Browsing Category

ଦେଶ

ଖୁସି ଖବର, GSTରେ ମିଳିବ ୫୦ ପ୍ରତିଶତ ରିହାତି: କେବେ ଲାଗୁ ହେବ ନୂଆ ନିୟମ?

ନୂଆଦିଲ୍ଲୀ: ଗଣପର୍ବ ହୋଲି ପୂର୍ବରୁ କେନ୍ଦ୍ର ସରକାର ଏକ ଉପହାର ଭେଟି ଦେଇଛନ୍ତି । ଅର୍ଦ୍ଧସୈନିକ ବଳ(CAPF)ର ଯବାନ୍ ମାନଙ୍କ ପାଇଁ ଜିଏସଟିରେ ୫୦% ରିହାତି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସିଏପିଏଫର…

ହରିୟାଣାରେ ରାଜନୈତିକ ଅସ୍ଥିରତା, ଇସ୍ତଫା ଦେବେ ମନୋହର ଲାଲ ଖଟ୍ଟର !

ଚଣ୍ଡିଗଡ଼: ଆଗାମୀ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଜୋରାସୋର ପ୍ରସ୍ତୁତି ଜାରି ରହିଛି । ଦଳବଦଳ ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ବି ହେଉଛି । ଏଥିମଧ୍ୟରେ ଆଜି ଚଣ୍ଡିଗଡ଼ ସ୍ଥିତ ହରିୟାଣା ନିବାସରେ ସକାଳ…

‘ସିଏଏ ଗଡସେଙ୍କ ବିଚାରଧାରା ଉପରେ ଆଧାରିତ, ଏହା ମୁସଲମାନଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ କରିବା ପାଇଁ ଅଣାଯାଇଛି’: ଅସଦୁଦ୍ଦିନ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ନାଗରିକତା ସଂଶୋଧନ ଅଧିନିୟମ ଲାଗୁ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୋଟିଫିକେସନ ଜାରି ହେବା ପରେ ଆଜିଠାରୁ ଏହି ନିୟମ ଲାଗୁ ହେବ । ତେବେ ଏହି…

Big Breaking; ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍: ପୁରୀ-ବିଶାଖାପାଟଣାକୁ ଯୋଡ଼ିବ ଟ୍ରେନ

ଭୁବନେଶ୍ୱର: ଓଡ଼ିଶା ପାଇଁ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀକ୍ଷେତ୍ର ପୁରୀ-ବିଶାଖାପାଟଣାକୁ ସଂଯୋଗ କରିବ ଏହି ବନ୍ଦେ ଭାରତ ଟ୍ରେନ । ଖୋର୍ଦ୍ଧା ରୋଡ,…

Identify Fake Medicines: ବଜାରରେ ବିକ୍ରି ହେଉଛି ନକଲି ଔଷଧ, କିଣିବା ପୂର୍ବରୁ ଏପରି କରନ୍ତୁ ଯାଞ୍ଚ

ଓଡିଶା ଭାସ୍କର: ଥଣ୍ଡା ଏବଂ ଜ୍ୱର ହେଲେ ଆମେ ସାଧାରଣତଃ ମେଡିକାଲ ଷ୍ଟୋରରୁ ଔଷଧ କିଣି ଖାଇଥାଉ। କିନ୍ତୁ ଆପଣ ଜାଣନ୍ତି କି ଏହି ଔଷଧଗୁଡ଼ିକ ମଧ୍ୟ ନକଲି ହୋଇପାରେ। ଆଜିକାଲି ନକଲି ଔଷଧ ବଜାରରେ ପ୍ରଚୁର ପରିମାଣରେ…

ଦ୍ରୁତ ଗତିରେ ବ୍ୟାପୁଛି ଏକ ବିପଜ୍ଜନକ ରୋଗ: ପିଲାଙ୍କ ଗାଲ ଛୁଇଁବା ମାତ୍ରେ ଫୁଲିଯାଉଛି, ଗୋଟିଏ ଦିନରେ ୧୯୦ କେସ୍

ନୂଆଦିଲ୍ଲୀ: ଆଜିକାଲି କେରଳରେ ଏକ ବିପଜ୍ଜନକ ରୋଗ ଦ୍ରୁତ ଗତିରେ ବ୍ୟାପୁଛି । ଏହି ରୋଗର ନାମ ହେଉଛି ମମ୍ପସ୍ । ମାର୍ଚ୍ଚ ୧୦ (ରବିବାର) ରେ ଗୋଟିଏ ଦିନରେ ୧୯୦ ଟି ମାମଲା ରୁଜୁ ହୋଇଥିଲା । କେରଳ ସ୍ୱାସ୍ଥ୍ୟ ବିଭାଗର…

ଦେଶରେ CAA ଲାଗୁ ହେବା ପାଇଁ କାହିଁକି ଲାଗିଲା ୪ ବର୍ଷ? ବିଜେପି ଦେଲା ଉତ୍ତର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ନାଗରିକତା ସଂଶୋଧନ ଅଧିନିୟମ ଲାଗୁ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୋଟିଫିକେସନ ଜାରି ହେବା ପରେ ଆଜିଠାରୁ ଏହି ନିୟମ ଲାଗୁ ହେବ । ଏହା ଲାଗୁ…

ଆଜି ଶେଷ ସମୟ, ଦାଖଲ କରିବାକୁ ହେବ ‘ନିର୍ବାଚନୀ ବଣ୍ଡ’ ତଥ୍ୟ: ଷ୍ଟେଟ ବ୍ୟାଙ୍କକୁ ‘ସୁପ୍ରିମ’ ନିର୍ଦ୍ଦେଶ

ନୂଆଦିଲ୍ଲୀ: 'ନିର୍ବାଚନୀ ବଣ୍ଡ'କୁ ନେଇ ଷ୍ଟେଟ ବ୍ୟାଙ୍କକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଆଜି ସନ୍ଧ୍ୟା ୫ଟା ସୁଦ୍ଧା 'ନିର୍ବାଚନୀ ବଣ୍ଡ'ର ସମସ୍ତ ତଥ୍ୟ ଦାଖଲ କରିବାକୁ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ…

Indian Armyର ଶକ୍ତି ଦେଖାଇବ ‘ଭାରତ ଶକ୍ତି’: ପୋଖରାନରେ ଯୁଦ୍ଧାଭ୍ୟାସ ଦେଖିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସାମରିକ ଦୃଷ୍ଟିରୁ ଭାରତକୁ ଆତ୍ମନିର୍ଭର କରାଇବା ପାଇଁ ମୋଦୀ ସରକାର ତତ୍ପର ରହିଛନ୍ତି । ସେନାର ଶକ୍ତି ତଥା ଆତ୍ମବିଶ୍ୱାସକୁ ଉଚ୍ଚ ସ୍ତରରେ ପହଞ୍ଚାଇବାରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌, ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ଭୁବନେଶ୍ୱରରୁ ବିଶାଖାପାଟଣା ଗଡ଼ିବ ଟ୍ରେନ୍ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଏହି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ…