Browsing Category

ଦେଶ

ଖରାଦିନେ ବି ଚମକିବ ତ୍ୱଚା, ଚର୍ମ ସମସ୍ୟାରୁ ମିଳିବ ମୁକ୍ତି

ଓଡିଶା ଭାସ୍କର: ଗରମ ଦିନରେ କେବଳ ଯେ ଖରା, ଗରମ, ସୂର୍ଯ୍ୟ କିରଣ ଏବଂ ଝାଳ ସମସ୍ୟା ଦେଖାଯାଇଥାଏ ତା' ନୁହେଁ ବରଂ ଏସବୁ କାରଣରୁ ମଣିଷ ଚର୍ମରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ। ପ୍ରାୟ ସମସ୍ତେ ଘିମିରି, ପାଣି…

ରାଷ୍ଟ୍ରପତିଙ୍କୁ ଭେଟିଲେ CDS ଏବଂ ତିନି ସେନାର ମୁଖ୍ୟ

ଓଡିଶାଭାସ୍କର: ଅପରେସନ ସିନ୍ଦୁର ଦ୍ୱାରା ଅନେକ ଆତଙ୍କବାଦୀ ଏବଂ ସେମାନଙ୍କର ଅଡ୍ଡା ଧ୍ୱଂସ ହୋଇଛି। ତା ସହିତ ପାକିସ୍ତାନର ବହୁତ କ୍ଷୟକ୍ଷତି ମଧ୍ୟ ହୋଇଛି। ଏହି ଅପରେସନ ସଫଳ ହୋଇଥିବାରୁ CDS ଅନିଲ ଚୌହାନ ଓ ୩ ସେନାର…

ବାତ୍ୟା ଚର୍ଚ୍ଚାକୁ ଖଣ୍ଡନ କଲା ପାଣିପାଗ ବିଭାଗ, ଓଡ଼ିଶା ଉପରେ କୌଣସି ଭୟ ନାହିଁ

ନୂଆଦିଲ୍ଲୀ: ଗତ କିଛିଦିନ ଧରି ବାତ୍ୟା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପ୍ରସାରିତ କରୁଥିଲେ । ଆଜି ଏହା ଉପରୁ ପରଦା ହଟାଇଛି ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏବେ ବାତ୍ୟାର ସୂଚନା ନଥିବା ସ୍ପଷ୍ଟ କଲା ପାଣିପାଗ…

ଚୀନ ‘ଗ୍ଲୋବାଲ୍ ଟାଇମ୍ସ’ର ‘X’ ଆକାଉଣ୍ଟକୁ ବ୍ୟାନ କଲା ଭାରତ, ମିଛ ଖବର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଭାରତରେ ବ୍ୟାନ୍ ହେଲା ଗ୍ଲୋବାଲ ଟାଇମ୍ସ। ଏହାର ଏକ୍ସ ଆକାଉଣ୍ଟକୁ କରାଗଲା ବ୍ୟାନ୍‌। ମିଛ ଓ ବିଭ୍ରାନ୍ତିକର ଖବର ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗ୍ଲୋବାଲ ଟାଇମ୍ସ ଚୀନର ପ୍ରମୁଖ ଖବରକାଗଜ।…

ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ, ଜଣେ ଗିରଫ

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ବୋମା। ଆଜ୍ଞା ହଁ ଏପରି ଏକ ଖବର ଶୁଣି କୋଲକାତା ବିମାନବନ୍ଦରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ମୁମ୍ବାଇ ବିମାନ ଉଡ଼ାଣକୁ ତୁରନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି…

BSF ଯବାନ ପୂର୍ଣ୍ଣମ କୁମାର ଶ’ଙ୍କୁ ଛାଡ଼ିଲା ପାକିସ୍ତାନ, ଅଟାରି-ୱାଘା ସୀମା ଦେଇ ଫେରିଲେ ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ସହ ଜାରି ଉତ୍ତେଜନା ମଧ୍ୟରେ, ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଚାପରେ, ପାକିସ୍ତାନ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶ'ଙ୍କୁ ଗିରଫଦାରୀରୁ ମୁକ୍ତ କରିଛି। ୨୩ ଏପ୍ରିଲ ୨୦୨୫…

ହାତ-ଗୋଡ଼-ମୁହଁକୁ ଅଲଗା କରିଦେଇଥିଲେ, ଶବକୁ 5 ଖଣ୍ଡ କରି ନାଳରେ ଫିଙ୍ଗିଦେଲେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରରୁ ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ସମସ୍ତଙ୍କ ମେରୁଦଣ୍ଡ ଥରି ଉଠିବ । ଏଠାରେ, ଗୋହଲପୁର ଥାନା ଅଞ୍ଚଳରେ ଅବସ୍ଥିତ ନନ୍ଦନ ବିହାର କଲୋନିର ଏକ ଡ୍ରେନରୁ ଜଣେ ଅଜଣା ଯୁବକଙ୍କ…

Breaking: ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକ ଆରମ୍ଭ

ନୂଆଦିଲ୍ଲୀ: ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକ ଆରମ୍ଭ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସିସିଏସ ବୈଠକ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି। ଅପରେସନ ସିନ୍ଦୂର ପରେ ଏହା ପ୍ରଥମ ସିସିଏସ ବୈଠକ। ଏହି…

ଆଜିଠୁ ବିଜେପିର ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା, ଜାଣନ୍ତୁ ଏହାର ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଆଜିଠୁ ବିଜେପି ପକ୍ଷରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହେଉଛି। ଅପରେସନ ସିନ୍ଦୂରର ସଫଳତାକୁ ନେଇ ଏହି କାର୍ଯ୍ୟକ୍ରମ ୧୦ ଦିନ ଧରି ଚାଲିବ। ଏହି ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ପହଲଗାମ ଆକ୍ରମଣର…

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର୍ ଗବାଇ

ନୂଆଦିଲ୍ଲୀ: ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ ଆଜି ସୁପ୍ରିମକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ସୁପ୍ରିମକୋର୍ଟର 52ତମ CJI ହୋଇଛନ୍ତି । ଜଷ୍ଟିସ ଗବାଇଙ୍କୁ ଶପଥ ପାଠ କରାଇଲେ…