Browsing Category
ଦେଶ
ଟ୍ରମ୍ପଙ୍କ ପରାମର୍ଶକୁ ଆପଲର ‘ନା’! ଭାରତ ହେବ ଉତ୍ପାଦନ କେନ୍ଦ୍ର, iPhone ତିଆରି ଜାରି ରହିବ
ୱାଶିଂଟନ,୧୫ା୫: ଆଇଫୋନ ନିର୍ମାତା ଆପଲର ଭାରତରେ ନିବେଶ କରିବାର ଯୋଜନା ପୂର୍ବପରି ରହିଛି ଏବଂ କମ୍ପାନୀ ଦେଶରେ ଏହାର ଉତ୍ପାଦ ପାଇଁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି। ଗୁରୁବାର…
ସୁପ୍ରିମକୋର୍ଟରେ ପୀଡ଼ିତାଙ୍କୁ ବିବାହ ପ୍ରସ୍ତାବ ଦେଲେ ବଳାତ୍କାର ଅଭିଯୁକ୍ତ, ପୂରା ଘଟଣା ଜାଣିଲେ…
ନୂଆଦିଲ୍ଲୀ,୧୫ା୫: ଗୁରୁବାର ସୁପ୍ରିମକୋର୍ଟ ଜଣେ ବଳାତ୍କାର ଦୋଷୀଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି। ଏହାର କାରଣ ହେଉଛି ଦୋଷୀ ଏବଂ ପୀଡିତା ପରସ୍ପରକୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ବିଚାରପତି ବିଭି…
କ୍ଷମା ମାଗନ୍ତୁ ସୋନିଆ ଗାନ୍ଧୀ, ସୁନ୍ଦରୀଙ୍କ ଗୋଡ଼ ଧୁଆକୁ ନେଇ ରାଜନୈତିକ ଝଡ଼
ହାଇଦ୍ରାବାଦ: ତେଲେଙ୍ଗାନାର ସ୍ଥାନୀୟ ମହିଳାମାନେ ମନ୍ଦିରରେ ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ପାଦ ଧୋଇବାରେ ସାହାଯ୍ୟ କରୁଥିବାର ଏକ ଭିଡିଓ ରାଜ୍ୟରେ ରାଜନୈତିକ ଝଡ଼ ସୃଷ୍ଟି କରିଛି।
ବିରୋଧୀ ଦଳ ବିଜେପି ଏବଂ ଭାରତ…
ସୀମାରେ ଫୁଟିବନି ଗୋଟିଏ ବି ଗୁଳି, ଡିଜିଏମଓ ଆଲୋଚନାରେ ଭାରତ-ପାକିସ୍ତାନ ସହମତ
ନୂଆଦିଲ୍ଲୀ,୧୫ା୫: ଭାରତୀୟ ସେନା ଗୁରୁବାର କହିଛି ଯେ, ଭାରତ ଏବଂ ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ମଧ୍ୟରେ ଆଲୋଚନା ପରେ, ଉଭୟ ପକ୍ଷ ସୀମାରେ ଉତ୍ତେଜନା ହ୍ରାସ କରିବା ଏବଂ ସତର୍କତା ହ୍ରାସ…
ମା’ମାନେ ସନ୍ତାନର ମଙ୍ଗଳ କାମନା ପାଇଁ କରନ୍ତୁ ଏକଦନ୍ତ ସଙ୍କଷ୍ଟୀ ଚତୁର୍ଥୀ, ଇଚ୍ଛା ପୂରା ହେବା ସହ ଘରକୁ ଛୁଟିବ ଖୁସି
ଓଡିଶା ଭାସ୍କର: କ୍ୟାଲେଣ୍ଡର ଅନୁଯାୟୀ, ପ୍ରତି ମାସରେ ଶୁକ୍ଲ ଏବଂ କୃଷ୍ଣ ପକ୍ଷର ଚତୁର୍ଥୀ ଦିନ ସଙ୍କଷ୍ଟୀ ଉପବାସ ପାଳନ କରାଯାଏ | ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ଚତୁର୍ଥୀକୁ ଏକଦନ୍ତ ଚତୁର୍ଥୀ କୁହାଯାଏ, ଯାହା ଭଗବାନ…
ଦୋକାନରେ କଳାକନା ବୁଲାଇଲା ଲଙ୍ଗଳା ଚୋର, ୨୫ ଲକ୍ଷ ଟଙ୍କାର ମୋବାଇଲ ଉଠେଇ ନେଲା
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଚୋରୀର ସିସିଟିଭି ଫୁଟେଜ୍ ଜାରି ହେବା ପରେ ସତ୍ୟସତ୍ୟ ଏବେ ବାହାରକୁ ଆସିଛି ।
ବେଙ୍ଗାଲୁରୁ ବୋମ୍ମାନହଲିସ୍ଥିତ ଶୋ’ରୁମ୍ରେ ହୋଇଥିବା ଚୋରି ସିସିଟିଭି…
ଟ୍ରେନରେ ଫୋନ୍ ହଜିଗଲେ ଚିନ୍ତା ନାହିଁ, ପାତାଳରୁ ବି ମୋବାଇଲ୍ ଖୋଜି ବାହାର କରିବ RPF
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମୋବାଇଲ୍ ଫୋନ୍ କିମ୍ବା ଅନ୍ୟ ମୂଲ୍ୟବାନ ଜିନିଷ ହଜିଗଲେ ଏବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ରେଳ ସୁରକ୍ଷା ବାହିନୀ (RPF) ତା’ର ଅଭିଯାନ ‘ଅମାନତ’…
ତୁର୍କୀକୁ ବଡ଼ ଝଟକା ଦେଲା ଭାରତ, ସେଲେବି ବିମାନବନ୍ଦର ସୁରକ୍ଷା କ୍ଲିୟରାନ୍ସ ବାତିଲ
ନୂଆଦିଲ୍ଲୀ: ଭାରତ ସରକାର ତୁର୍କୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜାତୀୟ ସୁରକ୍ଷାକୁ କାରଣ ଦର୍ଶାଇ ସିଭିଲ ଏଭିଏସନ୍ ସିକ୍ୟୁରିଟି ବ୍ୟୁରୋ ତୁର୍କୀ ବିମାନବନ୍ଦରର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ…
ତୁର୍କୀ କଳାକାରଙ୍କୁ ବ୍ୟାନ କଲା ବଲିଉଡ, ସେଠାରେ ଶୁଟିଂ ମଧ୍ୟ କରିବେ ନାହିଁ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦରେ ତୁର୍କୀ ଲଗାତାର ପାକିସ୍ତାନକୁ ସମର୍ଥନ କରୁଛି। ଏହାର ପ୍ରତିକ୍ରିୟା ସ୍ୱରୂପ ଭାରତରେ ‘ବାୟକଟ ତୁର୍କୀ’ ଅଭିଯାନ ଆରମ୍ଭ ହୋଇଛି। ବିଭିନ୍ନ କ୍ଷେତ୍ରରୁ…