fbpx
Browsing Category

ଦେଶ

(Video) ଖେଳନା ଭାବି ସାପକୁ ଚୋବାଇବାକୁ ଲାଗିଲା ଏହି ଶିଶୁ, ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପିଲାମାନେ କିଛି ନା କିଛି ଜିନିଷକୁ ପାଟିରେ ଚୋବଇଥାନ୍ତି । ଯଦି ସେମାନଙ୍କୁ ମନାକରାଯାଏ ତେବେ ଆହୁରି ଚୋବାଇବାକୁ ଲାଗନ୍ତି । ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶିଶୁଟି ଏକ…

ଓଡ଼ିଶା ଆସିବେ ରାଜନାଥ ସିଂହ, ବିଜେପି କୋର୍ କମିଟି ବୈଠକରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୨ରେ ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଂଗପୁର, ଗଞ୍ଜାମ ଓ ମୟୁରଭଞ୍ଜ ଗସ୍ତରେ ଆସିବେ ରାଜନାଥ ସିଂହ । ନବରଙ୍ଗପୁରରେ ବିଜେପି କମିଟି ବୈଠକ ଏବଂ ଗଂଜାମରେ…

ଲାଦାଖକୁ ରାଜ୍ୟ ମାନ୍ୟତା ଦାବି; ସରକାରଙ୍କୁ ଧନ୍ୟବାଦ ଦେବି ନଚେତ୍ ଆମରଣ ଅନଶନ କରିବି କହିଲେ ସୋନମ ୱାଙ୍ଗଚୁକ୍

ନୂଆଦିଲ୍ଲୀ: ରେମନ୍ ମେଗସେସେ ଆୱାର୍ଡ଼ରେ ସମ୍ମାନିତ ସୋନମ ୱାଙ୍ଗଚୁକ୍ ଲାଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ଆସନ୍ତା ସପ୍ତାହ କେନ୍ଦ୍ର ସରକାରଙ୍କ ସହ ଏକ…

ଅବରାମଙ୍କ ପାଖେ ଦେଖାଦେଲା ଶାହରୁଖ ଖାନଙ୍କ ଝଲକ, ପିତାଙ୍କ ପରି ବଜାଉଛନ୍ତି ଗିଟାର, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ସୁପରଷ୍ଟାର ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ସାନପୁଅ ଅବରାମ ଖାନ। ଅବରାମ ଘରର ସବୁଠାରୁ ସାନ, ତେଣୁ ସେ ପରିବାରର ସବୁଠାରୁ ପ୍ରିୟ ବୋଲି କୁହାଯାଉଛି। ଏଥିସହ ସେ ମଧ୍ୟ ପ୍ରଶଂସକଙ୍କ ପ୍ରିୟ ଷ୍ଟାର୍ କିଡ୍।…

ବର୍ଷକୁ ୨ ଥର ବୋର୍ଡ ପରୀକ୍ଷାରେ ବସିପାରିବେ ଛାତ୍ରଛାତ୍ରୀ: ମାଟ୍ରିକ-ଦ୍ୱାଦଶ ପରୀକ୍ଷାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପିଲାଙ୍କ ବୋର୍ଡ ପରୀକ୍ଷା । ଏହା ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଲାଙ୍କ ବୋର୍ଡ ପରୀକ୍ଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଆସନ୍ତା…

ରେକର୍ଡ଼େଡ୍ କଲ ପ୍ରତି ସାବଧାନ୍ ! ମହିଳାଙ୍କ Delivery app accountରୁ ଉଡ଼ିଗଲା ୯୭ ହଜାର ଟଙ୍କା, ୨ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ଯୁଗ । ତେଣୁ ଦିନକୁ ଦିନ ଅନଲାଇନ୍ ଠକେଇ ଭଳି ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନଲାଇନ୍ ଠକମାନେ ମଧ୍ୟ ବେଶ ସକ୍ରିୟ ହୋଇଗଲେଣି । ସେମାନେ ଠକିବା ପାଇଁ ସବୁବେଳେ ଭିନ୍ନ ଭିନ୍ନ ପନ୍ଥା…

‘ରାଜନୀତି’ ଦୁନିଆରେ ପାଦ ଥାପିଲେ ଶୁଭମନ ଗିଲ୍: Election Commission ଦେଲେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶୁଭମନ ଗିଲଙ୍କୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବଡ଼ ଦାୟିତ୍ୱ ମିଳିଛି । ପଞ୍ଜାବର ନିର୍ବାଚୟ ଆୟୋଗ ଶୁଭମନଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ଆସନ୍ତା ନିର୍ବାଚନ…

(Video) ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ସୁଲତାନପୁର କୋର୍ଟ ଦେଲେ ଜାମିନ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଚିଫ ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ବଡ଼ ଆଶ୍ୱସ୍ତି ମିଳିଛି । ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ସୁଲତାନପୁର ସ୍ଥିତ ଏମପି-ଏମଏଲଏ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।…

ମାର୍ଚ୍ଚ ୯ ପରେ ଲୋକସଭା ନିର୍ବାଚନ ତାରିଖ ଜାରି କରିପାରେ ECI, ୭ ଟି ପର୍ଯ୍ୟାୟରେ ଭୋଟିଂ ହେବାର ସମ୍ଭାବନା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ କେବେ ହେବ? ବର୍ତ୍ତମାନ ଏହି ପ୍ରଶ୍ନଟି ସମସ୍ତଙ୍କ ମନରେ ରହିଛି । ଏହାରି ମଧ୍ୟରେ ରିପୋର୍ଟ ରହିଛି ଯେ, ଇସିଆଇ ଅର୍ଥାତ୍ ନିର୍ବାଚନ ଆୟୋଗ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ତାରିଖ…

ଟିଭି ଅଭିନେତା ଋତୁରାଜ ସିଂହଙ୍କ ପରଲୋକ, ହାର୍ଟଆଟାକରେ ଚାଲିଗଲା ପ୍ରାଣ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଅଭିନେତା ଋତୁରାଜ ସିଂହ ସୋମବାର ଏବଂ ମଙ୍ଗଳବାର ମଧ୍ୟବର୍ତ୍ତୀ ରାତିରେ ହୃଦଘାତରେ ପ୍ରାଣ ହରାଇଛନ୍ତି। ତାଙ୍କ ବୟସ ୫୯ ବର୍ଷ ବୋଲି କୁହାଯାଉଛି। ମୁମ୍ବାଇର ଲୋଖଣ୍ଡୱାଲାସ୍ଥିତ ନିଜ ଘରେ…