Browsing Category
ଦେଶ
ଭାରତ ପାକିସ୍ତାନ ମଧ୍ୟରେ ଆଜି ସରୁଛି ଅସ୍ତ୍ର ବିରତି ଅବଧି
ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଆଜି ସରୁଛି ଅସ୍ତ୍ର ବିରତି ଅବଧି। ଆଜି ପୁଣିଥରେ ବସିପାରେ DGMO ସ୍ତରୀୟ ବୈଠକ। ବୈଠକରେ ହୋଇପାରେ ପରବର୍ତ୍ତୀ ନିଷ୍ପତ୍ତି। କାରଣ ଗତ ୧୦ ତାରିଖରେ ଦୁଇ ଦେଶ ଭାରତ-ପାକିସ୍ତାନ…
ବୟସର ପାର୍ଥକ୍ୟ ନା ହୃଦୟର ସମ୍ପର୍କ? ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ଜରୁରୀ କି ଜାଣନ୍ତୁ
ନୂଆଦିଲ୍ଲୀ: ସମ୍ପର୍କର ମୂଳଦୁଆ କେବଳ ପ୍ରେମ ଏବଂ ବିଶ୍ୱାସ ଉପରେ ଆଧାରିତ ନୁହେଁ, ବରଂ ବୁଝାମଣା, ସମ୍ମାନ ଏବଂ ସମନ୍ୱୟ ଉପରେ ମଧ୍ୟ ଆଧାରିତ । କିନ୍ତୁ ଯେତେବେଳେ ବିବାହ କଥା ଆସେ, ସମାଜରେ ପ୍ରାୟତଃ ଏକ ପ୍ରଶ୍ନ ଉଠେ…
ଡମି ଏୟାରକ୍ରାଫ୍ଟ ଜରିଆରେ ପାକିସ୍ତାନକୁ ବୋକା ବନାଇଥିଲା ଭାରତ, ନିଜେ ପ୍ରକାଶ କଲା ନିଜ ଠିକଣା
ନୂଆଦିଲ୍ଲୀ,୧୭ା୫: ପୁଲୱାମା ଆକ୍ରମଣ ପରେ, ଭାରତ 'ଅପରେସନ୍ ସିନ୍ଦୂର' ଅଧୀନରେ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲା। ଭାରତୀୟ ବାୟୁସେନା ନକଲି ବିମାନ ବ୍ୟବହାର କରି ପାକିସ୍ତାନୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ…
ଆଧାରକାର୍ଡକୁ ନେଇ ନୂଆ ନିୟମ, ତୁରନ୍ତ ଏସବୁ କରନ୍ତୁ ଅପଡେଟ୍, ନଚେତ୍…
ନୂଆଦିଲ୍ଲୀ,୧୭ା୫: ଭାରତରେ ରହୁଥିବା ଲୋକଙ୍କ ପାଇଁ ଅନେକ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ। ଏହି ଡକ୍ୟୁମେଣ୍ଟଗୁଡ଼ିକ ପ୍ରତିଦିନ କୌଣସି ନା କୌଣସି କାମ ପାଇଁ ଆବଶ୍ୟକ। ଏଥିରେ ଅନେକ ଡକ୍ୟୁମେଣ୍ଟ ଅନ୍ତର୍ଭୁକ୍ତ।
ରାସନ…
କି ଯୁଗ ହେଲା ଲୋ ମା’, ସର୍ବସମ୍ମୁଖରେ ବସରେ ପଶି କଣ୍ଡକ୍ଟରଙ୍କୁ ଛୁରୀ ଭୁସି ଚାଲିଗଲେ
କେରଳ: କି ଯୁଗ ହେଲା ଲୋ ମା'। ନା କାହାରିକୁ ଭୟ ଅଛି ନା କାହାରିକୁ ଖାତିର। ଛୁରୀ ଧରି ଆସିଲେ ସିଧା ବସ୍ ଭିତରେ ପଶିଲେ। ଆଉ ସ୍ପଷ୍ଟ ଦିବା ଲୋକରେ, ଲୋକଙ୍କ ଉପସ୍ଥିତିରେ କଣ୍ଡକ୍ଟର ଉପରକୁ ଛୁରାମାଡ଼ କରି ଚାଲିଗଲେ।…
ପାକିସ୍ତାନକୁ ହାତରେ ନମାରି ଭାତରେ ମାରିବ ଭାରତ, ନେଲା ଏହି ବଡ଼ ପଦକ୍ଷେପ, ଜାଣିଲେ…
ନୂଆଦିଲ୍ଲୀ,୧୭ା୫: ପାକିସ୍ତାନ ବିରୋଧରେ ଭାରତ ଏକ ବଡ଼ ପଦକ୍ଷେପ ନେଇଛି । ଏଥର ପାକିସ୍ତାନକୁ ହାତରେ ନମାରି ଭାତରେ ମାରିବ ଭାରତ । ବିଶେଷକରି ପାକିସ୍ତାନର ପଞ୍ଜାବ ରାଜ୍ୟକୁ ସମୂଳେ ଧ୍ୱଂସ କରିବାକୁ ଭାରତ ଯୋଜନା ଆରମ୍ଭ…
କଂଗ୍ରେସର ଅଭିଯୋଗକୁ ଖଣ୍ଡନ କଲେ ଏସ୍.ଜୟଶଙ୍କର, କହିଲେ ପୂର୍ବରୁ ହିଁ ‘ଅପରେସନ ସିନ୍ଦୂର’…
ନୂଆଦିଲ୍ଲୀ,୧୭ା୫: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେହି ସମୟରେ କଂଗ୍ରେସ ନେତା ଜୟରାମ ରମେଶ ଏସ ଜୟଶଙ୍କରଙ୍କୁ ଦେଶ ସହିତ…
ରାଜଧାନୀ ପାର୍କରେ ହତ୍ୟାକାଣ୍ଡ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ନାବାଳକର ମୃତଦେହ
ନୂଆଦିଲ୍ଲୀ: ରାଜଧାନୀରେ ଜଘନ୍ୟ କାଣ୍ଡ। ପାର୍କରୁ ମିଳିଲା ନାବାଳକର ମୃତଦେହ। କିଏ କଲା ହତ୍ୟା? କିପରି ହେଲା ହତ୍ୟା? କେଉଁ କାରଣ ପାଇଁ ନିଷ୍ପାପ ଛୁଆଟିକୁ ହତ୍ୟା କରାଯାଇଛି। ଆଉ ସବୁଠାରୁ ବଡ଼ କଥା ପାର୍କରୁ…
ମତ ବଦଳାଇଲେ ଟ୍ରମ୍ପ, “ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କଲି ମୁଁ, କିନ୍ତୁ କିଛି ଶ୍ରେୟ ମିଳିଲାନି”
ନୂଆଦିଲ୍ଲୀ: ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଦଳିଲା ମତ। "କହିଲେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କଲି ମୁଁ। କିନ୍ତୁ ମିଳିଲାନି କିଛି ଶ୍ରେୟ"। ଭାରତ-ପାକିସ୍ତାନ ବିବାଦର ଶ୍ରେୟ ନେବାକୁ ପୁଣିଥରେ…
ଏହି ସୁପରସୋନିକ୍ କ୍ଷେପଣାସ୍ତ୍ର ଦ୍ୱାରା S-400କୁ ଖସାଇବାକୁ ଉଦ୍ୟମ କରିଥିଲା ପାକିସ୍ତାନ, ଖୋଲିଗଲା ସବୁ ପୋଲ୍…
ନୂଆଦିଲ୍ଲୀ,୧୭ା୫: କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକ୍ ବିବାଦରେ, ପାକିସ୍ତାନ ଜୋର୍ ଦେଇ କହୁଛି ଯେ, ସେ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ S-400କୁ ଖସାଇ ଦେଇଛି। ଖାଲି ଏତିକି ନୁହେଁ,…