟା ବିତ୍ପାତରେ ସାଧାରଣ ଜନଜୀବନ ହନ୍ତସନ୍ତ ହୋଇପଡ଼ିଛନ୍ତି । ବିଗତ ୪୦ ବର୍ଷ ମଧ୍ୟରେ…
ପ୍ରକାଶ ପାଇଲା ICSE ରେଜଲ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ICSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ । results.cisce.org ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ଓଡ଼ିଶାରେ ଦଶମରେ ୯୯.୯୮%, ଦ୍ୱାଦଶରେ ୯୯.୮୩% ପାସ୍ । କୋଭିଡ୍ କାରଣରୁ ଏବର୍ଷ ପରୀକ୍ଷା…
ଅଗଷ୍ଟ ୧୧ରେ ନବୋଦୟ ପ୍ରବେଶିକା ପରୀକ୍ଷା
ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସ ୧୧ ତାରିଖରେ ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଜବାହର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ସମଗ୍ର ଦେଶରେ ମୋଟ ୧୧ ହଜାର ୧୮୨ଟି କେନ୍ଦ୍ର ପ୍ରତିଷ୍ଠା…