Browsing Category

ଦେଶ

IB ମୁଖ୍ୟ ତପନ କୁମାର ଡେକାଙ୍କ ବଢ଼ିଲା କାର୍ଯ୍ୟକାଳ, ଜୁନ୍ ୨୦୨୬ ପର୍ଯ୍ୟନ୍ତ ପଦରେ ରହିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ନିର୍ଦ୍ଦେଶକ ତପନ କୁମାର ଡେକାଙ୍କୁ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର…

ବଢ଼ିଲା PM ଆବାସ ଯୋଜନା ପାଇଁ ଆବେଦନର ଶେଷ ତାରିଖ, ଆଉ ଡେରି ନ କରି ଶୀଘ୍ର କରିପକାନ୍ତୁ Apply

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିବାର ଶେଷ ତାରିଖ ବୃଦ୍ଧି କରିଛନ୍ତି। ଏହି ଯୋଜନା ଅଧୀନରେ, ସରକାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଆର୍ଥିକ ଦୁର୍ବଳ ଲୋକଙ୍କୁ ସୁଲଭ ମୂଲ୍ୟରେ…

Breaking: ସିଲିଗୁଡ଼ିରୁ ମାଲଦା ଯାଉଥିବା ଯାତ୍ରୀବାହୀ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଏକ ଯାତ୍ରୀବାହୀ ଟ୍ରେନରେ ଅଗ୍ନିକାଣ୍ଡ । ଆଜି କଟିହାର ରେଳ ଡିଭିଜନର ଏକ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। କଟିହାର ରେଳ ଡିଭିଜନର ଗାସଲ ରେଳ ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନର ଇଞ୍ଜିନରେ…

VIDEO: ପ୍ରତିଶ୍ରୁତି ରକ୍ଷା କଲେ ରୋହିତ୍, ବିଜେତାଙ୍କୁ ଉପହାର ଦେଲେ Lamborghin

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଅଭିଜ୍ଞ ବ୍ୟାଟସମ୍ୟାନ୍ ରୋହିତ ଶର୍ମା ନିକଟରେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଜଣେ ପ୍ରଶଂସକଙ୍କୁ ତାଙ୍କର ପ୍ରସିଦ୍ଧ ନୀଳ ଲାମ୍ବୋର୍ଗିନୀ ଉରୁସ୍ ଉପହାର ଦେଇ ବହୁତ ଖୁସି…

ବଲିଉଡରେ କୋଭିଡ-19 :ଦେଶରେ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି କରୋନା

ନୂଆଦିଲ୍ଲୀ: ଗତ ଗୋଟିଏ ମାସରେ, ସିଙ୍ଗାପୁର-ହଂକଂ ଏବଂ ଚୀନ୍ ସମେତ ଅନେକ ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏବେ ବିଗ୍ ବସ୍ ଫେମ୍ ଶିଳ୍ପା ଶିରୋଡକର ମଧ୍ୟ କୋଭିଡ୍‌ର ଶିକାର ହୋଇଥିବା…

Jr NTRଙ୍କୁ ଲୋକେ କାହିଁକି କୁହନ୍ତି ଜୁନିୟର? ଜାଣନ୍ତୁ ଏହା ପଛରେ ଥିବା କାରଣ

ନୂଆଦିଲ୍ଲୀ: ସାଉଥ ଅଭିନେତା ଜୁନିୟର ଏନଟିଆର ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତା ସାରା ଦୁନିଆରେ ନିଜର ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଛନ୍ତି। ଆରଆରଆରର ସଫଳତା ପରେ ଜୁନିୟର ଏନଟିଆରଙ୍କର ଫ୍ୟାନ୍…

ଅତିରୁ ଇତି: ଥଟା, ମଜାରୁ ଚାଲିଗଳା ଜୀବନ; ସାଙ୍ଗର ଯୌନାଙ୍ଗରେ ପାଣି ଭର୍ତ୍ତି କରିଦେଲେ ୩ ବନ୍ଧୁ

ଫରିଦାବାଦ୍: ବନ୍ଧୁଙ୍କୁ ଯନ୍ତ୍ରଣା ଦେଇ ହତ୍ୟା କରିବା ମାମଲାରେ ଫାରିଦାବାଦର ୨ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଫରିଦାବାଦ୍ ସେକ୍ଟର ୫୮ ଏରିଆର ଘଟଣା । ସଞ୍ଜୟ କଲୋନୀରେ ରହୁଥିବା ମନୋଜ ଚୌହାନଙ୍କ ମୃତ୍ୟୁ…

ଭାରତର ପାଇଁ ବଡ଼ କ୍ଷତି: ୮୭ ବର୍ଷ ବୟସରେ ଆଖି ବୁଜିଲେ ବୈଜ୍ଞାନିକ ଜୟନ୍ତ ନାର୍ଲିକର

ପୁଣେ: ଜଣାଶୁଣା ସାଇନ୍ସ କମ୍ୟୁନିକେଟର ତଥା ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ଆଷ୍ଟ୍ରୋଫିଜିସିଷ୍ଟ ଜୟନ୍ତ ବିଷ୍ଣୁ ନାର୍ଲିକରଙ୍କ ପରଲୋକ ମଙ୍ଗଳବାର ଦିନ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।…

5G ମଣିଷଙ୍କ ପାଇଁ ବିପଦ କି? ବୈଜ୍ଞାନିକମାନେ ରିସର୍ଚ୍ଚରେ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: ୫ଜିକୁ ଯେବେଠାରୁ ଲୋକେ ବ୍ୟବହାର କରିଲେଣି, ସେବେଠୁ ଅନେକ ପ୍ରକାର କଥା ସାମ୍ନାକୁ ଆସୁଛି। ସୋସିଆଲ ମିଡିଆରେ ଏହି ଦାବି କରାଯାଉଛି ଯେ, ୫ଜି ଟାୱାରରୁ ବାହାରୁଥିବା ତରଙ୍ଗ ପକ୍ଷୀମାନଙ୍କ ସ୍ୱାସ୍ଥ୍ୟ ଉପରେ…

ନା ଅଛନ୍ତି ପୁଜାରୀ, ନା ଘଣ୍ଟି;  ହେଲେ ବି ସମସ୍ତଙ୍କ ମନୋକାମନା ହୁଏ ପୂର୍ଣ୍ଣ

ମଧ୍ୟପ୍ରଦେଶ: ଘଣ୍ଟାର କାମ କେବଳ ସମୟ କହିବା ନୁହେଁ, ଯଦି ଘଣ୍ଟାଟି ଏହି ମନ୍ଦିରରେ ବନ୍ଧାଯାଏ ତେବେ ସେ ଘଣ୍ଟାଟି ଆପଣଙ୍କର ଭଲ ସମୟ ମଧ୍ୟ ଆଣି ଦେଇପାରେ। ବାସ୍ତବରେ, ଉଜୈନରୁ 45 କିଲୋମିଟର ଦୂର ମହିଦପୁର ଏବଂ…