CHARIDHAM
Browsing Category

ଦେଶ

ଭାରତରେ ସୁସ୍ଥ ହେଲେ ୧୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ, ୧୪ା୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏଥି ପାଇଁ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।…

ସଡ଼କ ଦୁର୍ଘଟଣା, ୧୦ମୃତ

ରାଜସ୍ଥାନ, ୧୪ା୩: ରାଜସ୍ଥାନ ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଯୋଧପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସେଠାରେ ଟ୍ରଲର ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛି । ଯାହା…

ହାଇଦ୍ରାବାଦରେ ଠିକ୍ ହେଲା କରୋନା ପୀଡିତ, ମେଡିକାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୧୩ ।୩: ସାରା ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇଥିବା ବେଳେ ଆଉ ଏକ ରୋଗୀ ସୁସ୍ଥ ହେବା ଘଟଣା ସାମନାକୁ ଆସିଛି । ହାଇଦ୍ରାବାଦର ଗାନ୍ଧୀ ମେଡିକାଲରେ ଜଣେ କରୋନା ସଂକ୍ରମିତ ରୋଗୀ ଠିକ୍ ହେବା ସହ ମେଡାକାଲ…

ଭାରତରେ ୨ୟ କରୋନା ରୋଗୀର ମୃତ୍ୟୁ

ନୂଆଦିଲ୍ଲୀ,୧୩ ।୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହାରି ମଧ୍ୟରେ ଆଜି ରାଜଧାନୀ ଦିଲ୍ଲୀ ସ୍ଥିତ ଜନକପୁରୀ ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଥିବା ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ…

ବଡ ସଫଳତା: ଜୟପୁରରେ ଡାକ୍ତରମାନେ କରୋନା ସଂକ୍ରମିତ ଦମ୍ପତିଙ୍କୁ ଏହି ଔଷଧରେ କଲେ ସଫଳ ଚିକିତ୍ସା

ନୂଆଦିଲ୍ଲୀ,୧୩ ।୩: ବିଶ୍ୱ ସ୍ୱାସ୍ଥ ସଙ୍ଗଠନ (WHO) କରୋନା ଭାଇରସକୁ ମହାମାରୀ ବୋଲି ଘୋଷଣା କରିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୧କୁ ବୃଦ୍ଧି ପାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ, ୟୁପି, ବିହାର,…

ସୁପ୍ରିମକୋର୍ଟଙ୍କ କରୋନା ସର୍କୁଲାର

ନୂଆଦିଲ୍ଲୀ,୧୩ ।୩: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍ । ଚାରିଆଡ଼େ ଲୋକମାନେ ଏହାକୁ ନେଇ ଭୟଭିତ ଅବସ୍ଥାରେ ରହିଛନ୍ତି । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି…